Browsing Category
ରାଜ୍ୟ
ଖଣି ନିଲାମ ଠିକ୍ ହେଲେ ୫ଗୁଣ ଲାଭ ମିଳନ୍ତା: ଓଡିଶା ରାଜ୍ୟପାଳ
ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟି କହିଛନ୍ତି ଯେ ଯଦି ଖଣି ନିଲାମ ପ୍ରକ୍ରିୟା ସଠିକ୍ ଭାବେ ପରିଚାଳିତ ହୁଏ, ତେବେ ରାଜ୍ୟ ପାଇଁ ୫ ଗୁଣ ଅଧିକ ଲାଭ ମିଳିପାରିବ। ଏକ ସାମ୍ପ୍ରତିକ…
ମୁର୍ଶିଦାବାଦ ହିଂସା ସହ ଜଡ଼ିତ ୬ ଜଣଙ୍କୁ ଗିରଫ କଲା ଓଡ଼ିଶା ପୋଲିସ
ଝାରସୁଗୁଡ଼ା: ଓଡ଼ିଶା ପୋଲିସ ସୋମବାର ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ସମ୍ପ୍ରତି ଘଟିଥିବା ହିଂସା ସହ ଜଡ଼ିତ ୬ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଝାରସୁଗୁଡ଼ାରେ ଥିବା ସେମାନଙ୍କ ଲୁଚିବା ସ୍ଥାନରୁ…
BIG BREAKING: ପିସିଆର ଉପରେ ମାଡ଼ିଗଲା ଟ୍ରକ୍, ୨ ପୋଲିସ କର୍ମଚାରୀଙ୍କର ଚାଲିଗଲା ଜୀବନ
କଟକ: ସକାଳୁ ସକାଳୁ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ପିସିଆର ଉପରେ ମାଡ଼ିଯାଇଛି ଟ୍ରକ୍। ଏହି ଦୁର୍ଘଟଣାରେ ୨ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ, କଟଟ-ପାରାଦୀପ ରାସ୍ତାରେ…
ଯେଉଁ ସମୟରେ ଟିଭି ସ୍କ୍ରିନରେ ଚାଲିଥିଲା ଅଜୟଙ୍କ ପ୍ରୋଗ୍ରାମ, ସେହି ସମୟରେ ବ୍ରେକିଂରେ ଚାଲିଥିଲା ମୃତ୍ୟୁ ଖବର
କଣାସ,୨୧ା୪: ଏକ ଲୋକପ୍ରିୟ କାର୍ଯ୍ୟକ୍ରମ ‘ଦି ଗ୍ରେଟ୍ ଓଡ଼ିଶା ପଲଟିକାଲ ସର୍କସ’ର ଲୋକପି୍ରିୟ ଅଭିନେତା ଅଜୟ ନାୟକ ଆଉ ନାହାନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା । ରବିବାର ପୁରୀ ଜିଲା କଣାସସ୍ଥିତ ତାଙ୍କ…
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ପରେ ମାଡ଼ିଗଲା ଅଜଣା ଗାଡ଼ି: ୩ ଜଣଙ୍କ ଜୀବନ ଗଲା, ୩ ଗୁରୁତର
କେନ୍ଦୁଝର,୨୧ା୪: କେନ୍ଦୁଝରରେ ସୋମବାର ରାତିରେ ଏକ ଦୁଃଖଦ ଘଟଣା ଘଟିଛି । ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି ।
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ପରେ ଏକ ଅଜଣା ଗାଡ଼ି…
Breaking: କୋରାପୁଟ ଜିଲ୍ଲାପାଳଙ୍କୁ PM ସମ୍ମାନ
ଭୁବନେଶ୍ବର: କୋରାପୁଟ ଜିଲ୍ଲାପାଳଙ୍କୁ ପିଏମ୍ ସମ୍ମାନ । ଉତ୍କୃଷ୍ଟ ପ୍ରଶାସନିକ ସେବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ପିଏମ୍ ସମ୍ମାନ ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ପୁରସ୍କାର ଗ୍ରହଣ କଲେ ଜିଲ୍ଲା…
ଆଜି ପୂରା ପ୍ରଶାସନ ଥିଲା ସମ୍ବଲପୁରରେ, ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୧ା୪: ପୁରା ରାଜ୍ୟ ପ୍ରଶାସନ ଆଜି ସମ୍ବଲପୁରରେ ଥିଲେ । ଲୋକାରଣ୍ୟ ହୋଇ ଉଠିଥିଲା ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସର । କାରଣ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜଧାନୀ ଭୁବନେଶ୍ୱରରେ…
BREAKING: ନବଦାସ ହତ୍ୟାକାଣ୍ଡ ମାମଲା, ଗୋପାଳର କଲ୍ ରେକର୍ଡ ହେବ ଯାଞ୍ଚ
ଭୁବନେଶ୍ୱର: ନବଦାସ ହତ୍ୟାକାଣ୍ଡ ମାମଲା। ତଦନ୍ତ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଗୋପାଳ ଦାସର ଯାଞ୍ଚ ହେବ ସମସ୍ତ କଲ୍ ରେକର୍ଡ।
ହତ୍ୟାକାଣ୍ଡର ଏକ ରୁ ଦୁଇ ମାସ ମଧ୍ୟରେ ହୋଇଥିଲା…
ତାତି ସାଙ୍ଗକୁ ବଢ଼ୁଛି ରୌଦ୍ରତାପଜନିତ ଅସୁସ୍ଥତାଙ୍କ ସଂଖ୍ୟା, ୪୯ ଜଣ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ବର: ଦିନକୁ ଦିନ ବଢ଼ି ଚାଲିଛି ତାତି । ତେବେ ଖରା ପାଇଁ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ ଅସୁସ୍ଥତା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।
ରୌଦ୍ରତାପଜନିତ ଅସୁସ୍ଥତା ବି ବଢ଼ୁଛି । ବର୍ତ୍ତମାନ…
BREAKING: ଟଙ୍କା ଦିଅ, ଚାକିରି ନିଅ… ହୋଟେଲରେ ଚାଲିଥିଲା ଡିଲ୍, ମାଡ଼ିବସିଲା ପୋଲିସ
ଭୁବନେଶ୍ୱର: ଚାକିରି ଦେବା ନାଁରେ ଠକେଇ। ଦଲାଲଙ୍କୁ ବାନ୍ଧିଲା ପୋଲିସ। ଇସ୍ରାଏଲରେ ଚାକିରି ଦେବା ନାଁ ଠକେଇ କରିଥିଲେ ଦଲାଲ।
୩ ଜଣ ମାଷ୍ଟରମାଇଣ୍ଡକୁ ଗିରଫ କଲା ଖାରବେଳନଗର ଥାନା ପୋଲିସ। ମାଷ୍ଟରକ୍ୟାଣ୍ଟିନର ଏକ…