ଚାକିରି ପାଇଁ ଆସି ଶବ ହୋଇ ଫେରିଲେ, ହୋମଗାର୍ଡ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ

ଖୋର୍ଦ୍ଧା: ହୋମାଗାର୍ଡ ପରୀକ୍ଷା ପାଇଁ ଆସିଥିବା ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ଖୋର୍ଦ୍ଧା ତରତୁଆ ରିଜର୍ଭ ପଡ଼ିଆରେ ଶରୀରିକ ପରୀକ୍ଷା ସମୟରେ ଅସୁସ୍ଥ ହୋଇପଡ଼ିଥିଲେ ଯୁବକ ।

ଦୌଡ଼ୁଥିବାବେଳେ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ ପରୀକ୍ଷାର୍ଥୀ । ଅଚେତ ଅବସ୍ଥାରେ ପରୀକ୍ଷାର୍ଥୀଙ୍କୁ ଭୁବନେଶ୍ୱର ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।