Browsing Category

ଦେଶ

ଏଣିକି ଗୋଟିଏ ଆପରେ ମିଳିବ ୮ OTT ଆପର ମଜା: Amazon Prime Memberଙ୍କ ପାଇଁ ଖୁସିଖବର

ନୂଆଦିଲ୍ଲୀ: ଆମାଜନ ନିଜର ପ୍ରାଇ ମେମ୍ବର୍ସଙ୍କ ପାଇଁ ଏକ ଖୁସି ଖବର ଆଣିଦେଇଛି । ପ୍ରାଇମ ଭିଡିଓ ଚ୍ୟାନେଲ ଲଞ୍ଚ ହେବା କରିବା ସହ ଆମାଜନ ଭାରତରେ ଓଟିଟିର ଡିଷ୍ଟ୍ରିବ୍ୟୁଟର ମଧ୍ୟ ବନିଯାଇଛି । ଅର୍ଥାତ ଆମାଜନ ପାଖରେ…

୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ଅମିତ୍ ଶାହ, ନକ୍ସଲ ସମସ୍ୟା ଉପରେ ହେବ ମନ୍ଥନ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଆଜି ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ବୈଠକ କରିବେ । ଏହି ବୈଠକରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସ୍ଥିତି ସମ୍ପର୍କରେ ଆଲୋଚନା କରାଯିବ । ସୂଚନା ଅନୁସାରେ, ଗୃହ…

ଭାରତର ଏହି ରେଳ ଷ୍ଟେସନର ନାହିଁ କୌଣସି ନାମ, ଏହିପରି ଭାବରେ ଯାତ୍ରୀ କରନ୍ତି ଯାତ୍ରା

ନୂଆଦିଲ୍ଲୀ: ଭାରତରେ ଟ୍ରେନ୍ କୁ ଦେଶର ଲାଇଫ୍ ଲାଇନ୍ ବୋଲି କୁହାଯାଇଥାଏ । ଅଧିକାଂଶ ଲୋକ ଟ୍ରେନ୍ ରେ ଯାତ୍ରା କରନ୍ତି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନ୍ ରେ ଯାତ୍ରା କରିଥାନ୍ତି । ତେବେ ଟ୍ରେନ୍ ଟିକେଟ୍ ବୁକ୍…

୫ ମାସ ପରେ ହଟିଲା ବ୍ୟାନ୍, ଏଣିକି କାନାଡାକୁ ଉଡ଼ିବ ବିମାନ

ନୂଆଦିଲ୍ଲୀ: ଭାରତରୁ କାନାଡାକୁ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଭାରତରୁ ସିଧାସଳଖ କାନାଡାକୁ ଉଡ଼ାଣ ଭରୁଥିବା ବିମାନ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । କରୋନା ମହାମାରୀ…

ଏଣିକି ଟିକାକରଣ ସାର୍ଟିଫିକେଟ୍‌ରେ ରହିବ ଜନ୍ମ ତାରିଖ

ନୂଆଦିଲ୍ଲୀ: ଭାରତରେ ଟିକାକରଣ ଏବେ ଜୋରଦାର କରାଯାଉଛି । ଏହାରି ମଧ୍ୟରେ ଟିକାକରଣ ସାର୍ଟିଫିକେଟ ବି ଖୁବ ଜରୁରୀ ହୋଇପଡିଛି । କାରଣ ବିନା ସାର୍ଟିଫିକେଟ ରେ ଦେଶ ବାହାରକୁ ଯିବା ନେଇ ଅନୁମତି ଦିଆଯାଉନାହିଁ । ତେବେ…

ମହିଳା କନେଷ୍ଟବଳଙ୍କୁ ଜନ୍ମଦିନ ପାର୍ଟିକୁ ଡାକି ଗଣଦୁଷ୍କର୍ମ, ଭିଡିଓ କରି ଭାଇରାଲ୍ କରିବାକୁ ଦେଲେ ଧମକ; ଫେସବୁକରେ ହୋଇଥିଲା ବନ୍ଧୁତା

ଭୋପାଳ: ଦିନକୁ ଦିନ ଦେଶରେ ଅପରାଧ ବଢ଼ିବାରେ ଲାଗିଛି । ଖାସ୍ କରି ମହିଳା ମାନଙ୍କ ବିରୋଧରେ ଅପରାଧ ବଢ଼ିବାରେ ଲାଗିଛି । ଏହି କ୍ରମରେ ଜଣେ ମହିଳା କନେଷ୍ଟବଲଙ୍କ ସହ ଗଣଦୁଷ୍କର୍ମ ହୋଇଛି । ଯାହା ସମସ୍ତଙ୍କୁ ତାଜୁବ୍…

ପଞ୍ଜାବ ପରେ ଏବ ରାଜସ୍ଥାନ କଂଗ୍ରେସରେ ହଲ୍‌ଚଲ୍‌, ବଦଳିପାରେ ସରକାର: ଦିଲ୍ଲୀରେ ବୈଠକ ପରେ ବୈଠକ ଚାଲିଛି…

ନୂଆଦିଲ୍ଲୀ : ପଞ୍ଜାବ ପରେ ଏବ ରାଜସ୍ଥାନ କଂଗ୍ରେସରେ ପରିବର୍ତ୍ତନର ବିଚାର କରୁଛନ୍ତି କଂଗ୍ରେସ ହାଇକମାଣ୍ଡ । ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଦିଲ୍ଲୀରୁ ଆରମ୍ଭ କରି ଜୟପୁର ପର୍ଯ୍ୟନ୍ତ ରାଜନୈତିକ…

ଜାତିସଂଘରେ ମୋଦୀଙ୍କ ସମ୍ବୋଧନ, କଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବୋଧନ କରିଛନ୍ତି । ସାରା ବିଶ୍ୱକୁ ସେ ଆଜି ସମ୍ବୋଧନ କରୁଛନ୍ତି । ସେ କହିଚନ୍ତି ଯେ, ବିବିଧତା ଭାରତର ସ୍ୱତନ୍ତ୍ର…

କଂଗ୍ରେସର ହାତ ଧରିବେ କହ୍ନେୟା କୁମାର, ଜିଗ୍ନେଶ ମେୱାନୀଙ୍କୁ ମଧ୍ୟ ମିଳିବ ସଦସ୍ୟତା

ନୂଆଦିଲ୍ଲୀ: ଜେଏନୟୁଏସୟୁର ପୂର୍ବ ଅଧ୍ୟକ୍ଷ ଏବଂ ସିପିଆଇ ନେତା କହ୍ନେୟା କୁମାର ସେପ୍ଟେମ୍ବର ୨୮ ତାରିଖରେ କଂଗ୍ରେସର ହାତ ଧରିବାକୁ ଯାଉଛନ୍ତି । ସୂଚନା ଅନୁସାରେ, କଂଗ୍ରେସ ମୁଖ୍ୟାଳୟରେ କହ୍ନେୟା କୁମାର ଓ ଗୁଜୁରାଟ…

ଆପଣଙ୍କ ଖାଇବା ତେଲ ଶୁଦ୍ଧ ନା ଅଶୁଦ୍ଧ, ଜାଣନ୍ତୁ ମାତ୍ର ୨ ମିନିଟରେ

ନୂଆଦିଲ୍ଲୀ: ଖାଇବା ତେଲକୁ ଆମେ ଦୈନିକ ଖାଦ୍ୟ ତିଆରିରେ ବ୍ୟବହାର କରିଥାଉ । ଆଉ ଯଦି ଏହା ଅଶୁଦ୍ଧା ବା ଏଥିରେ କିଛି ମିଶାଯାଇ ତିଆରି କରାଯାଇଥିବ ତେବେ ଏହା ଆମ ଶରୀରରେ ଖରାପ ପ୍ରଭାବ ପକାଇବ । ଏହିପରି ଅଶୁଦ୍ଧ ତେଲର…