Browsing Category

ରାଜ୍ୟ

ଘଟଗାଁ ତାରିଣୀ ପୀଠର ଉନ୍ନତୀକରଣ ପାଇଁ ୨୧୫ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ତାରିଣୀ ପୀଠର ହେବ ଉନ୍ନତିକରଣ। କେନ୍ଦୁଝର ଘଟଗାଁ ଆଜି ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହ ଚରଣ ମାଝୀ। ସେ ଘଟଗାଁରେ ପହଞ୍ଚି ମାଆ ତାରିଣୀଙ୍କର ଦର୍ଶନ କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

“ସପ୍ତାହେ ଭିତରେ କ୍ଷମା ମାଗନ୍ତୁ ନବୀନ”; ଭକ୍ତ ଦାସ

ଭୁବନେଶ୍ୱର: ବିଜେଡି ଉପରେ ଆକ୍ରୋଶ ଝାଡ଼ିଲେ ପିସିସି ସଭାପତି ଭକ୍ତ ଦାସ। ସିଧାସିଧା କହିଲେ ନବୀନ ଶୀଘ୍ର କଂଗ୍ରେସକୁ କ୍ଷମା ମାଗନ୍ତୁ। "ନବୀନଙ୍କୁ ୭ ଦିନ ସମୟ ଦେଉଛୁ ୭ ଦିନ ଭିତରେ ନବୀନ କ୍ଷମା ମାଗନ୍ତୁ। ନେହେଲେ…

ପଣା ସଂକ୍ରାନ୍ତି ଓ ନୂଆବର୍ଷ ଆରମ୍ଭରୁ କମିଲା ସୁନା ଦର

ଭୁବନେଶ୍ୱର: ଆପଣଙ୍କର ସୁନା କିଣିବାକୁ ଇଚ୍ଛା ଅଛିନା। ହେଲେ ଆଜିକାଲିର ସୁନା ଦର ଆକାଶ ଛୁଆଁ ହେବା ଦେଖି କିଣିବାକୁ ଇଚ୍ଛା ଥିଲେ ସୁଦ୍ଧା ଟିକେ ପଛଘୁଞ୍ଚା ଦେଉଛନ୍ତି। ହେଲେ ଏବେ ଆଉ ଡେରି କରନ୍ତୁନି। କାରଣ ଓଡ଼ିଆ…

୨ୟ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା: ପରିବାର ଲୋକେ ନେଉନାହାନ୍ତି ମୃତଦେହ

ଉଦଳା: ଗତକାଲି ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ୨ୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହକୁ ନେଉନାହାନ୍ତି ପରିବାର ଲୋକେ। ମୃତ ଶିଶୁର ନ୍ୟାୟ ଦାବିରେ ପରିବାର ଲୋକେ ମୃତଦେହ ନେଉ ନାହାନ୍ତି। ୧୧ ଘଣ୍ଟାରୁ ଅଧିକ ହେବ…

ଇସ୍କନ ମନ୍ଦିରରେ ଝୁଲୁଛି ପୂଜାରୀଙ୍କ ମୃତଦେହ, କେହି ମାରି ଟାଙ୍ଗି ଦେଇଥିବା ଅଭିଯୋଗ

କଟକ: ଇସ୍କନ ମନ୍ଦିରରେ ଝୁଲୁଛି ପୂଜାରୀଙ୍କ ମୃତଦେହ। କଟକ ବିଡାନାସୀ ଇସ୍କନ ମନ୍ଦିରରେ ପୂଜାରୀଙ୍କ ସନ୍ଦେହ ଜନକ ମୃତ୍ୟୁ। ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ଅଞ୍ଚଳର ସଂଗ୍ରାମ ସାମଲ। ପାଖାପାଖି ୬ ବର୍ଷ ହେଲା…

BIG BREAKING: ଏପ୍ରିଲ୍ ୧୬ ତାରିଖରୁ ଆରମ୍ଭ +୩ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର: +୩ ନାମଲେଖାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏପ୍ରିଲ୍ ୧୬ ଅର୍ଥାତ ବୁଧବାରଠାରୁ ଆରମ୍ଭ ହେବ +୩ ନାମଲେଖା ପ୍ରକ୍ରିୟା। କମନ୍ ଆପ୍ଲିକେସନ ଫର୍ମରେ ଛାତ୍ରଛାତ୍ରୀ କରିବେ ଆବେଦନ। ସାମସ୍ ପୋର୍ଟାଲ…

ମା’ ହତ୍ୟାର ବଦଲା ନେଲା, ବାପାକୁ ମାରି ରାସ୍ତାରେ ଫିଙ୍ଗିଦେଲା ପୁଅ

ରାଉରକେଲା: ରାଉରକେଲାରେ ଲୋମଟାଙ୍କୁରା ହତ୍ୟାକାଣ୍ଡ। ବାପାକୁ ଅତି ନିର୍ମମ ଭାବରେ ହତ୍ୟା କରିବା ପରେ ରାସ୍ତା ଉପରେ ଫିଙ୍ଗି ଦେଲା ଜନ୍ମକଲା ପୁଅ। ଆଉ ହତ୍ୟାର ମୂଳ କାରଣ ଥିଲା ମା' ହତ୍ୟାର ପ୍ରତିଶୋଧ। କାରଣ ୨୦୨୪…

ମା’ ତାରିଣୀଙ୍କ ପୀଠରେ ଚାଲିଛି ଚଇତି ପର୍ବ; ତ୍ରତେୟାରେ ପୂଜା କରିଥିଲେ ଶ୍ରୀରାମ, ଲକ୍ଷ୍ମଣ

ଚଇତି ପର୍ବ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଘଟଗାଁ ମା’ ତାରିଣୀ ମନ୍ଦିରରେ ପାଳିତ ଏକ ପ୍ରସିଦ୍ଧ ଧାର୍ମିକ ଓ ସାଂସ୍କୃତିକ ଉତ୍ସବ। ଏହା ଚୈତ୍ର ମାସରେ, ସାଧାରଣତଃ ମାର୍ଚ୍ଚ-ଏପ୍ରିଲ ମାସରେ, ଚାରି ମଙ୍ଗଳବାର ଧରି ଅତ୍ୟନ୍ତ…

ଘଟଗାଁରେ ଚାଲିଛି ମା’ଙ୍କ ପ୍ରସିଦ୍ଧ ଚଇତି ପର୍ବ, ଆଜି ମା’ ତାରିଣୀଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

କେଉଁଝର: ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେଉଁଝର ଜିଲ୍ଲାର ଘଟଗାଁର ପ୍ରସିଦ୍ଧ ମା' ତାରିଣୀ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଗତ ସତ ଦିନ ଧରି ମା' ଭକ୍ତଙ୍କୁ ସୁନା ବେଶରେ ଦଶ…

କାହିଁକି ଓଡ଼ିଆ ନୂଆବର୍ଷରେ ପଣା ପିଆଯାଏ ? ଜାଣନ୍ତୁ ଏହାର ଗୁରୁତ୍ୱ

ଓଡ଼ିଆ ନୂଆବର୍ଷ, ଯାହାକୁ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଭାବେ ପାଳନ କରାଯାଏ, ଓଡ଼ିଶାର ଏକ ପ୍ରମୁଖ ସାଂସ୍କୃତିକ ଓ ଧାର୍ମିକ ପର୍ବ। ଏହି ଦିନରେ ପଣା, ଏକ ପାରମ୍ପରିକ ପାନୀୟ, ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ…