Browsing Category
ବାଣିଜ୍ୟ
ହୋଲି ପୂର୍ବରୁ ଯୋଗୀ ସରକାରଙ୍କ ଉପହାର, ୪%ର ବୃଦ୍ଧି ହେଲା DA, ୧୮ ଲକ୍ଷ କର୍ମଚାରୀଙ୍କୁ ମିଳିବ ଲାଭ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟ କର୍ମଚାରୀ ଏବଂ ପେନସନଧାରୀଙ୍କ ପାଇଁ ହୋଲି ପୂର୍ବରୁ ବଡ଼ ଉପହାର ଦେଇଛନ୍ତି । ବର୍ତ୍ତମାନ ରାଜ୍ୟର କର୍ମଚାରୀ ଏବଂ ପେନସନଧାରୀଙ୍କ DAରେ ୪%ର ବୃଦ୍ଧି…
ଖୁସି ଖବର; ଆଜି ଚାଷୀଙ୍କ ଆକାଉଣ୍ଟକୁ ଆସିବ କାଳିଆ ଟଙ୍କା: ପ୍ରତ୍ୟେକ ଜିଲ୍ଲାରେ ଖୋଲିବ ‘କାଳିଆ କେନ୍ଦ୍ର’
ଭୁବନେଶ୍ୱର: ଆଜି ରାଜ୍ୟର ଚାଷୀମାନଙ୍କୁ ମିଳିବ କାଳିଆ ଯୋଜନାର ପରବର୍ତ୍ତୀ କିସ୍ତି । ଏହି ଯୋଜନା ଅଧୀନରେ ୯୩୩ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ଯୋଗାଇଦେବେ ରାଜ୍ୟ ସରକାର । ପ୍ରାୟ ୪୬ ଲକ୍ଷରୁ ଅଧିକ କ୍ଷୁଦ୍ର ଏବଂ…
JIO ଦେଉଛି ଦମଦାର ଅଫର, ତୁରନ୍ତ ରିଚାର୍ଜ କରି ଉଠାନ୍ତୁ ଏହାର ଫାଇଦା
Reliance Plan: ଦେଶର ନଂ୧ ଟେଲିକମ୍ କମ୍ପାନୀ ହେଉଛି ରିଲାଏନ୍ସ ଜିଓ । ଯାହାର ୪୬ କୋଟିରୁ ଅଧିକ ୟୁଜରବେସ୍ ରହିଛି । ତେବେ ଜିଓ ପକ୍ଷରୁ ଲଗାତର ପ୍ରଦାନ କରାଯାଉଥିବା ଶସ୍ତା ଓ ଫାଇଦାବାଲା ପ୍ଲାନ କାରଣରୁ ଏହାର…
ଭାରତ-EFTA ମଧ୍ୟରେ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ: ୧୫ ବର୍ଷ ମଧ୍ୟରେ ନିବେଶ ହେବ ୧୦୦ ବିଲିୟନ ଡଲାର, ସୃଷ୍ଟି ହେବ ୧୦ ଲକ୍ଷ ଚାକିରି
ନୂଆଦିଲ୍ଲୀ: ଭାରତ ଓ ଚାରି ରାଷ୍ଟ୍ରର ୟୁରୋପିଆନ ଫ୍ରି ଟ୍ରେଡ ଆସୋସିଏସନ (ଏଫଟା) ମଧ୍ୟରେ ଆର୍ଥିକ କ୍ଷେତ୍ରରେ ଏକ ବଡ଼ ବୁଝାମଣା ସ୍ୱାକ୍ଷର କରାଯାଇଛି । ଏଫଟାରେ ସାମିଲ ଥିବା ଆଇସିଲାଣ୍ଡ, ଲିଚେନଷ୍ଟେନ, ନରୱେ ଓ…
ମାର୍ଚ୍ଚରେ ହିଁ ସରୁଛି ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ କାମର ଡେଡ୍ଲାଇନ୍, ସମୟ ପୂର୍ବରୁ ନ ସାରିଲେ ବଢିଯିବ ସମସ୍ୟା
ନୂଆଦିଲ୍ଲୀ: ମାର୍ଚ୍ଚରେ ଶେଷ ହେବାକୁ ଯାଉଛି କେତେକ ଗୁରୁତ୍ୱପୂର୍ଣ୍ଣ କାମର ସମୟସୀମା । ଏଇ ଯେପରି ଆଧାର କାର୍ଡ ଅପଡେଟ୍, ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ସମୟସୀମା ଇତ୍ୟାଦି । ତେଣୁ ଆପଣ ଯଦି ଏହି ସମୟ ମଧ୍ୟରେ…
