fbpx

ବିଏମସି ଓ ସ୍ମାର୍ଟ ସିଟି ପକ୍ଷରୁ ଭୁବନେଶ୍ବରରେ ସାଇକ୍ଲୋଥନ

ଭୁବନେଶ୍ବର, ୨୭ା୧୨ (ଓଡିଶା ଭାସ୍କର) : ବିଏମସି ଓ ସ୍ମାର୍ଟ ସିଟି ପକ୍ଷରୁ ଆୟୋଜିତ ହୋଇଯାଇଛି ଭୁବନେଶ୍ବରରେ ସାଇକ୍ଲୋଥନ । ଫିଟ ଇଣ୍ଡିଆ ମୁଭମେଣ୍ଟର ଏକ ଅଂଶବିଶେଷ ଭାବେ ଏହି ସାଇକ୍ଲୋଥନ ଆୟୋଜନ କରାଯଇଅଥିଲା ।
ଶିଶୁଭବନ ଛକରେ ପତାକା ଦେଖାଇ ସାଇକ୍ଲୋଥନର ଶୁଭାରମ୍ଭ କରିଥିଲେ ବିଏମସି କମିଶନର । ସାଇକ୍ଲୋଥନରେ ସାମିଲ ଅର୍ଜୁନ ପୁରସ୍କାରପ୍ରାପ୍ତ ସାଇକେଲିଷ୍ଟ ମିନତୀ ମହାପାତ୍ର ସାମିଲ ହୋଇଥିଲେ ।

Get real time updates directly on you device, subscribe now.