fbpx

ଏଣିକି ରାତି ୧୦ଟା ଯାଏଁ ପ୍ରଚାର: ୫ ରାଜ୍ୟର ବିଧାନସଭା ନିର୍ବାଚନ ରାଲି କୋହଳ କଲେ ଭାରତୀୟ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ୫ ରାଜ୍ୟରେ ନିର୍ବାଚନ ପ୍ରଚାର ପାଇଁ ଭାରତୀୟ ନିର୍ବାଚନ ଆୟୋଗ ନୂଆ ଗାଇଡଲାଇନ । ନିର୍ବାଚନୀ ପ୍ରଚାରରେ କୋହଳ ନେଇ ଜାରି ହେଲା ଗାଇଡଲାଇନ । ୫ ରାଜ୍ୟ ପଞ୍ଜାବ, ଗୋଆ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ରାଜ୍ୟରେ ପ୍ରଚାର କଟକଣା କୋହଳ କଲେ ଭାରତୀୟ ନିର୍ବାଚନ କମିଶନ । ପ୍ରଚାର ସମୟ ଆଉ ୨ ଘଣ୍ଟା ବୃଦ୍ଧି ପାଇଁ ନିର୍ବାଚନ କମିଶନଙ୍କ ଅନୁମତି । ଏଣିକି ସକାଳ ୬ଟାରୁ ରାତି ୧୦ ଟା ଯାଏ ହୋଇପାରିବ ନିର୍ବାଚନ ପ୍ରଚାର । ଖୋଲା ସ୍ଥାନରେ ୫୦ ପ୍ରତିଶତ କ୍ଷମତାରେ ସଭାକୁ ଅନୁମତି ।

Get real time updates directly on you device, subscribe now.