fbpx

ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା କୋରୋନା ପଜିଟିଭ୍

ନୂଆଦିଲ୍ଲୀ,13/12: ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା କୋରୋନା ପଜିଟିଭ୍‌ ଚିହ୍ନଟ । କୋରୋନା ଆକ୍ରାନ୍ତ ହୋଇଥିବା ନେଇ ଟ୍ବିଟ୍‌ କଲେ ନଡ୍ଡା । ଗତ କିଛି ଦିନରେ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସତର୍କ ରହିବାକୁ ପରାମର୍ଶ ।

Get real time updates directly on you device, subscribe now.