
Browsing Category
ରାଜ୍ୟ
“ଶସ୍ୟରେ ଅଧିକ ସାର ବ୍ୟବହାର, ଶରୀର ପାଇଁ କ୍ଷତିକାରକ”, କୃଷିମନ୍ତ୍ରୀ ଦେଲେ ସୂଚନା
ଭୁବନେଶ୍ୱର: ଶସ୍ୟରେ ଅଧିକ ସାର ପ୍ରୟୋଗ କରିବା ଶରୀର ପାଇଁ କ୍ଷତିକାରକ ବୋଲି କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି। ସେ ସାର ବ୍ୟବହାରକୁ ପସନ୍ଦ କରୁନାହାନ୍ତି । ସାର ବ୍ୟବହାର କରି ଉତ୍ପାଦନ କଲେ ବିଦେଶକୁ…
ପୁରୀ ଜଗନ୍ନାଥବଲ୍ଲଭ ମଲ୍ଟିଲେବଲ ପାର୍କିଂରେ ୧୪ ଫୁଟ ଉଚ୍ଚତାରୁ ଖସିଲା କାର୍, ଡ୍ରାଇଭର ଗୁରୁତର
ପୁରୀ: ପୁରୀ ଜଗନ୍ନାଥବଲ୍ଲଭ ମଲ୍ଟିଲେବଲ କାର୍ ପାର୍କିଂରୁ ଖସିଲା କାର୍ । ପ୍ରଥମ ମହଲାରୁ ତଳକୁ ଖସିଲା ବୋଲେରୋ ।
ଭାରସାମ୍ୟ ହରାଇ ଗାଡ଼ିଟି ତଳକୁ ଖସିଯାଇଥିବା ସୂଚନା । ଗୁରୁତର ଅବସ୍ଥାରେ ବୋଲେରୋ ଡ୍ରାଇଭର ପୁରୀ…
ସ୍ବାମୀ ଘରୁ ଗୋଡ଼କାଢ଼ୁ କାଢ଼ୁ, ମହିଳାଙ୍କ ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲା ଦୁର୍ବୃତ୍ତ
ରାଇରଙ୍ଗପୁର: ଦେଓଗାଁରେ ମହିଳାଙ୍କ ବିଭତ୍ସ ହତ୍ୟା । ହତ୍ୟା ପରେ ମୁଣ୍ଡ ଗଣ୍ଡି ଅଲଗା କରି ଦୁର୍ବୃତ୍ତ ଫେରାର । ମୃତଦେହ ଜବତ କରି ତଦନ୍ତ କରୁଛି ତିରିଂ ଥାନା ପୋଲିସ । କିଏ ଓ କାହିଁକି ମହିଳାଙ୍କ ହତ୍ୟା କଲା, ତାହା…
ସବୁ ଥାନାରୁ ହଟିବ ଜବତ, ଅବ୍ୟହୃତ ଓ ଅଚଳ ଗାଡ଼ି; ମେୟରଙ୍କ ବଡ଼ ସୂଚନା
ଭୁବନେଶ୍ୱର: ସବୁ ଥାନାରୁ ହଟିବ ଜବତ, ଅବ୍ୟହୃତ ଓ ଅଚଳ ଗାଡ଼ି । ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସଙ୍କ ସୂଚନା । ଜବତ ଗାଡ଼ି ପଡ଼ି ରହିବା ଯୋଗୁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ଗାଡ଼ି ହଟିଲେ ଜାଗା ସଫା…
Fuel Rate: ଛୁଟିଦିନରେ ଜାରି ହେଲା ନୂଆ ତେଲ ଦର, ଜାଣନ୍ତୁ ଆଜିର ପେଟ୍ରୋଲ-ଡିଜେଲ ମୂଲ୍ୟ
ଭୁବନେଶ୍ବର: ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରତିଦିନ ସକାଳ ୬ଟାରେ ଅପଡେଟ୍ କରାଯାଏ। ଏଗୁଡ଼ିକର ଦର ଆନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ ଏବଂ ଟଙ୍କା-ଡଲାର ବିନିମୟ ମୂଲ୍ୟ ଉପରେ ନିର୍ଭର କରେ।
ସକାଳ ୬ଟାରେ, ଦେଶର…
୨୪ ଘଣ୍ଟା ପାଇଁ ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ, ୨୭ ତାରିଖ ଯାଏଁ ଲାଗି ରହିବ ବର୍ଷା, ଆଜି ଦିନସାରା ଛେଚିବ
ଭୁବନେଶ୍ୱର: ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଅଞ୍ଚଳରେ ଥିବା ଲଘୁଚାପ କ୍ଷେତ୍ରର ପ୍ରଭାବ। ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ଆଜି ବି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦିନସାରା ଲାଗି ରହିବ ବର୍ଷା। ବିଶେଷ…
ବର୍ଷାରେ ଫିକା ପଡିବ ଗଣେଶ ପୂଜା, ନୂଆଁଖାଇ…, ଆସୁଛି ବଡ଼ ଲଘୁଚାପ, 5 ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା….
ଓଡ଼ିଶା ଭାସ୍କର: ସୃଷ୍ଟି ହୋିଛି ଲଘୁଚାପ କ୍ଷେତ୍ର । ପୁଣି ବଡ ବର୍ଷାରେ ଭିଜିବ ଓଡିଶା । ପ୍ରକାଶଥାଉ ଯେ, ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତର ପଶ୍ଚିମ ଦିଗରେ…
କଲରାପତରିଆ ବାଘ ଭୟରେ ଥରୁଛନ୍ତି ନୂଆପଡ଼ାବାସୀ
ନୂଆପଡ଼ା: ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ। ଏଠାରେ ଗାଁ ବାସୀ ବାଘ ଭୟରେ ଘରୁ ପଦାକୁ ବାହାରୁ ନାହାନ୍ତି। କୁମନା ୱାଇଲ୍ଡଲାଇଫ ଅନ୍ତର୍ଗତ ଖୋଲିଭିତର ଗାଁରେ ବାଘ ଆତଙ୍କ ଖେଳିଯାଇଛି।
ଏହି ବାଘ ଗୋଟିଏ ଛେଳି ମାରି…
Big Breaking: ଟ୍ରଲର ଭିତରୁ ୨ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର
ବାଲେଶ୍ୱର: ଟ୍ରଲର ଭିତରୁ ୨ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବଳରାମଗାଡ଼ିରେ ଏକ ଟ୍ରଲରରୁ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ପୋଷ୍ଟମର୍ଟମ ପାଇଁ ଜିଲ୍ଲା ମୁଖ୍ୟ ମେଡିକାଲରେ ଏହି ୨ ମତ୍ସ୍ୟଜୀବୀଙ୍କ…
‘୩୦୦ ଅଗ୍ନିଶମ ପଦବୀ ପୂରଣ ହେବ’, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା
ଭୁବନେଶ୍ୱର: ଅଗ୍ନିଶମ ବିଭାଗରେ ଖାଲି ୩୦୦ ପଦବୀ ଡିସେମ୍ବର ସୁଦ୍ଧା ପୂରଣ ହେବ। ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ,…