fbpx

ପୁଣି ଗାଈ ପାଟିରେ ଫୁଟିଲା ବୋମା

ଗଞ୍ଜାମ,୬ ।୧(ଓଡିଶା ଭାସ୍କର): ଗଞ୍ଜାମ ଜିଲ୍ଲାରେ ପୁଣି ଗାଈ ପାଟିରେ ଫୁଟିଛି ବୋମା । ଗଞ୍ଜାମ କୁକୁଡାଖଣ୍ଡିରେ ଘଟିଛି ଏହି ଅଘଟଣ । ସୂଚନା ମୁତାବକ, ଗାଈଟି ବିଲରେ ଚରୁଥିବା ବେଳେ ଅଜାଣତରେ ବୋମାଟିକୁ ଖାଇଦେଇଥିଲା । ପାଟିରେ ବୋମାଟି ଫୁଟିବାରୁ ଗାଈର ଅବସ୍ଥାର ଗୁରୁତର ରହିଛି । ଗାଈଟିକୁ ବର୍ତ୍ତମାନ ସମୟରେ ଚିକିତ୍ସା କରାଯାଉଛି । ସେହିପରି ଗତକାଲି ଖଲିକୋଟ ଅଞ୍ଚଳରେ ମଧ୍ୟ ବୋମା ଚୋବାଇ ଗୋଟିଏ ଗାଈ ଗୁରୁତର ହୋଇଥିଲା । ତେବେ ବାରହା ଶିକାର ପାଇଁ ବୋମା ବିଛାଯାଇଥିବା ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.