fbpx

ମାଛ ଧରିବା ପାଇଁ ପକ୍ଷୀଙ୍କ ଏଭଳି ଅନ୍ଦାଜ୍ କେବେ ଦେଖିନଥିବେ, ଦେଖନ୍ତୁ ଚକିତ କରିଦେବାଭଳି ନଜାରା

ସୋସିଆଲ ମିଡିଆରେ ପଶୁ ପକ୍ଷୀଙ୍କ ମଜାଦାର ହରକତର ଭିଡିଓ ଦେଖିବାକୁ ଖୁବ୍ ପସନ୍ଦ କରିଥାନ୍ତି ଲୋକେ । ଅନେକ ସମୟରେ ଏଭଳି ଭିଡିଓ ଭାଇରାଲ ମଧ୍ୟ ହୋଇଥାଏ । ନିକଟରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ ।

ମାଛ ଶିକାର କରୁଥିବା ପକ୍ଷୀମାନେ ସାଧାରଣତଃ ମାଛ ଧରିବା ପାଇଁ ପାଣି ଉପରେ ଉଡ଼ୁଥାନ୍ତି ଏବଂ ପାଣିରେ ମାଛ ଯେମିତି ଉପରକୁ ଆସେ ତାଙ୍କୁ ସଙ୍ଗେ ସଙ୍ଗେ ବୁଡ଼ା ମାରି ଧରିନେଇଥାନ୍ତି । କିନ୍ତୁ ଆଜି ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ, କାରଣ ଏଠାରେ ମାଛ ଧରିବା ପାଇଁ ଏହି ପକ୍ଷୀମାନେ ସିଧା ପାଣିରେ ପଶୁଛନ୍ତି । ସତେ ଯେମିତି ବର୍ଷା ହେଉଛି । ପକ୍ଷୀମାନେ ନଦୀରେ ପୂରା ବର୍ଷାର ବଡ଼ ବଡ଼ ବୁନ୍ଦା ଭଳି ବର୍ଷୁଛନ୍ତି । ଆଉ ପାଣି ଭିତରକୁ ପଶି ଶିକାର କରୁଛନ୍ତି । ଆପଣ ଏଭଳି ଘଟଣା କେବେ ଦେଖିନଥିବେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.