Browsing Category
ବାଣିଜ୍ୟ
ରିଜର୍ଭ ବ୍ୟାଙ୍କର ଗୋଟିଏ ନିଷ୍ପତି; ସୟୋର ବଜାରରେ ନିବେଶକଙ୍କ କରିଦେଲା ୬.୨୭ ଲକ୍ଷ କୋଟିର କ୍ଷତି
ମୁମ୍ବାଇ: ଦେଶରେ ବଢୁଥିବା ବିଭିନ୍ନ ଜିନିଷର ଦରଦାମକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ୪ ବର୍ଷ ପରେ ବୁଧବାର ରେପୋ ରେଟ ବୃଦ୍ଧି ୪.୪୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ତେବେ ଆରବିଆଇର ଏହି…
Repo Rate ବୃଦ୍ଧି କଲା RBI: ବଢ଼ିଯିବ ଆପଣଙ୍କର ଘର ଓ କାରର EMI
ନୂଆଦିଲ୍ଲୀ: ଦେଶରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି କାରଣରୁ ଜନସାଧାରଣ ମହଙ୍ଗା ମାଡ଼ରେ ତ୍ରାହି ତ୍ରାହି ଡାକୁଛନ୍ତି । ତେବେ ଏହି ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦେଶବାସୀଙ୍କୁ ଜବରଦରସ୍ତ ଝଟକା…
ନିଜ ଚାକିରିଠୁ ଅଧିକ ଏହି ବିଷୟକୁ ନେଇ ଚିନ୍ତିତ ପରାଗ ଅଗ୍ରଓ୍ଵାଲ, Twitterକୁ ନେଇ କହିଲେ…
ନୂଆଦିଲ୍ଲୀ: ଅରବପତି ଏଲନ ମସ୍କ ସଂପ୍ରତି ଚର୍ଚ୍ଚାରେ ରହିଛନ୍ତି। ସେ ନିକଟରେ ଟୁଇଟରକୁ ଅଧିଗ୍ରହଣ କରିଛନ୍ତି। ଏକ ରିପୋର୍ଟରେ କୁହାଯାଇଥିଲା ଯେ, ସେ ଟୁଇଟରକୁ କିଣିବା ମାତ୍ରେ ସିଇଓ ପରାଗ ଅଗ୍ରଓ୍ଵାଲଙ୍କୁ ପଦରୁ ହଟାଇ…
ଆଜି ପୁଣି ଶସ୍ତା ହେଲା ସୁନା-ରୂପା ଦର, ଜାଣନ୍ତୁ କେତେ?
ନୂଆଦିଲ୍ଲୀ: ବିବାହ ଋତୁରେ ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଆସିଛି ଖୁସିଖବର । ବୁଲିଅନ୍ ବଜାରରେ ଆଜି ସୁନା-ରୂପା ଦାମ୍ ଶସ୍ତା ହୋଇଛି । ତେବେ ବିବାହ ଋତୁରେ ସୁନା-ରୂପା ମୂଲ୍ୟ ଲଗାତାର ହ୍ରାସ ପାଉଛି ।…
ସାଢ଼େ ୬ କୋଟି ଲୋକଙ୍କ ପାଇଁ ଖୁସି ଖବର, ଆସନ୍ତା ମାସ ଶେଷ ସୁଦ୍ଧା PF ଖାତାଧାରୀଙ୍କ ଆକାଉଣ୍ଟରେ ଅର୍ଥ କ୍ରେଡିଟ୍ କରିବ EPFO
ନୂଆଦିଲ୍ଲୀ: କର୍ମଚାରୀଙ୍କ ଭବିଷ୍ୟନିଧି ସଂଗଠନ ପାଣ୍ଠି (ଇପିଏଫଓ)ର ସମସ୍ତ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର । ପିଏଫ୍ ଖାତାଧାରୀଙ୍କ ସୁଧ ପୂର୍ବରୁ ସ୍ଥିରୀକୃତ ହୋଇସାରିଥିବା ବେଳେ ଏହା ଉପରେ ଅର୍ଥ ମନ୍ତ୍ରଣାଳୟର ମୋହର…
