
Browsing Category
ଦେଶ
ଇତିହାସରେ ପ୍ରଥମ: କାଶ୍ମୀରରେ ୧୦୦ ତଳକୁ ଖସିଲା ଆତଙ୍କୀ ସଂଖ୍ୟା
ନୂଆଦିଲ୍ଲୀ: କାଶ୍ମୀରରେ ସ୍ଥାନୀୟ ଆତଙ୍କବାଦୀଙ୍କ ସଂଖ୍ୟା ଶହେ ତଳକୁ ଖସିଛି । ଇତିହାସରେ ପ୍ରଥମ ଥର ପାଇଁ ଆତଙ୍କୀଙ୍କ ସଂଖ୍ୟା ୧୦୦ ତଳକୁ ଖସିଥିବା ସୂଚନା ମିଳିଛି । ଏନେଇ ଜାମ୍ମୁ କାଶ୍ମୀର ପୋଲିସ ଆଇଜି ବିଜୟ କୁମାର…
ଦିନ ଦ୍ୱିପହରରେ ବିଜେପି ନେତାଙ୍କ ଉପରକୁ ଗୁଳିବର୍ଷା
ନାଳନ୍ଦା: ବିହାରର ନାଳନ୍ଦାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯେଉଁଠି ଆଦି ଦିନ ଦ୍ୱିପହରରେ ଜଣେ ବିଜେପିକୁ ନେତାଙ୍କୁ ଗୁଳି କରିଛନ୍ତି ଦୁର୍ବୃତ୍ତ । ଏହି ଘଟଣା ନାଳନ୍ଦା ଜିଲ୍ଲାର ହିଲସା ଥାନା ଅଞ୍ଚଳରେ ଘଟିଥିବା…
ଏକ ବର୍ଷ ମଧ୍ୟରେ ୭ ଜଣଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ବ୍ଲାକମେଲ୍ କରି ଲୁଟୁଥିବା ଯୁବତୀକୁ ଗିରଫ କରିବାରେ ସଫଳ ହେଲା ପୋଲିସ୍
ଗୁରୁଗ୍ରାମ: ଡେଟିଂ ଆପ୍ ଜରିଆରେ ଏକାଧିକ ଯୁବକଙ୍କୁ ପ୍ରେମ ଜାଲରେ ଫସାଇ ଲୁଟୁଥିବା ମହିଳାଙ୍କୁ ଧରିବାରେ ସଫଳ ହୋଇଛି ଗୁରୁଗ୍ରାମ ପୋଲିସ୍ । ଏହି ମହିଳା ଜଣକ ପ୍ରଥମେ ଡେଟିଂ ଆପ୍ ରେ ଯୁବକଙ୍କୁ ପ୍ରେମ ଜାଲରେ ଫସାଉଥିଲେ…
କ୍ରିସମସ୍ ଅବସରରେ ଏହି ରାଜ୍ୟରେ ୨ ଦିନରେ ପିଇଲେ ୧୫୦ କୋଟି ଟଙ୍କାର ମଦ
ଥିରୁବନ୍ତପୁରମ: କେରଳରେ କ୍ରିସମସ୍ ବା ବଡ଼ଦିନ ଅବସରରେ ଦୁଇ ଦିନରେ ଲୋକମାନେ ୧୫୦ କୋଟି ଟଙ୍କାର ମଦ ପିଇଛନ୍ତି । କେରଳର ରାଜ୍ୟ ପାନୀୟ ନିଗମ ଦ୍ୱାରା ଜାରି କରାଯାଇଥିବା ଆକଳନ ମୁତାବକ, ରାଜ୍ୟରେ କ୍ରିସମସ୍ ସମୟରେ ୨୪ ଓ…
ଚଳିତ ବର୍ଷ ୧୨୬ ବାଘଙ୍କ ହୋଇଛି ମୃତ୍ୟୁ
ନୂଆଦିଲ୍ଲୀ: ଦେଶଷର ବାଘ ମୃତ୍ୟୁ ବଢ଼ିବାରେ ଲାଗିଛି । ତେବେ ଏହାକୁ ନେଇ ଆଶ୍ଚର୍ଯ୍ୟ କରିବା ପରି ଆକଳନ ସାମନାକୁ ଆସିଛି । ନ୍ୟାସନାଲ୍ ଟାଇଗର୍ କନ୍ଜରଭେସନ୍ ଅଥରିଟି ପକ୍ଷରୁ ଜାରି କରଯାଇଥିବା ଆକଳନ ଅନୁସାରେ, ଭାରତରେ…
