Browsing Category
ବାଣିଜ୍ୟ
ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଚଳିତ ମାସରେ ଅତିରିକ୍ତ ୨ ଲକ୍ଷ ମେଟ୍ରିକ୍ ଟନ୍ ଚିନି ଯୋଗାଇଦେବା ନେଇ କେନ୍ଦ୍ର ସରକାରଙ୍କ ଘୋଷଣା
ନୂଆଦିଲ୍ଲୀ : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଚଳିତମାସରେ ଅତିରିକ୍ତ ୨ ଲକ୍ଷ ମେଟ୍ରିକ୍ ଟନ୍ ଚିନି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଓନାମ୍, ରକ୍ଷାବନ୍ଧନ ଏବଂ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଳି…
କେନ୍ଦ୍ର ସରକାରଙ୍କ ଏହି କର୍ମଚାରୀଙ୍କ ପାଇଁ ଖୁସି ଖବର ! ଏବେ ମିଳିବ ୨ ବର୍ଷର ଅତିରିକ୍ତ ଛୁଟି
ନୂଆଦିଲ୍ଲୀ: ଅଲ ଇଣ୍ଡିଆ ସେବା (AIS) ର ଯୋଗ୍ୟ ସଦସ୍ୟଙ୍କ ପାଇଁ ଛୁଟିଦିନକୁ ନେଇ ନିୟମରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର । ଏହା ଅଧୀନରେ, ବର୍ତ୍ତମାନ ଏହି କର୍ମଚାରୀମାନେ ସେମାନଙ୍କର ସମସ୍ତ କ୍ୟାରିଅର୍ ସମୟରେ…
କେନ୍ଦ୍ର ସରକାର ଲଞ୍ଚ କଲେ ‘ମେରା ବିଲ୍ ମେରା ଅଧିକାର’ ଯୋଜନା, ଜାଣନ୍ତୁ କିପରି ଜିଏସ୍ଟି ବିଲ୍ ଆପଣଙ୍କୁ ଜିତାଇବ ୧ କୋଟି…
ନୂଆଦିଲ୍ଲୀ: ଦ୍ରବ୍ୟ ଏବଂ ସେବା କର(ଜିଏସ୍ଟି) ଉପରେ ସରକାରଙ୍କୁ ନକଲି ବିଲ୍ ଏବଂ ରେଜିଷ୍ଟ୍ରେସନ୍ ପାଇଁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି । ଗତ ମାସରେ ଜିଏସ୍ଟି ଅଧିକାରୀମାନେ ଏହା ବିରୋଧରେ ଅଭିଯାନ ମଧ୍ୟ…
Inflation: ଆଗକୁ ଆହୁରି କନ୍ଦାଇବ ମହଙ୍ଗା ମାଡ଼, ସରକାର ଏବଂ ରିଜର୍ଭ ବ୍ୟାଙ୍କ୍କୁ ଚେତାଇଲା ଅର୍ଥ ମନ୍ତ୍ରଳାୟ
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ବିଭିନ୍ନ ଦରଦାମ୍ ଆକାଶ ଛୁଆଁ ରହିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଲୋକମାନଙ୍କୁ ମହଙ୍ଗା ମାଡ଼ ସହିବାକୁ ପଡ଼ିବ । ଏଭଳି ଏକ ଚିନ୍ତା ବଢାଇଲା ଭଳି ରିପୋର୍ଟ ଅର୍ଥ ମନ୍ତ୍ରଳାୟ କେନ୍ଦ୍ର…
ଅଗଷ୍ଟ ୪ରୁ ଆରମ୍ଭ ହୋଇସାରିଛି ସାହାରା ରିଫଣ୍ଡ : ଜାଣନ୍ତୁ ବାକି ଲୋକମାନେ କେବେ ଫେରସ୍ତ ପାଇବେ ଟଙ୍କା
ନୂଆଦିଲ୍ଲୀ : ଗତ ଜୁଲାଇରେ ସରକାର ଲୋକମାନଙ୍କୁ ଆଶ୍ୱସ୍ତି ଦେଇ ଘୋଷଣା କରିଥିଲେ ଯେଉଁମାନେ ସାହାରା ଇଣ୍ଡିଆରେ ନିଜ ଅର୍ଜିତ ଟଙ୍କା ଲଗାଇଥିଲେ ସେମାନଙ୍କୁ ଟଙ୍କା ଫେର।ଇବେ । ଏଥିନିମନ୍ତେ ସିଆରସିଏସ ଲଞ୍ଚ ହୋଇଥିଲା ।…
