Browsing Category

ରାଜ୍ୟ

ବିପଦରେ ଓଡ଼ିଶା! ଆହୁରି ୨୪ ଘଣ୍ଟା ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଜାରି ହେଲା ରେଡ୍ ଆଲର୍ଟ

ଭୁବନେଶ୍ୱର: ପ୍ରବଳ ବର୍ଷା ପାଇଁ ଓଡ଼ିଶାରେ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପୂର୍ବ ଓ ପଶ୍ଚିମ ଭାଗରେ ସକ୍ରିୟ ଦୁଇଟି ଲଘୁଚାପ ପାଇଁ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଯେଉଁ କାରଣରୁ ପାଣିପାଗ…

Breaking: ଅସୁସ୍ଥ ଅଛନ୍ତି ନବୀନ ପଟ୍ଟନାୟକ, ଜୁନ୍ ୨୨ରେ ଚିକିତ୍ସା ପାଇଁ ଯିବେ ମୁମ୍ୱାଇ

ଭୁବନେଶ୍ୱର: ଅସୁସ୍ଥ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚିକିତ୍ସା ପାଇଁ ମୁମ୍ୱାଇ ଯିବେ ବିଜେଡି ସୁପ୍ରିମୋ। ଆସନ୍ତା ୨୨ ଜୁନରେ ମୁମ୍ୱାଇ ଯିବେ ନବୀନ ପଟ୍ଟନାୟକ। ମୁମ୍ୱାଇର କୋକିଲାବେନ୍ ଧିରୁଭାଇ ଅମ୍ୱାନୀ…

ଝାଡ଼ାବାନ୍ତି ଆକ୍ରାନ୍ତ ଚିହ୍ନଟ ପରେ ଆକ୍ସନ୍; ଅସ୍ତରଙ୍କ,କାକଟପୁର ବଜାରରେ ଚଢାଉ କଲେ ଖାଦ୍ୟ ନିରାପତ୍ତା ବିଭାଗ

ଅସ୍ତରଙ୍ଗ: ବଜାରରେ ଖାଦ୍ୟ ନିରାପତ୍ତା ବିଭାଗର ରେଡ୍ । କାକଟପୁର ଓ ଅସ୍ତରଙ୍କ ବଜାରରେ ରେଡ୍ । ବଜାରରେ ଚଢାଉ କଲେ ଖାଦ୍ୟ ନିରାପତ୍ତା ବିଭାଗର 6 ଜଣିଆ ଟିମ୍ । ଖାଦ୍ୟ ମାନ ଜାଞ୍ଚ୍, ବହୁ ଖାଦ୍ୟ ଓ ପାଣି ନଷ୍ଟ କଲା…

ଦିଗପହଣ୍ଡି ଡବଲ ମର୍ଡର ଘଟଣା: ମୁଖ୍ୟ ଅଭିଯୁକ୍ତ ସମେତ 4 ଜଣଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର: ଦିଗପହଣ୍ଡି ଡବଲ ମର୍ଡର ଘଟଣା । ମୁଖ୍ୟ ଅଭିଯୁକ୍ତ ସମେତ 4 ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ବ୍ରହ୍ମପୁର ADJ କୋର୍ଟ । ଦିଗପହଣ୍ଡି ଥାନା ପାଳଝାଡ଼ି ସୌରାପାହାଡ଼ରେ ଏହି ଡବଲ ମର୍ଡର ହୋଇଥିଲା ।…

SBI କ୍ରେଡିଟ୍ କାର୍ଡ ଧାରୀଙ୍କୁ ଝଟକା, ଜୁଲାଇ 15ରୁ ଆଉ ମିଳିବନି ବିମାନ ବୀମା ଟଙ୍କା

ନୂଆଦିଲ୍ଲୀ:  SBI ର ବଡ଼ ନିଷ୍ପତ୍ତି । ଅନେକ ପ୍ରିମିୟମ କାର୍ଡରୁ ହଟାଇଲା ବିମାନ ଦୁର୍ଘଟଣା ଜନିତ ବୀମା ସୁରକ୍ଷା । ଯାହା ସିଧାସଳଖ ଲକ୍ଷ ଲକ୍ଷ କାର୍ଡଧାରୀଙ୍କ ଉପରେ ପ୍ରଭାବ ପକାଇଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ…

ବଡ଼ମ୍ବାରେ ବିଷ ପିଇ ଶାଶୁ, ବୋହୂ ମୃତ, ସ୍ୱାମୀ ଗୁରୁତର

ବଡ଼ମ୍ବା: ବିଷ ପିଇ ଶାଶୁ, ବୋହୂ ମୃତ । ସ୍ୱାମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା । ବଡ଼ବାରସିଂହ ଗାଁରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପାରିବାରିକ କଳହକୁ କେନ୍ଦ୍ର କରି ବିଷ…

ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ: ବାଜିମାତ୍ ମାରିଲା ବିଜେପି

ଧର୍ମଗଡ଼:  ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେପିର ବାଜିମାତ୍ । କଲମପୁର ବ୍ଲକ ଉପନିର୍ବାଚନରେ ଅଧ୍ୟକ୍ଷା ଜ୍ୟୋତି ନାୟକ ନିର୍ବାଚିତ । ପୂର୍ବତନ ଅଧ୍ୟକ୍ଷା ଅନାସ୍ଥାରେ ହାରିବା ପରେ ଜ୍ୟୋତି ନିର୍ଦ୍ବନ୍ଦରେ ନିର୍ବାଚିତ…

ମାଡ଼ିଗଲାଣି ଝାଡ଼ାବାନ୍ତି, ଜାଣନ୍ତୁ କେଉଁ ଷ୍ଟେଜରେ ପହଞ୍ଚିଲାଣି ହଇଜା

ଭୁବନେଶ୍ୱର: ସେକେଣ୍ଡ ଟ୍ରାନ୍ସମିଶନ ଷ୍ଟେଜରେ ଝାଡ଼ାବାନ୍ତି । ଏମ୍ସ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ ଦେଇଛନ୍ତି ଏହି ସୂଚନା । ଜଳବାହିତ ଜୀବାଣୁଚ ଏବେ ମଣିଷଙ୍କୁ ସଂକ୍ରମିତ କରୁଛି । ଯାଜପୁରରୁ ଆରମ୍ଭ ହୋଇ ଅନ୍ୟ…

ପାଣିପାଗ ବିଭାଗର ସତର୍କ ଘଣ୍ଟି: ଏହି ୨ ଜିଲ୍ଲାର ଲୋକ ରୁହନ୍ତୁ ସତର୍କ

ଭୁବନେଶ୍ୱର: ମୟୁରଭଞ୍ଜ, କେନ୍ଦୁଝରରେ ଅତିପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପ୍ରବଳ ବର୍ଷା ନେଇ ୨ ଜିଲ୍ଲାକୁ ରେଡ୍ ୱାର୍ଣ୍ଣି ଜାରି କରାଯାଇଛି । ସେହିପରି ପଶ୍ଚିମ ଓଡ଼ିଶାରେ…

ସୁବ୍ରତ ସେନାପତିଙ୍କୁ ଯୁବ ପୁରସ୍କାର ଓ ରାଜକିଶୋର ପାଢୀଙ୍କୁ ମିଳିବ ବାଳ ସାହିତ୍ୟ ପୁରସ୍କାର

ନୂଆଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଚଳିତ ବର୍ଷର ବାଲ୍‌ ସାହିତ୍ୟ ଓ ଯୁବ ପୁରସ୍କାର ଘୋଷଣା କରାଯାଇଛି  । ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏହା ଗୌରବର ମୁହୂର୍ତ୍ତ କାରଣ ଦୁଇ ଜଣ ବିଶିଷ୍ଟ ଓଡ଼ିଆ ସାହିତ୍ୟିକ…