CHARIDHAM
Browsing Category

ରାଜ୍ୟ

ଏଣିକି ବିଦ୍ୟୁତ, ଜଳଯୋଗାଣ କର୍ମଚାରୀଙ୍କୁ ଟିକା

ଭୁୁବନେଶ୍ୱର,୨୭ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଟିକାକରଣକୁ ମଧ୍ୟ ବଢାଇବାକୁ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ ଏଣିକି ବିଦ୍ୟୁତ, ଜଳ ଯୋଗାଣ, ପରିବହନ ବିଭାଗ…

ଝାରସୁଗୁଡାର ଇଞ୍ଜିନିୟରିଂ କଲେଜରୁ ୨୧ ପଜିଟିଭ୍ ଚିହ୍ନଟ

ଝାରସୁଗୁଡା,୨୭ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଝାରସୁଗୁଡାର ଏକ ଇଞ୍ଜିନିୟରିଂ କଲେଜରୁ ୨୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୧ ଜଣ ଚିହ୍ନଟଙ୍କ ମଧ୍ୟରେ…

ବଢିଲା ବିଦ୍ୟୁତ୍ ଦର, ଜାଣନ୍ତୁ ୟୁନିଟ୍ ପିଛା କେତେ?

ଭୁବନେଶ୍ୱର,୨୭ ।୩(ଓଡିଶା ଭାସ୍କର): ଘରୋଇ ଉପଭୋକ୍ତାଙ୍କ ପାଇଁ ବଢିଲା ବିଦ୍ୟୁତ୍ ଦର । ୨୦୨୧-୨୨ ପାଇଁ ବିଦ୍ୟୁତ ଦର ଘୋଷଣା ହୋଇଛି, ଯେଉଁଥିରେ ୟୁନିଟ୍ ପିଛା ଦର ୩୦ ପଇସା ବଢିଛି । ବିପିଏଲ ଓ କୃଷି ଜଳସେଚନ ପାଇଁ…

ରାଜଧାନୀରେ ସାପ ବିଷ କାରବାର, ୩ ଅଟକ

ଭୁବନେଶ୍ୱର,୨୭ ।୩(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ଧରାପଡିଛି ସାପ ବିଷ ସ୍ମଗଲିଂ ରାକେଟ୍ । ଏୟାରପୋର୍ଟ ଅଞ୍ଚଳରେ ଜାଲ ବିଛାଇ ସ୍ମଗଲରଙ୍କୁ ଧରିଛି ବନ ବିଭାଗ । ଏହି ମାମଲାରେ ୩ ସାପ ସ୍ମଗଲରଙ୍କୁ ବନ ବିଭାଗ…

ଟିକେଟକୁ ନେଇ ମହାରଥୀ ପରିବାରରେ ଝଡ଼: ଜାଣନ୍ତୁ କଣ କହିଲେ ଅସନ୍ତୁଷ୍ଟ ପ୍ରତିଭା

ଭୁବନେଶ୍ୱର, ୨୭ା୩ (ଓଡିଶା ଭାସ୍କର): ପିପିଲିର ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ତାଙ୍କର ଉତ୍ତରାଧିକାରୀ କିଏ ହେବ, ସେନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏହି ଦୌଡ଼ରେ ପ୍ରଦୀପଙ୍କ…

କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କୁ କରୋନା

କଳାହାଣ୍ଡି,୨୭ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । ଏହାରି ମଧ୍ୟରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କରୋନା ପଜିଟିଭ୍ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ନିଜେ ଟ୍ୱିଟ୍…

ରାଜ୍ୟରେ ଖୋଲିବ ୧,୫୬୭ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର,୨୭ ।୩(ଓଡିଶା ଭାସ୍କର): ରାଜ୍ୟରେ ଆଉ ୧୫୬୭ଟି ନୂଆ ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ଯାଉଛି । ଏନେଇ ଆଜି ବିଧାନସଭାରେ କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ । ଏକ ପ୍ରଶ୍ନର ଉତ୍ତର…

ମା ମଙ୍ଗଳାଙ୍କ ଚୈତ୍ର ପର୍ବ ଝାମୁଯାତ୍ରା ଉପରେ କଟକଣା ।

କାକଟପୁର, 27/3 : ରାଜ୍ୟ ରେ କରୋନା ଭୁତାଣୁ ର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ସର୍ବସାଧାରଣ ପର୍ବପର୍ବାଣି ଉପରେ କଟକଣା ଲଗାଯାଇଛି । ଏପ୍ରିଲରେ ଧାର୍ମିକ ଓ ସାଂସ୍କୃତିକ ପର୍ବ ପାଳନ…

୩୦ରେ ରୁଦ୍ରଙ୍କ ନାମାଙ୍କନ

ପୁରୀ,୨୭ ।୩(ଓଡିଶା ଭାସ୍କର) : ଏପ୍ରିଲ ୧୭ ତାରିଖରେ ହେବାକୁ ଯାଉଛି ପିପିଲି ଉପନିର୍ବାଚନ । ଏନେଇ ବିଜେଡି ଓ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି । ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ଶୁକ୍ରବାର ନାମାଙ୍କନ…

୨ ମାଓବାଦୀଙ୍କ ପୁଲିସ ନିକଟରେ ଆତ୍ମସମର୍ପଣ।

ମାଲକାନଗିରି , 27/3 : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେଓ୍ବାଡା ଜିଲ୍ଲା ଏସପି ଅଭିଷେକ ପଲ୍ଲବ ସମ୍ମୁଖରେ ୨ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।ଆତ୍ମସମର୍ପିତ ମାଓବାଦୀଙ୍କ ମଧ୍ୟରେ ଜଣଙ୍କ ମୁଣ୍ଡ ଉପରେ ୧…