Browsing Category
ଦେଶ
ପଞ୍ଜାବ ପାଇଁ କେଜ୍ରିୱାଲଙ୍କ ୬ ବଡ଼ ପ୍ରତିଶ୍ରୁତି: କହିଲେ ‘ସରକାରକୁ ଆସିଲେ ଚିକିତ୍ସା, ଔଷଧ ଓ ଅପରେସନ ମାଗଣା’
ଚଣ୍ଡିଗଡ଼: ଆସନ୍ତାବର୍ଷ ପଞ୍ଜାବରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛି ଆମ୍ ଆଦମୀ ପାର୍ଟି ବା ଆପ୍ । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ଗସ୍ତରେ ଯାଇ ବଡ଼ ଘୋଷଣା…
ଦଣ୍ଡ ବିଧାନ ପରେ ମଧ୍ୟ ଦୋଷୀ ପ୍ରତିପକ୍ଷସହ ବୁଝାମଣା କରି ଦୋଷମୁକ୍ତ ହୋଇପାରିବେ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ନିଷ୍ପତିରେ କହିଛନ୍ତି ଯେ, କୌଣସି ଅଜ୍ଞାତ ଅପରାଧରେ ବୁଝାମଣା କରାଯାଇ ଉଚ୍ଚ ନ୍ୟାୟାଳୟ ମାମଲା ଗୁଡ଼ିକୁ ସମାପ୍ତ କରିପାରିବେ । ଏଥିରେ ଅଭିଯୁକ୍ତ ଦଣ୍ଡିତ ହେବାପରେ ବି ପ୍ରତିପକ୍ଷଙ୍କ…
ଦାୟିତ୍ୱ ଗ୍ରହଣ କଲେ ନୂଆ ବାୟୁସେନା ମୁଖ୍ୟ
ନୂଆଦିଲ୍ଲୀ: ନୂଆ ବାୟୁସେନା ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂଆ ବାୟୁସେନା ମୁଖ୍ୟ ଭାବରେ ଭି.ଆର୍. ଚୌଧୁରୀଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ମୁଖ୍ୟ ଆରକେଏସ୍ ଭଦୌରିଆଙ୍କ ଠାରୁ ଦାୟିତ୍ୱଗ୍ରହଣ କରିଛନ୍ତି…
ମତଦାନ ଆରମ୍ଭରୁ ‘ଖେଲା’ ଆରମ୍ଭ, ମମତାଙ୍କ ବିଧାୟକଙ୍କ ଉପରେ ଲାଗିଲା ଇଭିଏମ୍ ବନ୍ଦ କରିବା ଅଭିଯୋଗ
କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ସକାଳ ୭ଟାରୁ ଉପନିର୍ବାଚନ ଆରମ୍ଭ ହୋଇଯାଇଛି । ତେବେ ମତଦାନ ଆରମ୍ଭ ରୁ ହିଁ ଦୁଇ ଦଳ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ ହୋଇଯାଇଛି । ତେବେ ଭବନୀପୁର ଆସନରେ…
ଭବାନୀପୁରରେ ଚାଲିଛି ମତଦାନ: ମମତା ଓ ପ୍ରିୟଙ୍କାଙ୍କ ମଧ୍ୟରେ କଡ଼ା ଟକ୍କର, ସମସେରଗଞ୍ଜରେ ଟିଏମସି ନେତା ଗିରଫ୍
କୋଲକତା: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ଏହି ଆସନ ପାଇଁ ୨ ଲକ୍ଷରୁ ଅଧିକ ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବାଛୁଛନ୍ତି ।…
ମେହବୁବା ମୁଫ୍ତି ପୁଣି ଗୃହବନ୍ଦୀ, ନିଜେ ଟ୍ବିଟ୍ କରି ଦେଲେ ସୂଚନା
ନୂଆଦିଲ୍ଲୀ/ ଶ୍ରୀନଗର: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିି ଅଧ୍ୟକ୍ଷା ମେହବୁବା ମୁଫ୍ତି ପୁଣି ଥରେ ଗୃହବନ୍ଦୀ ହୋଇଛନ୍ତି । ତାଙ୍କୁ ଘରୁ ବାହାରିବା ପାଇଁ ବାରଣ କରାଯାଇଛି । ତ୍ରାଲ୍ ପୁଲୱାମାରେ ଏକ…
ନିଶାରେ ଏତେ ଚୁର କି ନିଜକୁ ଖୋଜିବାକୁ ଗଠିତ ଅନୁସନ୍ଧାନକାରୀ ଦଳ ସହ ବାହାରିଲା ମଦୁଆ
ନୂଆଦିଲ୍ଳୀ: ଜଣେ ୫୦ ବର୍ଷୀୟ ମଦୁଆ ଏମିତି କିଛି କାମ କରିଛି ଯାହା ଶୁଣିଲେ ଆପଣ ହସି ହସି ବେଦମ ହୋଇଯିବେ । ନିଖୋଜ ହୋଇଥିବା ଜଣେ ମଦୁଆକୁ ଖୋଜିବା ପାଇଁ ଗୋଟିଏ ଟିମ ଗଠନ ହୋଇଥିବା ବେଳେ ଏହି ଟିମ ସହିତ ମିଶି ନିଜକୁ…
ଶାହଙ୍କ ବାସଭବନରେ ଅମରିନ୍ଦର; ବିଜେପିରେ ଯୋଗ ଦେବା ସମ୍ଭାବନା ବଢିଲା
ନୂଆଦିଲ୍ଳୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବିଜେପିରେ ଯୋଗ ଦେବାର ସମ୍ଭାବନା ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀ ଗସ୍ତରେ ରହିଥିବା ଅମରିନ୍ଦର…
ରାନୁ ମଣ୍ଡଳ ଗାଇଲେ ମାନିକେ ମାଗେ ହିଥେ; ଦେଖନ୍ତୁ ଭାଇରାଲ ଭିଡ଼ିଓ
ନୂଆଦିଲ୍ଳୀ: ଏକଦା ନିଜର ଅଲଗା ସ୍ୱର ପାଇଁ ଦର୍ଶକଙ୍କ ପ୍ରିୟପାତ୍ର ହୋଇଥିବା ଇଣ୍ଟରନେଟ ସେନସେସନ ରାନୁ ମଣ୍ଡଳ ପୁଣି ଥରେ ଭାଇରାଲ ହୋଇଛନ୍ତି । ୨୦୧୯ରେ ରାଣହାଟ ଷ୍ଟେସନରେ ଲତା ମଙ୍ଗେସକରଙ୍କ ଗୀତ ଏକ ପ୍ୟାର କା ନଗମା…
ମଳଦ୍ୱାରରେ ଲୁଚାଇ ନେଇ ଯାଉଥିଲା ୪୨ ଲକ୍ଷ ଟଙ୍କାର ସୁନା; ବିମାନବନ୍ଦରରେ ମାଡି ବସିଲା ପୋଲିସ
ନୂଆଦିଲ୍ଲୀ: ଏକ ବଡ ଧରଣର ସୁନା ଚୋରା ଚାଲାଣକୁ ରୋକିବାରେ ସଫଳ ହୋଇଛନ୍ତି ସିଆଇଏସଏଫ ଅଧିକାରୀ । ନିଜ ମଳଦ୍ୱାରରେ ପ୍ରାୟ ୪୨ ଲକ୍ଷ ଟଙ୍କାର ସୁନା ନେଇ ଫେରାର ହେଉଥିବା ଜଣଙ୍କୁ ଗିରଫ କରିବାରେ ସମର୍ଥ ହୋଇଛନ୍ତି…