(Video) ଆମେ ମହିଳାଙ୍କୁ ‘ଲକ୍ଷପତି ଦିଦି’ କରିବାକୁ ସଂକଳ୍ପ ନେଇଛୁ: Mahatari Vandan Yojana ର ପ୍ରଥମ କିସ୍ତି ଜାରି କଲେ PM ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଛଡିଶଗଡ଼ ମହିଳାମାନଙ୍କୁ ଏକ ବଡ଼ ଉପହାର ପ୍ରଦାନ କରିଛନ୍ତି । ସେ ମହତାରୀ ବନ୍ଦନା ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଥିସହ ଏହି ଯୋଜନାର ପ୍ରଥମ କିସ୍ତି ଜାରି…
ଟ୍ରେନ ଟିକେଟରେ ଏହି ଲୋକଙ୍କୁ ମିଳୁଛି ୫୦ ପ୍ରତିଶତ ରିହାତି, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଅଳ୍ପ ବଜେଟରେ ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ଲୋକମାନେ ବିମାନ ବଦଳରେ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତୀୟ ରେଳବାଇରେ ପ୍ରାୟ ୨.୫ କୋଟି ଯାତ୍ରୀ ପ୍ରତିଦିନ ଯାତ୍ରା କରୁଛନ୍ତି। ଯାହା…
SBIର ଜବରଦସ୍ତ ସ୍କିମ୍, ମିଳିବ ୭.୫୦ ପ୍ରତିଶତ ସୁଧ: ନିବେଶ ପାଇଁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସୁଯୋଗ
ନୂଆଦିଲ୍ଲୀ: ଯଦି ଆପଣ ଜଣେ ବରିଷ୍ଠ ନାଗରିକ ଏବଂ ଫିକ୍ସଡ୍ ଡିପୋଜିଟ୍ (ଏଫଡି) ରେ ନିବେଶ କରି ଭଲ ରିଟର୍ଣ୍ଣ ପାଇବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଲାଭଦାୟକ । ତେବେ ବରିଷ୍ଠ ନାଗରିକଙ୍କ ପାଇଁ ଷ୍ଟେଟ୍…
ଫୋନ୍ରେ ଦେଖିବାକୁ ମିଳୁଛି କି ଏହି ସାଇନ୍, ତୁରନ୍ତ ନୂଆ ଫୋନ୍ କିଣନ୍ତୁ
ଓଡ଼ିଶା ଭାସ୍କର: ଆପଣ କେତେବେଳେ ପୁରୁଣା ବଦଳରେ ଏକ ନୂଆ ସ୍ମାର୍ଟଫୋନ୍ କିଣିବା ଉଚିତ । କ’ଣ ଏଥିପାଇଁ ଆପଣଙ୍କୁ ନିଜ ଫୋନ୍ ଉପରେ କେବଳ ଧ୍ୟାନ ଦେବାକୁ ହେବ ।
ଯଦି ଆପଣଙ୍କ ଫୋନ୍ ବହୁତ ସ୍ଲୋ ହୋଇଯାଇଛି, ଆପଣଙ୍କୁ…
ଓଡ଼ିଶାରେ ଉପରମୁହାଁ ହୋଇ ଚାଲିଛି ସୁନା ଦର, ଚିନ୍ତାରେ ଗ୍ରାହକ: ଜାଣନ୍ତୁ, ଆଜିର ମୂଲ୍ୟ କେତେ
ଭୁବନେଶ୍ୱର: ଓଡ଼ିଶାରେ ଉପରମୁହାଁ ହୋଇ ଚାଲିଛି ସୁନା ଦର। ମାତ୍ର ଏକ ସପ୍ତାହ ମଧ୍ୟରେ ସୁନା ଦର ୩ ହଜାର ଟଙ୍କା ମହଙ୍ଗା ହେଲାଣି। ତେବେ ଗୋଟିଏ ପଟେ ବିବାହ ସିଜନ ଜାରି ରହିଥିବା ବେଳେ ଆଉ ଗୋଟିଏ ପଟେ ସୁନା ଦର ହୁ ହୁ…