ଚାରି ରାଜ୍ୟର ୫ ବିଧାନସଭା ଆସନ ପାଇଁ ଉପନିର୍ବାଚନର ଘୋଷଣା, ଜାଣନ୍ତୁ ଡିଟେଲ୍ସ
ଚାରୋଟି ରାଜ୍ୟର ୫ ବିଧାନସଭା ଆସନ ପାଇଁ ହେବ ଉପନିର୍ବାଚନ
ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଚାରୋଟି ରାଜ୍ୟର ପାଞ୍ଚଟି ବିଧାନସଭା ସିଟ ପାଇଁ ତାରିଖ ଘୋଷଣା କରିଛି। ସୂଚନା ମୁତାବକ, ୪ଟି ରାଜ୍ୟର ପାଞ୍ଚଟି ସିଟରେ ୧୯ ଜୁନରେ ହେବ ଉପନିର୍ବାଚନ। ସେହିପରି ଏହାର ଫଳାଫଳ ୨୩ ଜୁନରେ ପ୍ରକାଶ ପାଇବ।
ନିର୍ବାଚନ ଆୟୋଗ ଗୁଜରାଟ, କେରଳ, ପଞ୍ଜାବ ଏବଂ ପଶ୍ଚିମ ବଙ୍ଗର ୫ଟି ବିଧାବସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନର ତାରିଖର ଘୋଷଣା କରିଛି। ସମସ୍ତ ସିଟରେ ୧୯ ଜୁନରେ ଭୋଟ ହେବ। ଭୋଟଗଣନା ୨୩ ଜୁନରେ ହେବ।
The Election Commission of India announces the schedule for Bye-election to 5 Assembly Constituencies of Gujarat, Kerala, Punjab and West Bengal.
Date of Poll- 19th June
Date of Counting of Votes- 23rd June pic.twitter.com/A06DBntAkN— ANI (@ANI) May 25, 2025