Browsing Category
ରାଜ୍ୟ
କୋଭାକ୍ସିନକୁ ମିଳିଲା ଅନୁମତି, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୩ା୧ (ଓଡିଶା ଭାସ୍କର): କରୋନା ବିରୋଧରେ ଲଢ଼େଇ ଜାରି ରଖିବ ସ୍ୱଦେଶୀ ଟିକା । ଭାରତ ବାୟୋଟେକ ଓ ଆଇସିଏମଆର ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନକୁ ଅନୁମତି ମିଳିଛି । ଦ୍ୱିତୀୟ ଟିକା ଭାବେ କୋଭାକ୍ସିନକୁ…
ଚଳିତ ବର୍ଷ କେମିତି ହେବ ମାଟ୍ରିକ ପରୀକ୍ଷା , ଜାଣନ୍ତୁ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, ୩ା୧ (ଓଡିଶା ଭାସ୍କର): ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥୀ ୮୦ ମାର୍କର ପରୀକ୍ଷା ଦେବେ । ପରୀକ୍ଷା ସରିବାର ୪୫ରୁ ୫୦ ଦିନ ମଧ୍ୟରେ ଫଳାଫଳ ପ୍ରକାଶ ପାଇବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ…
ରାଜ୍ୟରେ ସ୍କୁଲ ଖୋଲିବା ନେଇ ଆସିଲା କୋଭିଡ ନିୟମ, ଜାଣନ୍ତୁ କ’ଣ
ଭୁବନେଶ୍ୱର,୨ ।୧(ଓଡିଶା ଭାସ୍କର): ଆସନ୍ତା ଜାନୁଆରୀ ୮ରେ ସ୍କୁଲ ଖୋଲିବାକୁ ଆଜି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସ୍କୁଲ ଖୋଲିବାକୁ ନେଇ ଜାରି ହୋଇଛି କୋଭିଡ ନିୟମ । ଅବରୋଧ ଅଞ୍ଚଳ ବାହାରେ ଥିବା ସ୍କୁଲ ଖୋଲିବାକୁ…
ରାଜ୍ୟରେ ୧୦୦ ଦିନ ପାଇଁ ଖୋଲିବ ସ୍କୁଲ, ଜାଣନ୍ତୁ କେବେ?
ଭୁବନେଶ୍ୱର,୨ ।୧(ଓଡିଶା ଭାସ୍କର): ରାଜ୍ୟରେ ସ୍କୁଲ ଖୋଲିବାକୁ ନେଇ ଚାଲିଥିବା ଛକାପଞ୍ଛା ର ଅନ୍ତ ଘଟିଛି । ଚଳିତ ମାସ ଅର୍ଥାତ୍ ଜାନୁଆରୀ ୮ରୁ ସ୍କୁଲ ଖୋଲିବାକୁ ଯାଉଛି । ଜାନୁଆରୀ ଏପ୍ରିଲ ୨୮ ତାରିଖ ପର୍ଯ୍ୟନ୍ତ…
ଡବଲ ହେଲମେଟ ଚେକିଂ ଜୋରଦାର: ନ ମାନିଲେ ଲାଇସେନ୍ସ ବାତିଲ
ଭୁବନେଶ୍ୱର, ୨ା୧ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଡବଲ ହେଲମେଟ ଚେକିଂ ଜୋରଦାର କରାଯାଇଛି । ଯେଉଁମାନେ ଡବଲ ହେଲମେଟ ନପିନ୍ଧି ଧରାପଡ଼ୁଛନ୍ତି, ସେମାନଙ୍କ ଠାରୁ ମୋଟା ଅଙ୍କର ଫାଇନ ଆଦାୟ କରାଯାଉଛି । ଏନେଇ…
୪ରେ ଶପଥ ନେବେ ମୁଖ୍ୟ ବିଚାରପତି
କଟକ,୨ ।୧(ଓଡିଶା ଭାସ୍କର): ଜାନୁଆରୀ ୪ ଅର୍ଥାତ୍ ସୋମବାର ଦିନ ଶପଥ ଗ୍ରହଣ କରିବେ ଜଷ୍ଟିସ୍ ଏସ୍ ମୁରଲୀଧର । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିବେ । ଓଡିଶା ହାଇକୋର୍ଟ ପରିସରରେ ଶପଥ ଗ୍ରହଣ…
୩ରେ ଖୋଲିବ ଶ୍ରୀବଳଦେବଜୀଉ ମନ୍ଦିର
କେନ୍ଦ୍ରାପଡା,୨ ।୧(ଓଡିଶା ଭାସ୍କର): କେନ୍ଦ୍ରାପଡାର ଶ୍ରୀବଳଦେବଜୀଉ ମନ୍ଦିର ଜାନୁଆରୀ ୩ ଅର୍ଥାତ୍ ଆସନ୍ତାକାଲି ଖୋଲିବାକୁ ଯାଉଛି । ଏକକାଳୀନ ୧୦୦ ଶ୍ରଦ୍ଧାଳୁଙ୍କୁ ମନ୍ଦିରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ । ତେବେ…
ଅସହାୟଙ୍କୁ ସହାୟତାର ହାତ ବଢ଼ାଇ ଚର୍ଚ୍ଚାରେ କନିଷ୍ଠ ଯନ୍ତ୍ରୀ ସମୀର ଦାସ
ମାଲକାନଗିରି, ୨ା୧ (ଓଡିଶା ଭାସ୍କର): କରୋନା ପାଇଁ ଅନେକ ଲୋକଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡ଼ିଥିଲା । ତେବେ ସେହି ବିପଦ ସମୟରେ ଅସହାୟଙ୍କୁ ସହାୟତାର ହାତ ବଢ଼ାଉ ଚର୍ଚ୍ଚାକୁ ଆସିଥିଲେ ସେ । ସେ ହେଉଛନ୍ତି…
୪ରୁ ଖୋଲିଯିବ ଗଞ୍ଜାମର ସବୁ ମନ୍ଦିର
ଗଞ୍ଜାମ,୨ ।୧(ଓଡିଶା ଭାସ୍କର): ଆସନ୍ତା ୪ରୁ ଗଞ୍ଜାମ ଜିଲ୍ଲାରେ ଖୋଲିଯିବ ସବୁ ମନ୍ଦିର । କୋରୋନା କଟକଣା ମଧ୍ୟରେ ଦର୍ଶନ କରିବେ ଭକ୍ତ । ଆସନ୍ତାକାଲି ଖୋଲିବ ମା’ ତାରାତାରିଣୀଙ୍କ ମନ୍ଦିର । ମନ୍ଦିର ଉପରକୁ ଯାନବାହାନ…
CBSE ପରୀକ୍ଷାକୁ ନେଇ କ’ଣ କହିଲେ ଗଣଶିକ୍ଷାମନ୍ତ୍ରୀ?
ଭୁବନେଶ୍ୱର,୨ ।୧(ଓଡିଶା ଭାସ୍କର): CBSE ପରୀକ୍ଷା ତାରିଖ ଘୋଷଣା ପରେ ଚିନ୍ତାରେ ପଡିଛି ଗଣଶିକ୍ଷା ବିଭାଗ । ଏହି ସର୍ମ୍ପକରେ ଆଜି ନିଜର ପ୍ରିତିକ୍ରିୟା ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ…