Browsing Category
ବାଣିଜ୍ୟ
ଆମାଜନରେ ମହଙ୍ଗା ହେବ ଶପିଂ, ଏହି ତାରିଖରୁ ବୃଦ୍ଧି ପାଇବ ଉତ୍ପାଦର ମୂଲ୍ୟ
ନୂଆଦିଲ୍ଲୀ: ଆପଣ ଯଦି ଅନଲାଇନ୍ ଶପିଂ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଚିନ୍ତାର ବିଷୟ । ବିଶିଷ୍ଟ ଇ-କମର୍ସ କମ୍ପାନର ଆମାଜନ୍(Amazon)ରେ ବର୍ତ୍ତମାନ ଶସ୍ତାରେ ଜିନିଷ ମିଳିବା କଷ୍ଟକର ହେବ । ଏହାର କାରଣ…
ଅର୍ଥନୀତିକୁ ଏକଜୁଟ କରିବ ବୁଲେଟ୍ ଟ୍ରେନ୍; ସାମ୍ନାକୁ ଆସିଲା ଏହି ଅପଡେଟ୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ୍ରିମ୍ ପ୍ରୋଜେକ୍ଟ ବୁଲେଟ୍ ଟ୍ରେନ୍ ଗତ ୧୦ ବର୍ଷ ଧରି ନିରନ୍ତର ଚର୍ଚ୍ଚାରେ ରହିଛି। ଚାଇନା-ଜାପାନ ସମେତ ଅନେକ ଦେଶରେ ସୁପରଫାଷ୍ଟ ବୁଲେଟ୍ ଟ୍ରେନ୍ ଚଳାଚଳ କରୁଛି।…
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏଣିକି ଗ୍ରାହକଙ୍କ ପାଇଁ ବୀମା ପଲିସୀ କ୍ରୟ-ସେଟଲମେଣ୍ଟ ପ୍ରକ୍ରିୟା ସହଜ ହେବ
ନୂଆଦିଲ୍ଲୀ: ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ପକ୍ଷରୁ ବୀମା ସୁଗମ ପୋର୍ଟାଲକୁ ମଞ୍ଜୁରୀ ଦିଆଯାଇଛି । ଆଇଆରଡିଏଆଇର ଏହି ନିଷ୍ପତ୍ତି ପରେ ଏଣିକି ଗ୍ରାହକଙ୍କ ପାଇଁ ବୀମା ପଲିସୀ କ୍ରୟ ଠାରୁ…
ଇତିହାସ ରଚିଲା ଅମୂଲ ବ୍ରାଣ୍ଡ: ପ୍ରଥମ ଭାରତୀୟ ଡେୟରୀ କମ୍ପାନୀ ଭାବେ ଆମେରିକାରେ ଲଞ୍ଚ କରିବ ନିଜର ପ୍ରଡକ୍ଟ
ନୂଆଦିଲ୍ଲୀ: ଦେଶର ସର୍ବବୃହତ ଡେୟରୀ ବ୍ରାଣ୍ଡ ଅମୂଲ ଏକ ନୂଆ ଇତିହାସ ରଚିଛି । ଏହି ବ୍ରାଣ୍ଡର ମାଲିକ ଗୁଜରାଟ କୋ-ଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ ଏବେ ଆମେରିକାରେ ନିଜର ପ୍ରଡକ୍ଟ ଲଞ୍ଚ କରିବାକୁ ଯାଉଛି ।…
ବୀମା କମ୍ପାନୀ ପାଇଁ ଶୀଘ୍ର ଲାଗୁ ହେବ UPI ଭଳି ସିଷ୍ଟମ, ଅନୁମୋଦନ ଦେଲା IRDAI, ଜାଣନ୍ତୁ କ’ଣ ହେବ ଫାଇଦା ?
ଓଡ଼ିଶା ଭାସ୍କର: ବୀମା(Insurance) କମ୍ପାନୀ ପାଇଁ ଖୁସି ଖବର । ବର୍ତ୍ତମାନ ଏହି ସେକ୍ଟରରେ ଶୀଘ୍ର UPI ଭଳି ସିଷ୍ଟମ ଲାଗୁ ହେବ । ଏଥିପାଇଁ IRDAI ପକ୍ଷରୁ ମଞ୍ଜୁରୀ ମିଳିଯାଇଛି । ପୂର୍ବରୁ ବୀମା କରାଇବା ପାଇଁ…
ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କିଙ୍ଗ କାର୍ଯ୍ୟ ପାଇଁ ଦେଖନ୍ତୁ ଲିଷ୍ଟ
ନୂଆଦିଲ୍ଲୀ: ଆସନ୍ତା ମାସ ଅର୍ଥାତ ଏପ୍ରିଲ ମାସରେ ଅନେକ ଦିନ ଛୁଟି ରହିବ । ଏପ୍ରିଲ ମାସରେ ୨୦୨୪ରେ ଭିନ୍ନ ଭିନ୍ନ ଜୋନରେ ସମୁଦାୟ ୧୪ ଦିନ ବ୍ୟାଙ୍କ ଛୁଟି ରହିବ । ଏମିତିରେ ବି ବ୍ୟାଙ୍କିଙ୍ଗର ଅଧା କାମ ଅନଲାଇନ…
ଖୁସି ଖବର: ଓଡ଼ିଶାରେ ହ୍ରାସ ପାଇଲା ସୁନା ଓ ରୂପା ଦର, କିଣିବାକୁ ମନ ବଳାଇଥିଲେ ଆଜି ହିଁ ସୁନା କିଣନ୍ତୁ
Gold Rate Today: ଦେଶରେ ଏବେ ବିବାହ ସିଜିନ୍ ଚାଲିଛି। ଆଉ ଏହି ବିବାହ ସିଜିନରେ ସୁନା ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢାଇ ଦେଇଥିଲା। କିନ୍ତୁ ସପ୍ତାହ ଶେଷ ବେଳକୁ ଅର୍ଥାତ ଆଜି ଗ୍ରାହକମାନଙ୍କୁ ସୁନା ଦର ସାମାନ୍ୟ…
ଏୟାର ଇଣ୍ଡିଆ ଉପରେ ଲାଗିଲା ଲକ୍ଷ ଲକ୍ଷ ଟଙ୍କାର ଜରିମାନା, ଏହି କାରଣରୁ ଡିଜିସିଏ ନେଲେ ଆକ୍ସନ
ନୂଆଦିଲ୍ଲୀ: ଟାଟା ଗ୍ରୁପର ଏୟାର ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ଏହା ଉପରେ ବିମାନ ସେକ୍ଟରର ନିୟାମକ ଡିଜିସିଏ ଫ୍ଲାଇଟ ଡ୍ୟୁଟୀ ଟାଇମିଙ୍ଗ ଏବଂ କ୍ରୁ ମେମ୍ବରଙ୍କ ଥକ୍କାପଣ ରୋକିବା ଲାଗି ପ୍ରସ୍ତୁତ ନିୟମକୁ ଉଲ୍ଲଘଂନ…
ସ୍ୱିଜରଲ୍ୟାଣ୍ଡରୁ ଆସିଲା ଖୁସି ଖବର: ଟପରେ ପହଞ୍ଚିବା ପରେ ଏତେ ହ୍ରାସ ପାଇଲା ସୁନା ମୂଲ୍ୟ
ନୂଆଦିଲ୍ଲୀ: ନିଜର ଅଲ ଟାଇମ୍ ହାଇ ଲେବଲରେ ପହଞ୍ଚିବା ପରେ ଅନ୍ତର୍ଜାତୀୟ ବଜାରରେ ଏପଟସେପଟ ହେତୁ ସୁନା ଓ ରୂପା ମୂଲ୍ୟ ପୁଣି ଥରେ ହ୍ରାସ ପାଇଛି । ଆମେରିକା ଏବଂ ସ୍ୱିଜରଲ୍ୟାଣ୍ଡର ଏକ ଭଲ ଖବର ମଧ୍ୟ ହୋଲିର ରଙ୍ଗ ପରି…
SBI ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର! ଏହି ଦିନ ବନ୍ଦ ରହିବ ୟୋନୋ ସହ ଏହି ସବୁ ସେବା
ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ର ଅନେକ ଡିଜିଟାଲ ଚ୍ୟାନେଲ ନିର୍ଦ୍ଧାରିତ କାର୍ଯ୍ୟକଳାପ ଯୋଗୁଁ କିଛି ସମୟ ପାଇଁ ଗ୍ରାହକଙ୍କ ପାଇଁ ବନ୍ଦ ରହିବ । ଏସବିଆଇର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, ୟୋନୋ…