Browsing Category

ଦେଶ

ଆଗାମୀ ୫ ଦିନ ପର୍ଯ୍ୟନ୍ତ ଦିଲ୍ଲୀ ସମେତ ଏହି ରାଜ୍ୟରେ ହେବ ବର୍ଷା

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର୍ ରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଏନଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି । ଏଥିରେ ଦିଲ୍ଲୀ ସମେତ ଉତ୍ତର ପ୍ରଦେଶରେ ମଧ୍ୟ ବର୍ଷା ହେବ । ଭାରତ ମହାସାଗରରେ…

ଗ୍ଲୋବାଲ୍ ଶିକ୍ଷକ ପୁରସ୍କାର୨୦୨୧ରେ ଶ୍ରେଷ୍ଠ ୫୦ ମଧ୍ୟରେ ସ୍ଥାନ ପାଇଲେ ଦୁଇ ଭାରତୀୟ

ନୂଆଦିଲ୍ଲୀ: ୧୦ ଲକ୍ଷ ଡଲାର୍(୭ କୋଟି ୩୫ ଲକ୍ଷଟଙ୍କା)ର ଗ୍ଲୋବାଲ୍ ଶିକ୍ଷକ ପୁରସ୍କାର ୨୦୨୧ ପାଇଁ ଗୁରୁବାର ଘୋଷଣା ହୋଇଥିବା ଶୀର୍ଷ ୫୦ ଶିକ୍ଷକଙ୍କ ମଧ୍ୟରେ ଦୁଇ ଜଣ ଭାରତୀୟ ନାମ ସାମିଲ ରହିଛି । ତାଲିକାରେ ବିହାରର…

ଦେଶର ପ୍ରଥମ ପରମାଣୁ ମିସାଇଲ୍ ଟ୍ରାକିଂ ଜାହାଜ INS ‘ଧ୍ରୁବ’ ଆଜି ହେବ ଲଞ୍ଚ, ଶତ୍ରୁଙ୍କ ପ୍ରତିଟି ଚାଲ୍ ଉପରେ ରଖିବ ନଜର

ନୂଆଦିଲ୍ଲୀ: ଭାରତ ଆଜି ଏପରି ଏକ ଅସ୍ତ୍ର ପାଇବାକୁ ଯାଉଛି ଯାହାଦ୍ୱାରା ସମୁଦ୍ରରେ ଭାରତର ଶକ୍ତି ଆହୁରି ବୃଦ୍ଧି ପାଇବ। ଶତ୍ରୁଙ୍କ ପରମାଣୁ କ୍ଷେପଣାସ୍ତ୍ର ଉପରେ ନଜର ରଖିବା ପାଇଁ ଭାରତର ପ୍ରଥମ ଟ୍ରାକ୍ କରିପାରୁଥିବା…

ଭାରତରେ କାର ନିର୍ମାଣ ବନ୍ଦ କରିବ ଆମେରିକା କମ୍ପାନୀ ଫୋର୍ଡ, ପ୍ରଭାବିତ ହେବେ ୪୦୦୦ରୁ ଅଧିକ କର୍ମଚାରୀ

ନୂଆଦିଲ୍ଲୀ : ଆମେରିକାର ବଡ ମୋଟର ନିର୍ମାତା କମ୍ପାନୀ ଫୋର୍ଡ ଭାରତରେ କାର ନିର୍ମାଣ କରିବା ବନ୍ଦ କରିବ । କମ୍ପାନୀ ଦେଶରେ ନିଜର ଦୁଇଟି ପ୍ଲାଣ୍ଟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଫୋର୍ଡ ଏମିତି ନିଷ୍ପତ୍ତି ନେବା…

ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ନିଜ ସମ୍ବୋଧନରେ କଣ କହିଲେ ପିଏମ

ନୂଆଦିଲ୍ଲୀ : ୧୩ତମ ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୨୧ରେ ପାଞ୍ଚଟି ଦେଶର ସମୂହ ବ୍ରିକ୍ସର ବାର୍ଷିକ ସମ୍ମିଳନୀର ଅଧ୍ୟକ୍ଷତା କରୁଛି ଭାରତ । ବ୍ରିକ୍ସରେ ଅଛନ୍ତି…

ୱାଇନର ଦୁଇ ଢ଼ୋକରେ ରହିଛି ହୃଦୟର ଚିକିତ୍ସା, ପିଇବାର ନିୟମ ଜଣାଇଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ୱାଇନ୍ ଓ ହୃଦୟ ମଧ୍ୟରେ ଥିବା ସମ୍ପର୍କକୁ ନଜରଅନ୍ଦାଜ୍ କରାଯାଇପାରିବ ନାହିଁ । ବୈଜ୍ଞାନିକଙ୍କ ଅନୁସନ୍ଧାନରୁ ଏହା ସ୍ପଷ୍ଟ ହୋଇଛି । ଲୋୟର୍ ହାର୍ଟ ରୋଗରୁ ବର୍ତ୍ତିବା ପାଇଁ ୱାଇନ୍ ପିଇବା ଦ୍ୱାରା ଲାଭ…

୨୦୧୪ ପରଠୁ କଂଗ୍ରେସ ଓ ବିଏସପି ଛାଡିଛନ୍ତି ସବୁଠୁ ଅଧିକ ନେତା, ଦଳ ବଦଳକାରୀଙ୍କ ଠିକଣା ପାଲଟିଛି ବିଜେପି : ଏଡିଆର

ନୂଆଦିଲ୍ଲୀ : ନିର୍ବାଚନ ପ୍ରକ୍ରିୟା ଉପରେ ନଜର ରଖୁଥିବା ଏବଂ ଏଥିରେ ସୁଧାରର ଦାବି କରୁଥିବା ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ(ଏଡିଆର) ଗୁରୁବାର ଏକ ରିପୋର୍ଟ ଜାରି କରିଛି । ଏଡିଆରର ରିପୋର୍ଟ ଅନୁଯାୟୀ,…

ଋଣରେ ବୁଡି ରହିଥିବା ଅନିଲ ଅମ୍ବାନୀଙ୍କୁ ବଡ ଆଶ୍ୱସ୍ତି, ଦିଲ୍ଲୀ ମେଟ୍ରୋ ବିରୋଧୀ କେସରେ ମିଳିବ ୪୬୦୦ କୋଟି ଟଙ୍କା

ନୂଆଦିଲ୍ଲୀ : ଋଣ ଜାଲରେ ବୁଡି ରହିଥିବା ଅନିଲ ଅମ୍ବାନୀଙ୍କୁ ବଡ ଆଶ୍ୱସ୍ତି ।  ତାଙ୍କ କମ୍ପାନୀ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚରକୁ ଦିଲ୍ଲୀ ମେଟ୍ରୋ(ଡିଏମଆରସି) ବିରୋଧ କେସରେ ମିଳିଛି ବଡ ବିଜୟ । ଏବେ ରିଲାଏନ୍ସ…

ମଦ ନିଶାରେ ମଡେଲ୍ କଲେ ବିଚ୍ ରାସ୍ତାରେ ତମାଶା, ଯବାନଙ୍କ ଗାଡ଼ିର ହେଡଲାଇଟ୍ ଭାଙ୍ଗିଲେ ଓ ଧକ୍କା ଦେଲେ

ଗ୍ୱାଲିୟର୍: ମଧ୍ୟପ୍ରଦେଶର ଗ୍ଲାଲିୟର୍ ସହରରେ ନିଶାରେ ଚୁର୍ ଥିବା ଜଣେ ଦିଲ୍ଲୀର ମଡେଲ୍ ବିଚ୍ ରାସ୍ତା ଉପରେ ହଙ୍ଗାମା କରିଛନ୍ତି । ମଡେଲ୍ ଜଣକ ଏତେ ପରିମାଣରେ ନିଶାରେ ଥିଲେ ଯେ, ମଝି ରାସ୍ତାରୁ ନ ହଟି ଆସୁଥିବା ଗାଡ଼ି…

୧୦୦ରୁ ଅଧିକ କୁକୁରଙ୍କୁ ବିଷ ଦେଇ ହତ୍ୟା, ଗ୍ରାମ ପଞ୍ଚାୟତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ

ବେଙ୍ଗଲୁରୁ: ନିକଟରେ କର୍ଣ୍ଣାଟକରୁ ପଶୁ କ୍ରୁରତାର ଏକ ଚିତ୍ର ଦେଖିବାକୁ ମିଳିଥିଲା । ଏଠାରେ ୧୫୦ ମାଙ୍କଡଙ୍କୁ ମାରିବା ଘଟଣା ପରେ ଜୋରଦାର୍ ହଙ୍ଗାମା ହୋଇଥିଲା । ଏହି ବିବୁାହ ପୂର୍ଣ୍ଣ ରୂପରେ ଶାନ୍ତ ବି ପଡ଼ିନାହିଁ…