Browsing Category
ରାଜ୍ୟ
କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହେଲା ଏସିଏଫ୍ ମୃତ୍ୟୁ ମାମଲା, ଖୁବଶୀଘ୍ର ମିଳିବ ନ୍ୟାୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଇତିମଧ୍ୟରେ ମାସେ ପୂରି ଯାଇଛି । ତେବେ ଏତେଦିନ ବିତିଯାଇଥିଲେ ହେଁ ତଦନ୍ତ ଯେଉଁଠାରୁ ଆରମ୍ଭ ହୋଇଥିଲା ଆଜି…
ଲାଗିରହିଛି କରୋନା ଭୟ: ଆଜି ବି ନେଲା ୬୬ ଜୀବନ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନା ମୃତ୍ୟୁସଂଖ୍ୟା ୬୦ ତଳକୁ ଖସିବାର ନାଁ ଧରୁନାହିଁ । ମୃତ୍ୟୁ କ୍ଷେତ୍ରରେ…
ସମୁଦ୍ର ଭିତରେ ହେଲା ବାହାଘର: ବୋଟରେ ବନ୍ଧୁମାନଙ୍କ ସହ କୁକୁର ବି ସାମିଲ, ଦେଖନ୍ତୁ ଭାଇରାଲ ଭିଡିଓ
ନୂଆଦିଲ୍ଲୀ: ଆଜିକାଲି ବାହାଘରରେ ବି ଅଜବ-ଗଜବ ରେକର୍ଡ କରିବାରେ ଲୋକେ ଲାଗିପଡିଛନ୍ତି । ଲୋକପ୍ରିୟତା ହାସଲ କରିବାକୁ ବର-କନ୍ୟା ନିଜର ବାହାଘର ଓ ଲୁକ୍ ସହିତ ଅନେକ ଏକ୍ସପେରିମେଣ୍ଟ କରୁଥିବାର ନଜର ଆସୁଛନ୍ତି । ନିକଟରେ…
ଆଜି ବି ସଂକ୍ରମଣ ହଜାରେ ଉପରେ: ରାଜ୍ୟରେ ୧୧୩୨ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ପ୍ରାୟ ୧୨ ଦିନ ଧରି ରାଜ୍ୟରେ କରୋନା ଉପର ତଳ ହେଉଛି । କେତେବେଳେ ଦୈନିକ ସଂକ୍ରମଣ ହଜାରେ ଟପିଯାଉଛି ତ କେତେବେଳେ ହଜାରେ ତଳକୁ ଖସି ଆସୁଛି । ସଂକ୍ରମଣର ଭୟାବହତା ଏ ପର୍ଯ୍ୟନ୍ତ…
ଦିନ ୧ଟାରେ ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ରେଜଲ୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପ୍ରକାଶ ପାଇବାକୁ ଯାଉଛି +୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ । ଦିନ ଗୋଟାଏରେ ରେଜଲ୍ଟ ପ୍ରକାଶ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ- ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି ।…
ସେପ୍ଟେମ୍ବର ୬ରୁ ୧୮ ତାରିଖ ମଧ୍ୟରେ ଓଜେଇଇ ପରୀକ୍ଷା, ୩ଟି ସିଫ୍ଟରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଆସନ୍ତା ସେପ୍ଟେମ୍ବର ମାସ ୬ ତାରିଖରୁ ଆରମ୍ଭ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) । ଏହି ପରୀକ୍ଷା ସେହି ମାସ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ଶୁକ୍ରବାର ଓଜେଇଇ…
ଥମୁନି ଧଳାଜହର କାରବାର, ଭଟତିରା ରେଲୱେ ଲେବୁଲ କ୍ରସିଂ ନିକଟରୁ ୭୦ଗ୍ରାମ ବ୍ରାଉନସୁଗର ଓ ବାଇକ୍ ଜବତ କଲା ପୁଲିସ, ୨ ଯୁବକ ଗିରଫ
ଭଦ୍ରକ (ଭାସ୍କର ନ୍ୟୁଜ୍): ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରୁ ଚୋରା ଚାଲାଣ ହୋଇ ଆସୁଥିବା ଧଳା ଜହର ରୂପୀ ବ୍ରାଉନସୁଗରକୁ କୌଶଳକରି ଯେତେ ଧରୁଥିଲେବି ତାହା ଥମିବାର ନାଁ ଗନ୍ଧ ଧରୁ ନାହିଁ । ଗତ ମାସକ ମଧ୍ୟରେ ପୋଲିସ…
ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ମାମଲା: ଜେସିବି ଡ୍ରାଇଭର ଓ ସହଯୋଗୀକୁ ବାନ୍ଧିଲା ପୁଲିସ
ନିମାପଡା (ଭାସ୍କର ନ୍ୟୁଜ୍): ନିମାପଡା ଥାନା ଚାରିଛକ ଅଞ୍ଚଳରୁ ଜଣେ ନାବାଳିକାକୁ ଦେଢମାସ ତଳେ ଜେସିବି ଡ୍ରାଇଭର ଓ ତାର ସହଯୋଗୀ ଅପହରଣ କରି ଦୁଷ୍କର୍ମ କରିବା ଘଟଣାରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିବା ସହ…
ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ରେଜଲ୍ଟ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ରେଜଲ୍ଟ । ଏନେଇ ଶୁକ୍ରବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ‘ଓଡ଼ିଶା ରେଜଲ୍ଟସ ଡଟ୍ ଏନ୍ଆଇସି ଡଟ୍…
ଏଣିକି ଲୋକେ ବାଛିବେ ମେୟର୍ ଓ ଅଧ୍ୟକ୍ଷ, ଜାଣନ୍ତୁ କେମିତି
ଓଡ଼ିଶା ଭାସ୍କର ବ୍ୟୁରୋ: ଏଣିକି ଲୋକେ ବାଛିବେ ମେୟର । ସିଧା ସଳଖ ଭାବେ ଭୋଟ ଦେଇ ଲୋକେ ବାଛିବେ ଅଧ୍ୟକ୍ଷ ଓ ମେୟର । ପ୍ରସ୍ତାବିତ ସଂଶୋଧନରେ ଲୋକଙ୍କୁ ମିଳିବ କ୍ଷମତା । ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ଡ୍ରାଫ୍ଟ…