Browsing Category
ଦେଶ
ରାଗିଗଲେ ଶାଶୂ, ବୋହୂ କୁଣ୍ଢାଇ ଧରିଲେ… ତା’ ପରେ ବୋହୂ ‘ପଜିଟିଭ୍’
ହାଇଦ୍ରାବାଦ୍: ତେଲେଙ୍ଗାନାକୁ ଆଜି ଶାଶୁ-ବୋହୁଙ୍କୁ ନେଇ ଏକ ଆଶ୍ଚର୍ଯ୍ୟ କଲା ପରି ଘଟଣା ସାମନା ଆସିଛି । ତେଲେଙ୍ଗାନାର ସୋମରିପଟା ଗାଁରେ ରହୁଥିବା ଜଣେ ମହିଳା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେଣୁ ସେ ଅତି…
ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ, ସାହାଯ୍ୟ ପ୍ରତିଶ୍ରୁତି ଦେଲେ ସୋନୁ ସୁଦ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସଙ୍ଗୀତ ଦୁନିଆର ସ୍ୱନାମଧନ୍ୟ ଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି । ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସେ ଜୀବନ ସହ ସଂଘଷ କରିଆସୁଛନ୍ତି । ତାଙ୍କୁ ଭଲ…
ନଦୀରୁ ମିଳିଲା ଭାସମାନ ଇଟା, ଭଗବାନ ଭାବି ଦର୍ଶନ କରିବାକୁ ଲାଗିଲା ଲୋକଙ୍କ ଭିଡ
ଆଗ୍ରା: ମାନ୍ୟତା ରହିଛି ଯେ, ତ୍ରେତୟା ଯୁଗରେ ଭଗବାନ ରାମ ସମୁଦ୍ର ପାର ହେବାକୁ ପଥର ଜରିଆରେ ଏକ ବ୍ରିଜ୍ ତିଆରି କରିଥିଲେ । ନଳ-ନୀଳ ରାମଙ୍କ ନାମ ପଥର ଗୁଡିକ ଉପରେ ଲେଖି ସମୁଦ୍ରରେ ପଥର ସବୁକୁ ପାଣିରେ ଭସାଇ ଦେଇଥିଲେ…
ରଜରେ ଓଡ଼ିଶା ଛୁଇଁବ ମୌସୁମୀ!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେବେ ଆସିବ ମୌସୁମୀ? କେବେ ଛୁଇଁବ ଓଡ଼ିଶା? କେବେ ଦେବ ଶୀତଳ ଛୁଆଁ? ଏମିତି ଅନେକ କଳ୍ପନାଜଳ୍ପନା ଜାରି ରହିଛି । ତେବେ ମୌସୁମୀ ଆସିବାରେ ବିଳମ୍ବ ଘଟିଛି । କେରଳକୁ ୨-୩ ଦିନ ବିଳମ୍ବରେ…
ଗୌତମ ଗମ୍ଭୀର ଫାଉଣ୍ଡେସନକୁ ଦୋଷୀ କହିଲା ଡ୍ରଗ କଣ୍ଟ୍ରୋଲର
ନୂଆଦିଲ୍ଲୀ: କ୍ରିକେଟର ତଥା ରାଜନେତା ଗୌତମ ଗମ୍ଭୀର ଏବଂ ଆମ ଆଦମୀ ପାର୍ଟୀର ବିଧାୟକ କରୋନା ଔଷଧକୁ ଅବୈଧ ଭାବରେ କରୋନା ଔଷଧକୁ ମହଜୁଦ କରି ରଖିବା ଘଟଣାରେ ଦୋଷୀ ହୋଇଛି । ଗୌତମ ଗମ୍ଭୀରଙ୍କ ସଂସ୍ଥା ଗୌତମ ଗମ୍ଭୀର…
ଆସୁଛି ଲଘୁଚାପ! ଲଘୁଚାପ ପରେ ଓଡିଶାରେ ପହଞ୍ଚିପାରେ ମୌସୁମୀ
ନୂଆଦିଲ୍ଲୀ: ଓଡିଶାକୁ ଏହି ମାସରେ ଆସିବ ମୌସୁମୀ । କାରଣ ବାତ୍ୟା ୟଶ୍ ପୂର୍ବରୁ ଆସିଥିବା ଲଘୁଚାପ ପରେ ଆଉ ଏକ ଲଘୁଚାପ ଆସୁଛି । ଏହା ମାଧ୍ୟମରେ ଓଡିଶାରେ ମୌସୁମୀର ଆଗମନ ହୋଇପାରେ । ବଙ୍ଗୋପସାଗରରେ ଏକ ଲଘୁଚାପ…
ରାଜଧାନୀରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣରେ ଗଲାଣି ୮୯ ମୁଣ୍ଡ
ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ବ୍ଲାକ୍ ଫଙ୍ଗସ୍ ମହାମାରୀର ସଂକ୍ରମଣ ବଢ଼ିବାରେ ଲାଗିଛି । କୋଭିଡ୍ ର ଦ୍ୱିତୀୟ ଲହର ଲୋକଙ୍କୁ ହନ୍ତସନ୍ତ କରୁଥିବା ବେଳେ ବ୍ଲାକ୍ ଫଙ୍ଗସ୍ ଆଉ ଏକ ଦ୍ୱିବିଧା ହୋଇ ଠିଆ ହୋଇଛି । ଦିଲ୍ଲୀର…
ମସଜିଦରେ ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଧର୍ମଗୁରୁ ଗିରଫ
ନୂଆଦିଲ୍ଲୀ: ସୀମା ଟପିଲା ବର୍ବରତା । ମସଜିଦରେ ୧୨ ବର୍ଷର ନାବାଳିକା ସହ ଦୁଷ୍କର୍ମ କରିଛନ୍ତି ଜଣେ ୪୮ ବର୍ଷୀୟ ଧର୍ମଗୁରୁ । ମସଜିଦକୁ ପାଣି ଆଣିବାକୁ ଯାଇଥିବା ସମୟରେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି ।…
ଜୁନ ୨ ସୁଦ୍ଧା ୬୨୪ ଡାକ୍ତରଙ୍କ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ରାଜ୍ୟରୁ କେତେ?
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଯୋଗୁଁ ରୋଗୀଙ୍କ ସମତେ ଅନେକ ଡାକ୍ତରଙ୍କ ମୃତ୍ୟୁ ହୋଇଛି । କରୋନାର ଦ୍ୱିତୀୟ ଲହରରେ ଜୁନ ୨ ସୁଦ୍ଧା ଦେଶରେ ୬୨୪ ଡାକ୍ତରଙ୍କ ମୃତ୍ୟୁ ହୋଇଛି ବୋଲି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ବା…
ଆଲଫା ଭାରିଆଣ୍ଟ ତୁଳନାରେ ଡେଲଟା ଭାରିଆଣ୍ଟ ୪୦ରୁ ୫୦ ପ୍ରତିଶତ ଅଧିକ ସଂକ୍ରାମକ, ଅଧ୍ୟୟନରୁ ହେଲା ଖୁଲାସା
ନୂଆଦିଲ୍ଲୀ : ଭାରତରେ ମିଳିଥିବା କରୋନା ଭାରିଆଣ୍ଟର ନାମକରଣ ବିଶ୍ୱ ସ୍ତରରେ କରାଯାଇଛି । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଡେଲଟା ରଖାଯାଇଛି । ମେ' ୧୨ ତାରିଖରେ ଭାରତୀୟ ଭାରିଆଣ୍ଟ ବି.୧.୬୧୭କୁ ଠାବ…