fbpx
Browsing Category

ଦେଶ

ସେୟାର ବଜାରରେ କରୋନା ପ୍ରଭାବ, ଆଜି ବି ହ୍ରାସ ପାଇଛି ସେନସେକ୍ସ

ନୂଆଦିଲ୍ଲୀ, ୧୩ା୩: ପୁଣିଥରେ ଦ୍ୱିତୀୟ ଦିନ ପାଇଁ ହୋହଲିଛି ସେୟାର ବଜାର । କରୋନା ପ୍ରଭାବରେ ସେୟାର ବଜାରରେ ଆଜି ବି ସେନସେକ୍ସ କମିଛି । ୩୦୦୦ ପଏଣ୍ଟ ତଳକୁ ସେନସେକ୍ସ ଖସିଛି । ଏହାସହ ନିଫ୍ଟିରେ ୯୦୦ ପଏଣ୍ଟ ହ୍ରାସ…

ଭାରତରେ ପ୍ରଥମ କରୋନା ରୋଗୀର ମୃତ୍ୟୁ

ନୂଆଦିଲ୍ଲୀ / ଭୁବନେଶ୍ୱର, ୧୨ା୩ (ବ୍ୟୁରୋ): ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବିପଦଜ୍ଜନକ କରୋନା ଭାଇରସ୍ ଭାରତରେ ମଧ୍ୟ ଏହାର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଭାରତରେ ଏହା ଧିରେ ଧିରେ ଭୟଙ୍କର ରୂପ ଧାରଣ…

କରୋନା ଭାଇରସ, ମାର୍ଚ୍ଚ ୩୧ଯାଏଁ ଦିଲ୍ଲୀରେ ବନ୍ଦ ରହିବ ସମସ୍ତ ସିନେମା ହଲ, ସ୍କୁଲ ଓ କଲେଜ

ନୂଆଦିଲ୍ଲୀ, ୧୨ା୩: କରୋନାକୁ ମହାମାରୀ ବୋଲି କହିଛନ୍ତି ଦିଲ୍ଲୀ ସରକାର । ଏନେଇ ୩୧ ମାର୍ଚ୍ଚ ଯାଏଁ ଦିଲ୍ଲୀରେ ସମସ୍ତ ସିନେମା ହଲ ବନ୍ଦ ରହିବ । ସମସ୍ତ ସିନେମା ହଲ ବନ୍ଦ କରିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି…

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩କୁ ବୃଦ୍ଧି

ନୂଆଦିଲ୍ଲୀ, ୧୨ା୩: ସାରା ବିଶ୍ୱରେ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିପଡ଼ିଛି । ଏନେଇ ଲୋକମାନେ ଭୟଭିତ ଅବସ୍ଥାରେ ରହିଛନ୍ତି । ଏହାରି ମଧ୍ୟରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି ।…