Browsing Category

ବାଣିଜ୍ୟ

ଘରେ ବସି କରିପାରିବେ ଆଧାର କାର୍ଡରେ ନୂଆ ମୋବାଇଲ ନମ୍ବର ଅପଡେଟ : ଜାଣନ୍ତୁ ଏହାର ପ୍ରକ୍ରିୟା

ନୂଆଦିଲ୍ଲୀ : ଆଧାର କାର୍ଡରେ ମୋବାଇଲ ନମ୍ବର ଅପଡେଟ କରିବାକୁ ହେଲେ ଡାକଘର କିମ୍ବା ସିଏସ୍ସି ସେଣ୍ଟରକୁ ଯିବାକୁ ପଡିଥାଏ, କିନ୍ତୁ ଏବେ ଏହି କାମ ଆପଣ ମାନେ ଘରେ ବସି ମଧ୍ୟ କରିପାରିବେ । ଆଧାର କାର୍ଡ ଏକ…

ଅକ୍ଟୋବର ମାସର ଆରମ୍ଭରୁ ମୋଦୀ ସରକାରଙ୍କ ଲାଗି ଆସିଲା ଭଲ ଖବର, ସେପ୍ଟେମ୍ବରରେ ଅଧିକ ୧୦ ପ୍ରତିଶତ ଜିଏସଟି ଆଦାୟ

ନୂଆଦିଲ୍ଲୀ: ଅକ୍ଟୋବର ମାସର ପ୍ରଥମ ତାରିଖରୁ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କ ଲାଗି ଆସିଛି ଭଲ ଖବର । ରବିବାର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସେପ୍ଟେମ୍ବର ୨୦୨୩ ମାସର ଜିଏସଟି ଆଦାୟ ସଂପର୍କିତ ତଥ୍ୟ ଜାରି…

ବିଦେଶରୁ ଟଙ୍କା ପଠାଇବା ହେବ ସହଜ : RBI ନେବାକୁ ଯାଉଛି ଏକ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)ର ଡେପୁଟି ଗଭର୍ଣ୍ଣର ଟି ରବି ଶଙ୍କର ଶୁକ୍ରବାର ଦିନ କହିଛନ୍ତି ଯେ, ଅନେକ ଦେଶ ସହିତ ନିରନ୍ତର ଆଲୋଚନା ଚାଲିଛି ଯାହା ଦ୍ୱାରା ବିଦେଶରୁ ସହଜରେ ଭାରତକୁ ଟଙ୍କା…

Sale! କମିଲା ନୂଆ ଲଞ୍ଚ ହୋଇଥିବା ଫୋନର ଦାମ, ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

ନୂଆଦିଲ୍ଲୀ : ନଥିଂ କମ୍ପାନୀ କିଛି ମାସ ପୂର୍ବରୁ ହିଁ ବଜାରକୁ Nothing Phone 2 ଲଞ୍ଚ କରିଛି । କମ୍ପାନୀ ଏହି ସ୍ମାର୍ଟ ଫୋନକୁ ୩ଷ୍ଟୋରେଜ ଭେରିଏଣ୍ଟରେ ଲଞ୍ଚ କରିଛି, ଯେଉଁଥିରେ ଗୋଟିଏ 8GB/12GB ଦ୍ୱିତୀୟଟି 12…

Whatsappରେ ହେବ ଏକ ବଡ ପରିବର୍ତ୍ତନ , ଏବେ ଯାଞ୍ଚ ହୋଇଥିବା ଚ୍ୟାନେଲଗୁଡିକ ପାଇଁ ସବୁଜ ବଦଳରେ ନୀଳ ଚେକମାର୍କ ଆଣିବାକୁ ଯୋଜନା

ନୂଆଦିଲ୍ଲୀ : Whatsapp ଆପ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ପରିବାର ସହିତ ହେଉ କିମ୍ବା ଅଫିସ କାମ ହେଉ, ଏହା ସବୁ ସ୍ଥାନରେ ଯୋଗାଯୋଗର ଏକ ସହଜ ମାଧ୍ୟମ ପାଲଟିଛି । ଉପଭୋକ୍ତାମାନଙ୍କ ଅଭିଜ୍ଞତାକୁ ଉନ୍ନତ…