ଦେଶରୁ ବାହାରିଲେଣି ୯୬୧ ଓମିକ୍ରନ୍ ଆକ୍ରାନ୍ତ; ଗତ ୨୪ ଘଣ୍ଟାରେ ୧୭୯ ଜଣ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ଆକାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଇତି ମଧ୍ୟରେ ସଂକ୍ରମଣ ପିକ୍ କୁ ଯିବା ଆରମ୍ଭ କରିଛି । ଦେଶରେ ଏଯାବତ୍ ୯୬୧ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ଗତ ୨୪…
କାଳୀଚରଣ ମହାରାଜା ଗିରଫ, ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଦେଇଥିଲେ ବିବାଦୀୟ ମନ୍ତବ୍ୟ
ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିବା ସନ୍ଥ କାଳୀଚରଣ ମହାରାଜା ମଧ୍ୟପ୍ରଦେଶର ଖଜୁରାହୋରୁ ଗିରଫ ହୋଇଛନ୍ତି । ଛତିଶଗଡ଼ ପୋଲିସ୍ କାଳୀଚରଣଙ୍କୁ ଗିରଫ କରିଛନ୍ତି । ବିବାଦୀୟ ଭାଷଣ…
‘ମୋଗଲ ମାନେ ଦେଶ ପାଇଁ ଯୋଗଦାନ ଦେଇଛନ୍ତି, ତାଙ୍କୁ ଶରଣାର୍ଥୀ କହିପାରିବା’; ନସିରୁଦ୍ଦିନଙ୍କ ବୟାନକୁ ନେଇ ହଙ୍ଗାମା
ନୂଆଦିଲ୍ଲୀ: ଅନେକ ସମୟରେ ବଲିଉଡ୍ ସେଲିବ୍ରିଟି ମାନେ ନିଜର ମତାମତ ଓ ବୟାନକୁ ନେଇ ବିବାଦ ଘେରରେ ଫସିଯାଆନ୍ତି । ଏହି ପରିପ୍ରେକ୍ଷୀରେ ଅଭିନେତା ନସିରୁଦ୍ଦିନ୍ ଶାହ ସବୁବେଳେ ନିକ ବିବାଦିତ ବୟାନକୁ ନେଇ ଚର୍ଚ୍ଚାରେ…
ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୬ ଆତଙ୍କବାଦୀ ନିପାତ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଅନନ୍ତନାଗ ଓ କୁଲଗାମ୍ ରେ ବୁଧବାର ଦିନ ଦୁଇଟି ଅଲଗା ଅଲଗା ସ୍ଥାନରେ ନକାଉଣ୍ଟର୍ ହୋଇଛି । ଦୁଇଟି ପୃଥକ ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬…
WHOର ସତର୍କବାଣୀ: ଦୁଇଗୁଣ ବିପଦଜନକ ଡେଲଟା-ଓମିକ୍ରନ୍, ଆଣିପାରନ୍ତି କରୋନା ‘ସୁନାମୀ’
ନୂଆଦିଲ୍ଲୀ: କୋଭିଡ୍ ଭାଇରସ୍ ସଂକ୍ରମଣ ପୁଣିଥରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ମାମଲାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବାରମ୍ବାର ବିଶ୍ୱର ଲୋକଙ୍କ ସଚେତନ ରହିବାକୁ କୁହାଯାଉଛି । ଇତି ମଧ୍ୟରେ ବିଶ୍ୱ…