fbpx

ହାଇକୋର୍ଟରେ ACF ସୌମ୍ୟ ମୃତ୍ୟୁ ମାମଲା: ଦ୍ୱାରସ୍ଥ ହେଲେ ପତ୍ନୀ ବିଦ୍ୟା, DFO ସଂଗ୍ରାମ

କଟକ: ପୁଣି ହାଇକୋର୍ଟରେ ପହଞ୍ଚିଛି ଏସିଏଫ ସୌମ୍ୟ ମର୍ଡର କେସ୍ । ନିମ୍ନ ଅଦାଲତଙ୍କ ଶୁଣାଣିକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପତ୍ନୀ ବିଦ୍ୟା ଭାରତୀ ଏବଂ ପାରଳାଖେମୁଣ୍ଡିର ତତ୍କାଳୀନ ଡିଏଫଓ ସଂଗ୍ରାମ ବେହେରା । ଅଲଗା ଅଲଗା ଭାବରେ ଏ ଦୁହେଁ ହାଇକୋର୍ଟରରେ ଦ୍ୱାରସ୍ଥ ହୋଇଛନ୍ତି । ତେବେ ଏହିଉଭୟ ମାମଲାରେ ରାଜ୍ୟ ସରକାର ଏବଂ ସୌମ୍ୟଙ୍କ ବାପା ପକ୍ଷଭୁକ୍ତ ଥିବା ଜାଣିବାକୁ ମିଳିଛି ।

Get real time updates directly on you device, subscribe now.