ଓଡ଼ିଶାରେ ବିମାନସେବାକୁ ମିଳିଛି ଅଗ୍ରାଧିକାର: ପୁଞ୍ଜିନିବେଶକୁ ମିଳିଛି ବଡ଼ ସଫଳତା
ଭୁବନେଶ୍ୱର: ଓଡ଼ିଶାର ସରକାରଙ୍କ ବିକାଶମୂଖୀ ଶିଳ୍ପ ନୀତି ଯୋଗୁଁ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜି ନିବେଶକାରୀଙ୍କ ସୁଅ ଛୁଟିବାରେ ଲାଗିଛି । ପୁଞ୍ଜି ନିବେଶରେ ଓଡ଼ିଶା ରେକର୍ଡ କରିଛି । ଦେଶର ପ୍ରଥମ ୫ଟି…
ନୂଆ ନିବେଶରେ ତୃତୀୟ ସ୍ଥାନରେ ଓଡ଼ିଶା, ମୋଟ ପ୍ରସ୍ତାବ ମଧ୍ୟରୁ ମିଳିଲା ୧୨ ପ୍ରତିଶତ
ନୂଆଦିଲ୍ଲୀ: ଖଣି ଖାଦାନ ଭରା ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ନିବେଶ ଆଣିବା ଲାଗି ରାଜ୍ୟ ସରକାରଙ୍କ ପ୍ରୟାସ ସଫଳ ହୋଇଛି । ୨୦୨୩ରେ ଜୁଲାଇ ମାସ ସୁଦ୍ଧା ନୂଆ ନିବେଶ କ୍ଷେତ୍ରରେ ଦେଶର ଟପ୍ ୫ ରାଜ୍ୟ ମଧ୍ୟରେ ରହିଛି…
ହ୍ରାସ ପାଇଲା ଅଶୋଧିତ ତୈଳ ମୂଲ୍ୟ: ନୋଏଡା ଠାରୁ ପାଟନା ପର୍ଯ୍ୟନ୍ତ ଶସ୍ତା ହେଲା ପେଟ୍ରୋଲ ଏବଂ ଡିଜେଲ
ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ତୈଳ କମ୍ପାନୀ ଦ୍ୱାରା ଜାରି କରାଯାଇଥାଏ । ସକାଳ ୬ ଟାରେ ପ୍ରକାଶିତ ପେଟ୍ରୋଲ ଏବଂ ଡିଜେଲର ନୂଆ ହାର ଅନୁଯାୟୀ କେତେକ ସହରରେ ଇନ୍ଧନ ମୂଲ୍ୟରେ ପରିବର୍ତ୍ତନ…
ଜୀବନ ବୀମା ପଲିସିରୁ ପ୍ରାପ୍ତ ରାଶି ଉପରେ ଲାଗିବ ଟ୍ୟାକ୍ସ: କିନ୍ତୁ ଏହି ଲିମିଟ୍ ସହିତ ମିଳିବ ରିଲିଫ୍, ଜାଣନ୍ତୁ ନୂଆ ନିୟମ
ନୂଆଦିଲ୍ଲୀ: ଯଦି ଆପଣଙ୍କର ଜୀବନ ବୀମା ପଲିସି ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ, କାରଣ ଯଦି ଜୀବନ ବୀମା ପଲିସିର ବାର୍ଷିକ ପ୍ରିମିୟମ୍ ୫ ଲକ୍ଷରୁ ଅଧିକ, ତେବେ ଏଥିରୁ ପ୍ରାପ୍ତ ରିଟର୍ଣ୍ଣ ଉପରେ ଟ୍ୟାକ୍ସ…
ପିଆଜ ଉତ୍ପାଦନ ହ୍ରାସ ଏବଂ ମୂଲ୍ୟବୃଦ୍ଧିକୁ ଦୃଷ୍ଟିରେ ରଖି ମହଜୁଦ ପରିମାଣ ବୃଦ୍ଧି କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଦେଶରେ ପିଆଜ ଉତ୍ପାଦନ ହ୍ରାସ ଏବଂ ଖୁଚୁରା ବଜାରେ ପିଆଜର ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପିଆଜ ମହଜୁଦ୍ ପରିମାଣ ୩ ଲକ୍ଷ ଟନ୍ରୁ ୫ ଲକ୍ଷ ଟନ୍କୁ ବୃଦ୍ଧି କରିଛନ୍ତି । କେନ୍ଦ୍ର…