Browsing Category

ବାଣିଜ୍ୟ

୧୦ ଗ୍ରାମ ପ୍ରତି ୪୫୦୦ଟଙ୍କା ବଢିଗଲା ସୁନା ଦର, ବିଶେଷଜ୍ଞ କହିଲେ କେବେ ଛୁଇଁବ ୧ ଲକ୍ଷ

ନୂଆଦିଲ୍ଲୀ: ବିବାହ ଋତୁ ଆରମ୍ଭ ହେବା ପୂର୍ବରୁ ସୁନା ଦର ଦ୍ରୁତ ଗତିରେ ବଢିବାରେ ଲାଗିଛି । ସୁନା ଦର ବୁଲିଅନ୍ ବଜାରରେ ସୁନା ଦର ଦ୍ରୁତ ଗତିରେ ବଢିବାରେ ଲାଗିଛି । ମାତ୍ର ୭ ଦିନ ଭିତରେ ସୁନା ୪୫୮୦ ଟଙ୍କା ମହଙ୍ଗା…

DMRC ମାମଲାରେ ଅନୀଲ ଅମ୍ବାନୀଙ୍କୁ ଲାଗିଲା ଝଟକା, ୨୦ ପ୍ରତିଶତ କମିଲା ରିଲାଏନ୍ସ ଇନଫ୍ରାଷ୍ଟ୍ରକଚରର ଷ୍ଟକ

ନୂଆଦିଲ୍ଲୀ: ଏଡିଏଜି ଗ୍ରୁପର ଚେୟାରମ୍ୟାନ ଅନୀଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚରକୁ ଝଟକା ଲାଗିଛି । ସୁପ୍ରିମକୋର୍ଟ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନକୁ ଆଶ୍ୱସ୍ତି ଦେଇ କହିଛନ୍ତି ଯେ, ଅନୀଲ…

୭୧ ହଜାର ୫୦୦ ଟଙ୍କା ଅତିକ୍ରମ କଲା ସୁନା, ୮୩ ହଜାର ପାଖରେ ପହଁଞ୍ଚିଲା ରୂପା

ନୂଆଦିଲ୍ଲୀ: ଭାରତରେ ସୁନା-ରୂପା ମୁଲ୍ୟ ବଢିବାରେ ଲାଗିଛି । ଯେଉଁଠାରେ ସୁନା ୭୧,୫୦୦ ଟଙ୍କା ରେକର୍ଡକୁ ଭାଙ୍ଗିଛି, ସେହିଭଳି ରୂପାର ମୂଲ୍ୟରେ ୪୦୦ ଟଙ୍କା ବଢିବା ଦେଖାଦେଇଛି । ରୂପା ମୂଲ୍ୟ ୮୩ ହଜାର ଟଙ୍କା ପାଖାପାଖି…

Night Duty-Over Duty ପାଇଁ ବଢିଲା ଦରମା: ସରକାର ଦେଲେ ବଡ଼ ଉପହାର

ନୂଆଦିଲ୍ଲୀ: ମହଙ୍ଗା ଭତ୍ତା ବୃଦ୍ଧି ପରେ କର୍ମଚାରୀ ମାନଙ୍କ ପାଇଁ ଆଉ ଏକ ଉପହାର ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ସରକାରଙ୍କ ତରଫରୁ ଆଉ ୬ଟି ପ୍ରମୁଖ ଭତ୍ତା ବୃଦ୍ଧି…

ଅମୃତ କଳଶ ଯୋଜନାରେ ନିବେଶର ବଢ଼ିଲା ଲାଷ୍ଟ ଡେଟ୍: ବହୁତ ଲାଭଦାୟକ ଏହି ଯୋଜନା, ଜାଣନ୍ତୁ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ସ୍ୱତନ୍ତ୍ର ନିବେଶ ଯୋଜନା ଏଫଡି ଯୋଜନାରେ ନିବେଶ କରୁଥିବା ଲୋକଙ୍କ ପାଇଁ ରହିଛି ଏକ ଖୁସି ଖବର । ବର୍ତ୍ତମାନ ଅମୃତ କଳଶ ଯୋଜନାରେ ନିବେଶ ପାଇଁ ଶେଷ ତାରିଖ…

କ୍ରେଡିଟ୍ ସ୍କୋର ଠିକ୍ ଅଛି…ତଥାପି ବ୍ୟାଙ୍କ reject କରିଥାଏ ଋଣ ଆବେଦନ, ଜାଣନ୍ତୁ କାରଣ

ଓଡ଼ିଶା ଭାସ୍କର: ସାଧାରଣଃ ଲୋକମାନେ ବୃତ୍ତିଗତ କିମ୍ବା ବ୍ୟକ୍ତିଗତ କାରଣ ପାଇଁ ବ୍ୟାଙ୍କରୁ ଋଣ ନେଇଥାନ୍ତି । ଅଧିକାଂଶ ସମୟରେ ନିର୍ଦ୍ଦିଷ୍ଟ ବ୍ୟାଙ୍କ ପକ୍ଷରୁ ଋଣ ନେବା ପାଇଁ ବିଭିନ୍ନ ଅଫର ପାଇଁ ବ୍ୟକ୍ତିଙ୍କ ନିକଟକୁ…

ଏପ୍ରିଲ ୮ରୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ଆକାଉଣ୍ଟରୁ ଅର୍ଥ ଉଠାଣରେ ଲାଗିଲା ରୋକ: ଗୋଟିଏ ବ୍ୟାଙ୍କ ଉପରେ ଆରବିଆଇର କଟକଣା

ନୂଆଦିଲ୍ଲୀ: ଅନେକ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ କିଛି ବ୍ୟାଙ୍କ ଉପରେ ଜରିମାନା ଲାଗୁ କରାଯିବା ସହିତ ଆଉ କିଛି ବ୍ୟାଙ୍କର ଲାଇସେନ୍ସ ମଧ୍ୟ ରଦ୍ଦ କରି ଦିଆଯାଇଥାଏ । ବ୍ୟାଙ୍କିଂ ନିୟମ ଅବମାନନା ଓ…

ଆଜି ଏହି ରାଜ୍ୟରେ ବନ୍ଦ ରହିବ ବ୍ୟାଙ୍କ, ଚେକ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ଉଗାଡି ଏବଂ ଗୁଡି ପାଡୱା ର ପର୍ବ ଦେଶର ବିଭିନ୍ନ ସ୍ଥାନରେ ଉତ୍ସାହର ସହ ପାଳନ କରାଯାଉଛି । ଏହି ଦିନ ଦେଶର ଅନେକ ରାଜ୍ୟରେ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଏହା ବ୍ୟତୀତ…

Apple Awas Yojna? ଏଣିକି କର୍ମଚାରୀଙ୍କ ପାଇଁ ଆବାସ ସୁବିଧା ଯୋଗାଇବ ଆପଲ୍ ଇକୋସିଷ୍ଟମ୍: ଚାକିରି ପରେ ଘର ଦେବ କମ୍ପାନୀ…

ନୂଆଦିଲ୍ଲୀ: ଆପଲର ଇକୋସିଷ୍ଟମ କର୍ମଚାରୀମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇବାକୁ ପ୍ରୟାସ ଜାରି ରଖିଛି । ଦେଢ ଲକ୍ଷ ସିଧାସଳଖ ଚାକିରି ଯୋଗାଇଦେବା ପାଇଁ ବର୍ତ୍ତମାନ ସେମାନଙ୍କୁ ଆଉ ଏକ ସୁବିଧା ଯୋଗାଇବାକୁ…

Whatsappର ଛୁଟି କରାଇପାରେ Googleର ନୂଆ ମେସେଜିଂ ଆପ୍: ବିନା ଇଣ୍ଟରନେଟରେ ଚାଲିବ ଧଡ଼ାଧଡ଼

ନୂଆଦିଲ୍ଲୀ: ମେସେଜିଂ ପାଇଁ ହ୍ୱାଟ୍ସଆପ୍ ସର୍ବାଧିକ ବ୍ୟବହୃତ ହେଉଛି । କିନ୍ତୁ ଏହି ଆପ୍ ଇଣ୍ଟରନେଟ୍ ବିନା ଚାଲିବ ନାହିଁ । ଯଦି ଆପଣ ଏପରି ଏକ ଅଞ୍ଚଳରେ ରୁହନ୍ତି ଯେଉଁଠାରେ ଇଣ୍ଟରନେଟ୍ କାମ ନକରେ, ତେବେ ଆପଣ ସେଠାରେ…