Browsing Category
ବାଣିଜ୍ୟ
୫୧୦୦ ଟଙ୍କା ଶସ୍ତା ହୋଇଗଲା ସୁନା: ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ରହିଛି ରେଟ୍
ନୂଆଦିଲ୍ଲୀ: ସୁନା ଓ ରୂପା ମୂଲ୍ୟରେ ଆଜି ବଡ ହ୍ରାସ ଦେଖିବାକୁ ମିଳୁଛି । ଅକ୍ଟୋବର ମାସର ଭଲ ଶୁଭାରମ୍ଭ ହୋଇଛି । ସୁନା ଦର ଖୋଲିବା ମାତ୍ରେ ହ୍ରାସ ପାଇଛି । ସୁନାର ମୂଲ୍ୟ ୫୬୬୦୦ ଟଙ୍କା ହୋଇଛି । ଦୀର୍ଘ ସମୟ ପରେ…
Amazon-Flipkart ସେଲର ଲୋଭରେ ହୁଅନ୍ତୁ ନାହିଁ ଠକେଇର ଶିକାର: ଏପରି ରୁହନ୍ତୁ ସାବଧାନ୍
ପାର୍ବଣ ଋତୁ ଆସୁଛି ଏବଂ ଏହା ସହିତ ଇ-କମର୍ସ ପ୍ଲାଟଫର୍ମ ଆମାଜନ-ଫ୍ଲିପକାର୍ଟର ସେଲ୍ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ସମସ୍ତେ ଉତ୍ସାହର ସହିତ ଆଗାମୀ ସେଲକୁ ଅପେକ୍ଷା କରନ୍ତି, କାରଣ ଏହି ସେଲରେ ଦାମୀ ଜିନିଷ ମଧ୍ୟ କମ୍…
Google ଏବଂ HP ମିଳାଇଲେ ହାତ, ଭାରତରେ ଆରମ୍ଭ ହେଲା କ୍ରୋମବୁକର ପ୍ରଡକସନ
ନୂଆଦିଲ୍ଲୀ: ଦୁନିଆର ବଡ଼ କମ୍ପାନୀ ଗୁଗୁଲ ପିସି ମେକର ଏଚପି ସହ ମିଶି ଭାରତରେ କ୍ରୋମବୁକର ମାନ୍ୟୁଫ୍ୟାକ୍ଚରିଙ୍ଗ ଆରମ୍ଭ କରିଛି । ପର୍ସନାଲ କମ୍ପ୍ୟୁଟର ମାନ୍ୟୁଫ୍ୟାକ୍ଚର ସୋମବାର ଦିନ ଏହି ସୂଚନା ଦେଇଛନ୍ତି ।…
ସବୁ କାମ ଛାଡି ଭିଡିଓ ଗେମ ଖେଳୁଛନ୍ତି ଏଲନ ମସ୍କ, ଏବେ ଆପଣ ମଧ୍ୟ ‘X’ରେ କରିପାରିବେ ଲାଇଭ ଷ୍ଟ୍ରୀମ
ନୂଆଦିଲ୍ଲୀ: ବର୍ତ୍ତମାନ ଆପଣ Xରେ ଭିଡିଓ ଗେମ୍ ଲାଇଭ୍ ଷ୍ଟ୍ରିମ୍ କରିବାକୁ ସମର୍ଥ ହେବେ। ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଭିଡିଓ ଗେମର ଲାଇଭ୍ ଷ୍ଟ୍ରିମ୍ ପରୀକ୍ଷା କରାଯାଉଛି। କମ୍ପାନୀ ମାଲିକ ଏଲନ୍ ମସ୍କ ଏହା ବିଷୟରେ…
ଦେଶରେ କମୁଛି ବେକାରୀ ହାର, ଘରୋଇ ସର୍ଭେ ସଂସ୍ଥା ପକ୍ଷରୁ ରିପୋର୍ଟ
ନୂଆଦିଲ୍ଲୀ: ଦେଶରେ ବେକାରୀ ସଂଖ୍ୟା କମିବାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ପ୍ରୟାସ କରାଯାଉଛି । ତେବେ କ୍ରମାଗତ ଭବେ ଦେଶରେ ବେକାରୀ ସଂସ୍ଥା ବଢୁଥିବା ବେଳେ ଗତ ସେପ୍ଟେମ୍ବର ମାସରେ ଏହା ହ୍ରାସ ଘଟିବା…