ଆରମ୍ଭ ହେଲା Filpkartର Big Savings Day, ଗ୍ରାହକଙ୍କୁ ମିିଳିବ ଭାରି ଡିସ୍କାଉଣ୍ଟ, ବୁଧବାର ଠାରୁୂ Amazon ରେ ମଧ୍ୟ ଆରମ୍ଭ ହେବ ସେଲ୍
ନୂଆଦିଲ୍ଲୀ: ଯଦି ଆପଣ ଘର ପାଇଁ କୌଣସି ସାମଗ୍ରୀ କିଣିବାକୁ ଚାହୁଛନ୍ତି କିମ୍ବା କୌଣସି ଗ୍ୟାଜେଟ କିଣିବାକୁ ଚାହୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ଖବର । କାରଣ ଫ୍ଲିପକାର୍ଟ ଏବଂ ଆମାଜନ ଉଭୟ ପ୍ଲାଟଫର୍ମରେ ବଢ଼ିଆ ଅଫର…
ଚାଷୀଙ୍କୁ ଖୁବଶୀଘ୍ର ମିଳିବ ଖୁସିଖବର, ଏହିଦିନ ମିଳିବ ୧୧ତମ କିସ୍ତିର ୨୦୦୦ ଟଙ୍କା
ନୂଆଦିଲ୍ଲୀ: ସାରାଦେଶରେ ଚାଷୀଙ୍କ ପାଇଁ ମୋଦୀ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି । ସେହି ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି କିଷାନ ସମ୍ମାନ ନିଧି ଯୋଜନା । ଏହି ଯୋଜନା ଅଧିନରେ ଦେଶର କୋଟି କୋଟି ଚାଷୀଙ୍କ…
Ambuja ସିମେଣ୍ଟକୁ କିଣିବା ପାଇଁ ଗୋଟିଏ ପାଦ ଆଗକୁ ବଢିଲା ଅଦାନୀ ଗ୍ରୁପ, JSW ବି ଦୌଡରେ
ନୂଆଦିଲ୍ଲୀ: ଭାରତର ଚର୍ଚ୍ଚିତ ସିମେଣ୍ଟ ବ୍ରାଣ୍ଡ ଅମ୍ବୁଜାକୁ କିଣିବା ପାଇଁ ଅଦାନୀ ଏବଂ ଜେଏସଡବ୍ଲ୍ୟୁ ଗୋଟିଏ ପାଦ ଆଗକୁ ବଢାଇଛନ୍ତି। ବିଜନେସ ଷ୍ଟାଣ୍ଡାର୍ଡର ଖବର ଅନୁଯାୟୀ, ଏହି ଦୁଇ କମ୍ପାନୀ ଗତ ସପ୍ତାହରେ…
ମାତ୍ର ୬୩୪ ଟଙ୍କାରେ ଘରକୁ ଆଣନ୍ତୁ ଏଲପିଜି ଗ୍ୟାସ ସିଲିଣ୍ଡର, ଅକ୍ଷୟ ତୃତୀୟାରେ ଉଠାନ୍ତୁ ଫାଇଦା
ନୂଆଦିଲ୍ଲୀ: ଯଦି ଆପଣ ଘରୋଇ ଏଲପିଜି ସିଲିଣ୍ଡରର ବର୍ଦ୍ଧିତ ଦରକୁ ନେଇ ଚିନ୍ତାରେ ପଡିଛନ୍ତି, ତେବେ ଆପଣଙ୍କ ପାଇଁ ଖୁସିଖବର । ଅକ୍ଷୟ ତୃତୀୟା ଅବସରରେ ଆପଣ ୬୩୪ ଟଙ୍କାରେ ଏଲପିଜି ଗ୍ୟାସ୍ ସିଲିଣ୍ଡର କିଣିପାରିବେ । ଆମେ…
ଭାରତର ଅବସ୍ଥା ଭୟଙ୍କର: ମହଙ୍ଗା ମାଡ଼ ସାଙ୍ଗକୁ ଅଭିବୃଦ୍ଧି କମୁଛି, ବେକାରି ସଂଖ୍ୟା ବଢ଼ିବାରେ ଲାଗିଛି
ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି କରୋନା ମହାମାରୀ କାରଣ ସାରା ଦୁନିଆର ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ଦୋହଲାଇ ଦେଇଛି । କୋଭିଡ୍ ସଂକ୍ରମଣ ଧୀରେଧୀରେ ହ୍ରାସ ଘଟିବା ପରେ ଜନସାଧାରଣଙ୍କର ଜୀବନ ଧାରଣର ମାନ ସୁଧୁରିବାରେ…