fbpx

BIG BREAKING: ରାସ୍ତାରେ ଓଲଟି ପଡିିଲା ଯାତ୍ରିବାହୀ ବସ୍‌, ଦୁର୍ଘଟଣାରେ ୩୦ ଜଣ ଯାତ୍ରୀ ..

ଭୁବନେଶ୍ୱର: ରାଉରକେଲାରେ ଏବେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛିି । ଏଠାରେ ବସ୍ ଓଲଟି ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବ୍ରାହ୍ମଣୀତରଙ୍ଗ ଥାନା କଲୁଙ୍ଗା ନିକଟରେ ଘଟିଛି ଏହି ଦୁର୍ଘଟଣା ।

ବସ୍‌ଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ରାଉରକେଲାରୁ ପ୍ରାୟ ୩୫ ଜଣ ଯାତ୍ରୀଙ୍କୁ ନେଇ କୁସୁମୀ ଯାଉଥିଲା ଏହି ବସ୍ ।

Get real time updates directly on you device, subscribe now.