ଦୀପାବଳି ପୂର୍ବରୁ ମୋଦୀ ସରକାରଙ୍କ ଉପହାର, ଏବେ RD କରିବା ଲୋକଙ୍କୁ ମିଳିବ ଫାଇଦା

ନୂଆଦିଲ୍ଲୀ : ପାର୍ବଣ ଋତୁରେ ଦେଶର ଲୋକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର । ନିବେଶ ପାଇଁ ଅଧିକ ଧ୍ୟାନ ଦେଉଥିବା ଲୋକଙ୍କ ପାଇଁ ଏହି ଖବରଟି ଅଧିକ ଗୁରୁତ୍ୱପୂର୍ଣ୍ଣ । ତେବେ ଯେଉଁମାନେ ଆରଡିରେ କାମ କରନ୍ତି ସେମାନଙ୍କୁ…

ବୃଦ୍ଧି ପାଇଲା ବାଣିଜ୍ୟିକ ଏଲପିଜି ଗ୍ୟାସ ମୂଲ୍ୟ, ଜାଣନ୍ତୁ ନୂତନ ଦର

ନୂଆଦିଲ୍ଲୀ: ଅକ୍ଟୋବର ପହିଲାରୁ ତୈଳ କମ୍ପାନୀଗୁଡିକ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ଆଜିଠାରୁ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ହାର ୨୦୯ ଟଙ୍କା ବୃଦ୍ଧି କରାଯାଇଛି। ନୂତନ ହାର ରବିବାର ଅର୍ଥାତ୍ ଅକ୍ଟୋବର ୧,…

୩୬୬୩ କୋଟି ଟଙ୍କାର ୧୯ଟି ନୂଆ ପ୍ରକଳ୍ପକୁ ଅନୁମୋଦନ କଲେ ଓଡ଼ିଶା ସରକାର : ସୃଷ୍ଟି ହେବ ୧୩,୬୬୩ ନିଯୁକ୍ତି !

ଭୁବନେଶ୍ୱର: ଆଜି ଅନୁଷ୍ଠିତ ୧୨୨ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକରେ ଓଡ଼ିଶାର ଶିଳ୍ପ ବିକାଶର ଉତ୍କର୍ଷତା ଅଭିମୁଖେ ଯାତ୍ରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି…

ଏହି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କଲା RBI, ଗ୍ରାହକ ସେମାନଙ୍କ ଜମା ପଇସା ଫେରିପାଇବେ କି ନା ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଉତ୍ତରପ୍ରଦେଶର ଏକ ବ୍ୟାଙ୍କର ବ୍ୟାଙ୍କିଂ ଲାଇସେନ୍ସ ରଦ୍ଦ କରି ଦେଇଛନ୍ତି । କେନ୍ଦ୍ରୀୟ ବ୍ୟାଙ୍କ ପର୍ଯ୍ୟାପ୍ତ ପୁଞ୍ଜି ନ ଥିବାରୁ ଓ ଆୟର ସମ୍ଭାବନା ନ ଥିବାରୁ…

ବଡ଼ ଅପଡେଟ୍: ଅକ୍ଟୋବର ୭ ତାରିଖ ପରେ ବି ୨୦୦୦ ଟଙ୍କିଆ ନୋଟ୍ ବଦଳାଇ ହେବ, RBI ନିୟମ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୦୦ ଟଙ୍କିଆ ନୋଟକୁ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବଡ଼ ଘୋଷଣା କରିଛନ୍ତି । ଅକ୍ଟୋବର ମାସ ୭ ତାରିଖ ପର୍ଯ୍ୟନ୍ତ ନୋଟ ଏକ୍ସଚେଞ୍ଜ / ଜମା ଅବଧି ବୃଦ୍ଧି କରିଛି କେନ୍ଦ୍ରୀୟ…