Browsing Category

ରାଜ୍ୟ

ଦିନ ଦ୍ବିପହରେ ଯୁବକଙ୍କ ଗଳା କାଟି ହତ୍ୟା

କଟକ: ଦିନ ଦ୍ବିପହରେ ଯୁବକଙ୍କୁ ଗଳା କାଟି ହତ୍ୟା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକର ସିଡିଏ ମାର୍କେଟ କମ୍ପ୍ଲେକ୍ସଠାରେ। କିଏ କଲା କାହିଁକି କଲା କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଏହାର ତଦନ୍ତ କରୁଛି।…

ଯାଜପୁରରେ ଆଉ ୧୬ କଲେରା ପଜିଟିଭ୍‌: ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ସୂଚନା

ଯାଜପୁର: ଯାଜପୁର ଜିଲ୍ଲାରେ କଲେରା ମାମଲା ବୃଦ୍ଧି ଜନିତ ଚିନ୍ତା ଦେଖାଦେଇଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ନିକଟରେ ସଂଗୃହୀତ ୪୯ଟି ନମୁନା ପରୀକ୍ଷାରୁ ଆଉ ୧୬ ଜଣଙ୍କ ଶରୀରରେ କଲେରା ସଂକ୍ରମଣ ଚିହ୍ନଟ…

ସବୁ ପାଣି ଫ୍ୟାକ୍ଟ୍ରିରେ ଚଢ଼ାଉ ନିର୍ଦ୍ଦେଶ, କଟକରେ ୨ଟି ପାଣି କମ୍ପାନୀ ସିଲ୍

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଡାଇରିଆରେ ଝାଡ଼ା-ବାନ୍ତି ଏବଂ ଜଣ୍ଡିସ ସମସ୍ୟା ବାପିବାରେ ଲାଗିଛି। ଏହାରି ମଧ୍ୟରେ କୁହାଯାଇଛି ଯେ, ଏହି ଡାଇରିଆ ପାଣି ଯୋଗୁଁ ଘଟୁଛି। ସେଥିପାଇଁ ଆଜି ସବୁ ପାଣି ଫ୍ୟାକ୍ଟ୍ରିରେ…

କରେଣ୍ଟ ଲାଗି ଚାଲିଗଲା ଜୀବନ

କେନ୍ଦ୍ରାପଡା: କରେଣ୍ଟ ଲାଗି ଯୁବକଙ୍କ ମୃତ୍ୟୁ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାର ସଦର ଥାନା ନରିଲୋ ଗାଁରେ। ଟାଙ୍କି ସଫା କଲାବେଳେ ଯୁବକଙ୍କୁ ଲାଗିଥିଲା କରେଣ୍ଟ, ଯାହାଫଳରେ ତାଙ୍କର ମୃତ୍ୟୁ…

ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣା, କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ

ଭୁବନେଶ୍ବର: ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଏପରିକି ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ- ଏହାରି ଭିତରେ ଆଜି କଂଗ୍ରେସ…

୨ କି ୩ ନୁହେଁ, ହଠାତ୍ ୮ ଗୁଣା ବଢିଗଲା ଭୁବନେଶ୍ୱର ରେଲୱେ ଷ୍ଟେସନର ପାର୍କିଂ ଫି

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ (BBS) ରେ ପାର୍କିଂ ଫିରେ ଏକ ବଡ଼ ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଯାତ୍ରୀମାନେ ଅଚାନକ ଅଧିକ ଖର୍ଚ୍ଚାନ୍ତର ସମ୍ମୁଖୀନ ହେଉଛନ୍ତି। କିଛି…

ବନାରସ ଯାଉଛନ୍ତି କି? କରନ୍ତୁନି ଏହି ଭୁଲ

ବନାରସ: ବନାରସକୁ ଭାରତର ଆଧ୍ୟାତ୍ମିକ ବୋଲି ହୃଦୟ କୁହାଯାଏ। କାଶୀ, ବାରାଣସୀ ନାମରେ ଜଣାଶୁଣା ବନାରସ ଦେଶର ସବୁଠାରୁ ପୁରୁଣା ସହର ମଧ୍ୟରୁ ଗୋଟିଏ। ଲୋକମାନେ ଏଠାକୁ ବାବା ବିଶ୍ୱନାଥଙ୍କ ଦର୍ଶନ କରିବାକୁ ଆସନ୍ତି।…

ରୋଗୀ ଅଣିବାକୁ ଯାଇଥିଲା ୧୦୮, ବାଟରେ ଓଲଟି ପଡ଼ିଲା, କର୍ମଚାରୀ ଆହତ

ଭୁବନେଶ୍ୱର: ରୋଗୀ ଅଣିବାକୁ ଯାଇଥିବା ଆମ୍ବୁଲାନ୍ସ ବା ୧୦୮ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆନନ୍ଦପୁର ଟୁକୁଣା ରାସ୍ତାରେ ଏହି ୧୦୮ ଓଲଟିପଡ଼ିଛି। ଏଥିରେ ଥିବା ଡ୍ରାଇଭର, ଫାର୍ମାସିଷ୍ଟ ଆହତ ହୋଇଥିବା ଜଣାପଡ଼ିଛି। ଏମାନଙ୍କୁ…

କେନ୍ଦୁଝରରେ ଲଜ୍ଜା: ନିରୀହ ବାଳିକାକୁ ଦୁଷ୍କର୍ମ କଲେ, ପରେ ମାରିଦେଲେ, ଥାନାରେ ଅଭିଯୋଗ

କେନ୍ଦୁଝର: ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି। କେନ୍ଦୁଝରର ପଣ୍ଡାପଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଅଣାଯାଇଛି। ଥାନାରେ ଏହି…

Big Breaking: ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ, ୩ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ। ଘନୀଭୂତ ହୋଇ ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ପଶ୍ଚିମଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସହ ଘନୀଭୂତ ହୋଇଛି। ବଙ୍ଗୋପସାଗରରେ ଥିବା…