Browsing Category
ରାଜ୍ୟ
ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ପ୍ରତିଯୋଗିତା; ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କଲା ଭାରତ
ଭୁବନେଶ୍ବର: ଭାରତରେ ପ୍ରଥମ ଥର ପାଇଁ ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ପ୍ରତିଯୋଗିତାର ଆୟୋଜନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ଠାରେ କରାଯାଇଥିଲା। ଏହି ଏକଦିବସୀୟ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ…
ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲା, ଆସନ୍ତାକାଲି ୧୨ ଘଣ୍ଟିଆ ରାଇଘର ବନ୍ଦ ଡାକରା ଦେଲା ବିଜେଡି
ଉମରକୋଟ: ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲାରେ ବିଜେଡିର ବନ୍ଦ ଡାକରା। ଆସନ୍ତାକାଲି ୧୨ ଘଣ୍ଟିଆ ରାଇଘର ବ୍ଲକ ବନ୍ଦ ଡାକରା ଦେଲା ବିଜେଡି।
ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏଁ ବିଜେଡିର ବନ୍ଦ ପାଳନ ଡାକରା। ପୀଡ଼ିତାଙ୍କ…
12ରୁ 17 ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, 24 ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: 12 ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ରହିଛି ସମ୍ଭାବନା । ଏନେଇ 24 ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଏହା ସହିତ ଆସନ୍ତାକାଲି ପାଇଁ 26 ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି…
ଘରେ ଠାକୁର ପୂଜା ବେଳେ ଅଘଟଣ, ଦୀପ ନିଆଁରେ ଜଳିଗଲେ ମହିଳା
ଖୋର୍ଦ୍ଧା: ଜଟଣୀରୁ ସମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । ଦୀପ ନିଆଁରେ ଜଳି ମହିଳା ଜୀବନ୍ତ ଦଗ୍ଧ । ଏହି ଦୁଃଖଦ ଘଟଣା ଘଟିଛି ଜଟଣୀ ରଥିପୁର ଗାଁରେ ।
ଘରେ ଠାକୁର ପୂଜା କରୁଥିବା ବେଳେ ଦୀପରୁ ନିଆଁ ଲାଗି ଯାଇ…
ବାପା, ମା’ଙ୍କ ସାମ୍ନାରୁ ବଢ଼ିଲା ଝିଅକୁ ଟେକି ନେଲେ ମାସ୍କ ପିନ୍ଧା ଯୁବକ
ଉଦଳା: ଉଦଳାରେ ଘଟିଛି ଜଘନ୍ୟ ଅପରାଧ । ମୁହଁରେ ମାସ୍କ ଲଗାଇ ବାପା, ମା’ଙ୍କ ସାମ୍ନାରୁ ଝିଅକୁ ଟେକିନେଲେ ଦୁର୍ବୃତ୍ତ ।
ଉଦଳା ବଜାରରେ ଅପହରଣ କରିନେଲେ ମୁଖାପିନ୍ଧା ୪ରୁ ୫ ଦୁର୍ବୃତ୍ତ । ବାପା, ମା’ ବିରୋଧ…
ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ, ପୁରୁଷ ବନ୍ଧୁକୁ ଗିରଫ କଲା ପୋଲିସ
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ କାଠିଆପଡ଼ାରେ ଛାତ୍ରୀ ମୃତ୍ୟୁ ଘଟଣାରେ ବଡ଼ ଆକ୍ସନ । ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ଗିରଫ କଲା ପୋଲିସ । ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା…
ଅଙ୍ଗନବାଡ଼ି ଛାତ ଉପରୁ ମିଳିଲା ନାବାଳକର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
କେନ୍ଦୁଝର: ଅଙ୍ଗନବାଡ଼ି ଛାତରେ ନାବାଳକର ମୃତଦେହ। କେନ୍ଦୁଝର ଯୋଡ଼ା ଥାନା ବିଲେଇପଦା ପୁରୁଣା ଅଙ୍ଗନବାଡ଼ି ଛାତରୁ ଉଦ୍ଧାର କରାଯାଇଛି ନାବାଳକର ମୃତଦେହ।
ବିଦ୍ୟୁତ ଆଘାତରେ ଏହି ମୃତ୍ୟୁ ହୋଇଥିବା ସନ୍ଦେହ…
ନୂଆପଡ଼ା ଷ୍ଟେସନ ନିକଟରେ ପଡିଛି ଯୁବକଙ୍କ ମୃତଦେହ
ନୂଆପଡ଼ା: ନୂଆପଡ଼ା ରେଳ ଧାରଣା ନିକଟରୁ ଉଦ୍ଧାର କରାଯାଇଛି ଏକ ମୃତଦେହ। ଅଚିହ୍ନା ଯୁବକ ଜଣକ ହତ୍ୟା କରିଥିବା ଆଶଙ୍କା କରାଯାଉଥିବାବେଳେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି।…
ଆଜିଠୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡା ମହାକୁମ୍ଭ
ଭୁବନେଶ୍ୱର: ଆଜିଠୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡା ମହାକୁମ୍ଭ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ଭାରତରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ ଟୁର୍ଣ୍ଣାମେଣ୍ଟର…
ଧର୍ମଶାଳା ବିଧାୟକ ହିମାଂଶୁଙ୍କ ହାତରେ ରାଖୀ ବାନ୍ଧିଲେ ହଜାର ହଜାର ଭଉଣୀ
ଧର୍ମଶାଳା: ରାଖୀ ପୂର୍ଣ୍ଣିମା ଆଉ ଧର୍ମଶାଳାର ସମ୍ପର୍କ କିଛି ନିଆରା। ସେଥିପାଇଁ ତ ପ୍ରତିବର୍ଷ ଧର୍ମଶାଳାରେ କିଛି ଭିନ୍ନ ଧରଣର ଦୃଶ୍ୟ ଦେଖିବାକୁ ମିଳେ। ଯେପରି ଚଳିତ ବର୍ଷ ରାଖୀ ପୂର୍ଣ୍ଣିମାରେ ଦେଖିବାକୁ ମିଳିଛି।…