Browsing Category

ଦେଶ

ମାୟାବତୀଙ୍କ ମା’ଙ୍କ ଦେହାନ୍ତ, ଶେଷ ଦର୍ଶନ ପାଇଁ ଦିଲ୍ଲୀ ଅଭିମୁଖେ ମାୟାବତୀ

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟୀ ସୁପ୍ରିମୋ ମାୟାବତୀଙ୍କ ମା ରାମରତୀ ଦେବୀଙ୍କ ନିଧନ । ୯୨ ବର୍ଷ ବୟସରେ ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି ସମୟ ଧରି ରୋଗାକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ…

କଙ୍ଗନାଙ୍କ ଖୋଲା ଚାଲେଞ୍ଜ, କହିଲେ ପ୍ରମାଣ ଦେଲେ ଫେରାଇଦେବି ପଦ୍ମଶ୍ରୀ

ମୁ୍ମ୍ବାଇ: ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ କ୍ୱିନ କଙ୍ଗନା ରଣାୱତ ନିକଟରେ ଦେଇଥିବା ଏକ ବୟାନକୁ ପୁଣି ଚର୍ଚ୍ଚାରେ ରହିଛନ୍ତି । ନିକଟରେ ସେ ଦେଶର ସ୍ୱାଧୀନତା ଉପରେ ବୟାନ ଦେଇ ବିବାଦ ଘେରକୁ ଆସିଛନ୍ତି…

କୁମ୍ଭୀରକୁ ଚପଲ ଦେଖାଇ ଡରେଇ ଦେଲେ ମହିଳା; ଦେଖନ୍ତୁ Viral ଭିଡିଓ

ନୂଆଦିଲ୍ଳୀ: ଗୋଟିଏ କୁମ୍ଭୀରକୁ ଡରାଇ ଦେଲେ ମହିଳା । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ, ମାତ୍ର କେବଳ ନିଜ ଚପଲ ସାହାଯ୍ୟରେ ମହିଳା ଜଣଙ୍କ ଏକ କୁମ୍ଭୀରକୁ ଘଉଡାଇ ଦେଇଛନ୍ତି । ପୂର୍ବତନ ଏନବିଏ ଖେଳାଳି ରେକ୍ସ…

ପ୍ରଥମ ଓଡ଼ିଆ ଭାବରେ ପ୍ରମୋଦ ଭଗତଙ୍କୁ ଖେଳରତ୍ନ: ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପ୍ରଥମ ଓଡ଼ିଆ ଭାବରେ ମେଜର ଧ୍ୟ।।ନଚାନ୍ଦ ଖେଳରତ୍ନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ପ୍ରମୋଦ ଭଗତ । ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦକ ସହିତ ସମ୍ମାନିତ…

ଚୀନ ଭାରତ ପାଇଁ ସବୁଠାରୁ ବଡ଼ ବିପଦ: ସିଡିଏସ ବିପିନ ରାୱତ

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ବିବାଦ ମଧ୍ୟରେ ଭାରତର ଚିଫ୍ ଅଫ ଡିଫେନ୍ସ ଜେନେରାଲ ବିପିନ ରାୱତ କହିଛନ୍ତି ଯେ ଚୀନ ଦେଶର ସୁରକ୍ଷା ପାଇଁ ବଡ଼ ବିପଦ ପାଲଟିଛି । ସିଡିଏସ କହିଛନ୍ତି ବର୍ତ୍ତମାନର…

ରାଜଧାନୀରେ ଲାଗିପାରେ ୨ ଦିନିଆ ଲକଡାଉନ୍, ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୂଷଣ ଯୋଗୁଁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି । ବିଷାକ୍ତ ବାୟୁକୁ ନେଇ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି ଯେ,…

ପୋଲିସ ଏନକାଉଣ୍ଟରରେ ୪ ମାଓବାଦୀ ନିପାତ

ନୂଆଦିଲ୍ଲୀ: ପୋଲିସ ଏନକାଉଣ୍ଟରରେ ୪ ମାଓବାଦୀ ନିପାତ । ମହାରାଷ୍ଟ୍ର ଗଡ଼ଚିରୋଲିରେ ପୋଲିସର ଏନକାଉଣ୍ଟର । କଟଗୁଲ-ଗ୍ୟାରପିଟ ଜଙ୍ଗଲରେ ଏନକାଉଣ୍ଟର, ସର୍ଚ୍ଚ ଅପରେସନ ଜାରି । ସୂଚନା ଅନୁଯାୟୀ, ଶନିବାର ମହାରାଷ୍ଟ୍ର…

ମଣିପୁରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ; କମାଣ୍ଡିଂ ଅଫିସର, ପତ୍ନୀ ଓ ଛୁଆ ସମେତ ୬ ମୃତ

ନୂଆଦିଲ୍ଲୀ: ମଣିପୁରରେ ଆସାମ ରାଇଫଲର କମାଣ୍ଡି ଅଫିସର ଓ ତାଙ୍କ ପରିବାର ଉପରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ କମାଣ୍ଡି ଅଫିସର, ତାଙ୍କ ପତ୍ନୀ ଓ ଛୁଆ ସହିତ ୬ ଜଣ ନିହତ ହୋଇଥିବା ଜଣାପଡିଛି ।…

ସ୍କୁଲରେ ଯୌନ ଉତ୍ପୀଡ଼ନ କରୁଥିଲା ଶିକ୍ଷକ, ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଫାଶୀ ଲଗାଇ କଲେ ଆତ୍ମହତ୍ୟା 

କୋଏମ୍ବଟୁର୍: ତାମିଲନାଡୁର କୋଏମ୍ବଟୁରରେ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି । ଘରେ ବାପାମାଆ ନଥିବା ବେଳେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି । ଏହି ଖବର ପୋଲିସ୍ ପାଇବା…

ମୋଦୀ କରିବେ କାଶୀ ବିଶ୍ୱନାଥ ଧାମ ପ୍ରକଳ୍ପର ଉଦଘାଟନ, ଜାଣନ୍ତୁ ଏଥିରେ କଣ ହେବ ଖାସ୍

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ବିଶ୍ୱ ପ୍ରସିଦ୍ଧ ରାମ ମନ୍ଦିର ଲୋକସଭା ନିର୍ବାଚନ ପୂର୍ବରୁ ୨୦୨୩ ବର୍ଷ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇପାରେ। ତେବେ ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…