ଗୁଗୁଲ ବନ୍ଦ କରିବାକୁ ଯାଉଛି Gmailର ଏହି ୧୦ ବର୍ଷର ପୁରୁଣା ଫିଚର, ଆସନ୍ତା ୨୦୨୪ ବର୍ଷରେ କରିପାରିବେନି ଆକ୍ସେସ
ନୂଆଦିଲ୍ଲୀ: ଗୁଗୁଲ ଏହାର ସେବାରେ ଅନ୍ୟ ଏକ ଫିଚର ହଟାଇବାକୁ ପ୍ରସ୍ତୁତ ହେଉଛି। ଜାନୁଆରୀ ୨୦୨୪ ରୁ Gmail ର HTML ଦୃଶ୍ୟ ବନ୍ଦ ହେବ ବୋଲି କମ୍ପାନୀ ଘୋଷଣା କରିଛି। Gmail ର ବେସିକ HTML ଦୃଶ୍ୟ ଉପଭୋକ୍ତାମାନଙ୍କୁ…
‘କାରପୁଲିଂ ଉପରେ ଲାଗିବନି ପ୍ରତିବନ୍ଧକ, କିନ୍ତୁ ଚଲାଇବା ପାଇଁ ନେବାକୁ ପଡ଼ିବ ଅନୁମତି’: ପରିବହନ ମନ୍ତ୍ରୀ
ବେଙ୍ଗାଳୁରୁ: 'କାର୍ ପୁଲିଂ' କୁ ନେଇ ରାଜ୍ୟରେ ଉପୁଜିଥିବା ବିବାଦ ଉପରେ ବୟାନ ଦେଇଛନ୍ତି କର୍ଣ୍ଣାଟକ ପରିବହନ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ। ଏସବୁ ଆପରେ ପ୍ରତିବନ୍ଧକ ଲଗାଇବା ନେଇ ସେ ଗଣମାଧ୍ୟମରେ ସ୍ପଷ୍ଟୀକରଣ…
ପେନସନ ସହ ଜଡିତ ସମସ୍ତ ଚିନ୍ତା ଦୂର କରିବ ଏହି ହେଲ୍ପଲାଇନ : ସ୍ୱାସ୍ଥ୍ୟ ଏବଂ ସାମାଜିକ କଲ୍ୟାଣ ଯୋଜନାର ମଧ୍ୟ ଦେବ ସୂଚନା
ନୂଆଦିଲ୍ଲୀ : ଦିଲ୍ଲୀର ରାମଲିଲା ମଇଦାନରେ ସରକାରୀ କର୍ମଚାରୀମାନେ ପୁରୁଣା ପେନସନ ପୁନରୁଦ୍ଧାର ଦାବିରେ ବିରୋଧ କରୁଛନ୍ତି। କର୍ମଚାରୀମାନେ ନୂତନ ପେନ୍ସନ୍ ସ୍କିମ୍ ବଦଳରେ ପୁରୁଣା ପେନସନର ସୁବିଧା ପାଇବାକୁ…
Today’s gold rate : ଅକ୍ଟୋବର ଆରମ୍ଭରୁ କମିଲା ସୁନା ଓ ରୁପାର ଦର, କିଣିବା ପୂର୍ବରୁ ନଜର ପକାନ୍ତୁ କେତେ ରହିଛି ମୂଲ୍ୟ
ଭୁବନେଶ୍ୱର : ପାର୍ବଣ ଋତୁରେ ଗ୍ରଅହକଙ୍କ ପାଇଁ ଆସିଛି ଖୁସି ଖବର! ଗତ କିଛି ଦିନ ହେବ ସୁନାର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଗତକାଲି ଅପେକ୍ଷା ଆଜି ସୁନାର ମୂଲ୍ୟ ଆହୁରି କମିଛି । ତେବେ…
ନବରାତ୍ରୀରେ ସରକାରୀ କର୍ମଚାରୀଙ୍କୁ ମିଳିପାରେ ବର୍ଦ୍ଧିତ ବେତନ: ଜାଣନ୍ତୁ DAରେ କେତେ ହେବ ବୃଦ୍ଧି
ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏହି ମାସରେ ବଡ ଖବର ଆସିପାରେ । କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଏହି ମାସରେ ଘୋଷଣା ହେବାର ସମ୍ଭାବନା ଅଛି । ଖବର ଅନୁଯାୟୀ, ନବରାତ୍ରୀ ଏବଂ ଦିୱାଲୀ ମଧ୍ୟରେ…