Browsing Category
ରାଜ୍ୟ
OSSC ଅଧ୍ୟକ୍ଷ ପଦରୁ ଅଭୟଙ୍କ ଇସ୍ତଫା ଗୃହୀତ, IAS ସୁଧାକର ବୁର୍ଗୀଙ୍କୁ ଦିଆଗଲା ଦାୟିତ୍ବ
ଭୁବନେଶ୍ବର: ଓଏସଏସସିର ଅଧ୍ୟକ୍ଷ ପଦରୁ ଅଭୟଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅଧ୍ୟକ୍ଷ ଦାୟିତ୍ବ ତୁଲାଇବେ ସୁଧାକର ବୁର୍ଗୀ ।
ଅଭୟଙ୍କ ସ୍ଥାନରେ ସୁଧାକର…
୨୭ରୁ ଲଘୁଚାପ; ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା
ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବାନା । ୨୭ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ସମ୍ଭାବାନା ।
ପରବର୍ତ୍ତୀ ୨ ଦିନରେ ଆହୁରି ଘନୀଭୂତ ହେବା ସମ୍ଭାବନା ଥିବା ଜାତୀୟ ପାଣିପାଗ ବିଭାଗ…
SC/STଙ୍କ ଜମି କିଣିବେ ରାଜ୍ୟ ସରକାର, ଖୁବଶୀଘ୍ର ଗଠନ ହେବ କର୍ପସ୍ ଫଣ୍ଡ
ଭୁବନେଶ୍ୱର: ସରକାର କିଣିବେ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ଜମି । ନିରୀହ ଆଦିବାସୀ ଏବଂ ଅନୁସୂଚିତ ଜାତିର ଲୋକଙ୍କ ଙ୍କ ଜମି ଆଉ ହଡ଼ପ କରିପାରିବେ ନାହିଁ ଧନୀକ ଶ୍ରେଣୀ ଲୋକ ।
ଏସସି/ଏସଟିଙ୍କ ଜମି ଆଉ ହଡପ…
ରାଜଧାନୀରେ କରୋନା ଚିହ୍ନଟ ନେଇ ସ୍ବାସ୍ଥ୍ୟ ସଚିବଙ୍କ ପ୍ରତିକ୍ରିୟା, ନୂଆ ଭ୍ୟାରିଆଣ୍ଟରେ ସିଭିୟରିଟି କମ୍ ରହିଛି
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ତତ୍ପରତା ଦେଖାଇଛି ସ୍ବାସ୍ଥ୍ୟ ବିଭାଗ । ଏନେଇ ଆଜି ଏକ ବୈଠକ ବସିଥିବା ବେଳେ ବ୍ୟସ୍ତ ନହେବା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି…
ଖାକିରେ କଳଙ୍କ… ୫୦୦୦ ଟଙ୍କା ନେଇ ବନ୍ଧାହେଲେ ତିଗିରିଆ ASI
ଆଠଗଡ଼: ଲାଞ୍ଚ ନେଇ ଧରାପଡ଼ିଲେ ଏଏସଆଇ । ତିଗିରିଆ ଥାନା ଏଏସଆଇ ପ୍ରଦୀପ ବେହେରାଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ୍ ।
ସ୍ଥାନୀୟ ଅଞ୍ଚଳରେ ଘଟିଥିବା ଏକ ମାମଲା ତଫାଦଫା କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ…
ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଯବାନ ସହିଦ, ସୁରକ୍ଷାକର୍ମୀଙ୍କ ଗୁଳିରେ ୩୦ ମାଓବାଦୀ ନିହତ ହୋଇଥିଲେ
ନୂଆଦିଲ୍ଲୀ: ଏନ୍କାଉଣ୍ଟର ବେଳେ ଗୁରୁତର ଥିବା ଯବାନ ସହିଦ ହୋଇଥିବା ଜଣାପଡିଛି । ନାରାୟଣପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସହିଦ ହୋଇଛନ୍ତି ।
ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ଏନ୍କାଉଣ୍ଟର ହୋଇଥିଲା ।…
ରାଜ୍ୟବାସୀଙ୍କ ପାଇଁ ୩୪ ହଜାର ନିଯୁକ୍ତି ସୁଯୋଗ, ଆଜି ଜଟିଆ ଷ୍ଟିଲ୍ କାରଖାନାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ଯାଜପୁରକୁ ବଡ଼ ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାଜପୁର କଳିଙ୍ଗନଗର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ।
ଯାଜପୁର କଳିଙ୍ଗନଗରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୋହନ ମାଝୀ ।…
ଆରବସାଗରରେ ଲଘୁଚାପ: ୩୬ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ନୂଆଦିଲ୍ଲୀ: ଆରବସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଥିବା ସୂଚନା ।
ଆଗାମୀ ୩୬ ଘଣ୍ଟାରେ ଲଘୁଚାପ ଅବପାତର ରୂପ ନେବା ନେଇ ସୂଚନା ଦେଇଛି, ଭାରତୀୟ…
ଦୁର୍ବୃତ୍ତଙ୍କ ନାରକୀୟ କାଣ୍ଡ, ଗଣଦୁଷ୍କର୍ମ ପରେ ହତ୍ୟା କରି ଉରାରେ ଝୁଲାଇଦେଲେ
ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରେ କେହି ନଥିବା ବେଳେ ଜଣେ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି ।…
ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେଶନରେ ଭୀମଟାଙ୍ଗି ଯୁବକଙ୍କ ମୃତଦେହ, ପରିବାର ଲୋକ କଲେ ହତ୍ୟା ଅଭିଯୋଗ
ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେଶନ ଆଗରେ ପଡ଼ି ରହିଛି ମୃତଦେହ । ମୃତକ ଜଣକ ଭୀମଟାଙ୍ଗି ଖଣ୍ଡୁଆଳ ସାହିର ବୋଲି ଜଣାପଡ଼ିଛି ।
ମୃତକଙ୍କ ପରିବାର ହତ୍ୟା ସ୍ଥାନୀୟ ପୋଲିସ ଷ୍ଟେଶନରେ ହତ୍ୟା ଅଭିଯୋଗ କରିଥିବା…