CHARIDHAM
Browsing Category

ରାଜ୍ୟ

ଓ୍ୱକଫ ବିଲ୍ ସପକ୍ଷରେ ମତ, ବିଜେପିରେ ମିଶିପାରନ୍ତି ବିଜେଡିର ସାଂସଦ ସସ୍ମିତ ପାତ୍ର!

ଭୁବନେଶ୍ୱର: ସରିଛି ଓ୍ୱକଫ ବିଲ୍ ପାରିତ ପାଇଁ ଭୋଟ୍। ହେଲେ ଏହି ଓ୍କକଫ ବିଲ୍ ଏବେ ବିଜେଡିକୁ ଦୁଇଫାଳ କରିଦେଇଛି। ପ୍ରଥମେ ବିଜେଡି ଓ୍ୱକଫ ବିଲକୁ ବିରୋଧ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ, ପରେ ଏହାର ମତ ବଦଳାଇ…

ଆକାଉଣ୍ଟ ନମ୍ବର ନେଇ ଚେକ କରନ୍ତୁ, ଦାୟିତ୍ୱହିନ ମନ୍ତବ୍ୟ ଦେବା କଥା ନୁହେଁ: ମନମୋହନ ସାମଲ୍

ଭୁବନେଶ୍ବର: ରାଜା ଚକ୍ର ଓକିଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଆମ ଜୀବନ ଖୋଲା ବହି, ଦଳର ନେତାମାନଙ୍କ ଜୀବନ ବି ଖୋଲା । ତାରା ବାହିନୀପତିଙ୍କ ଅଭିଯୋଗ ଉପରେ ମନମୋହନ…

ଅପ୍ରେଲ ୭ ତାରିଖରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣି ଶିବିର

ଭୁବନେଶ୍ୱର: ଆସନ୍ତା ଅପ୍ରେଲ ୭ ତାରିଖ ସୋମବାର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଶୁକ୍ରବାର ଅର୍ଥାତ ଅପ୍ରେଲ ୪ ତାରିଖ ପୂର୍ବାହ୍ନ ୧୧ ଘଟିକା…

ମହଙ୍ଗା ପଡ଼ିଲା ଠିକା ସଂସ୍ଥାର ବିଲ୍‌ ନଦେବା, ସମ୍ପତ୍ତି ଆଟାଚ୍‌ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ

ଭୁବନେଶ୍ବର: ହୀରାକୁଦ ଡ୍ୟାମ୍‌ ମୁଖ୍ୟ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ପତ୍ତି ଆଟାଚ୍‌ । ୩ କାର୍ଯ୍ୟାଳୟର ସମ୍ପତ୍ତି ଆଟାଚ୍‌ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ…

ଅଲୋଡ଼ା ମେଘନାଦ ପାଚେରୀ ମଗରମୁଖ, ଭକ୍ତଙ୍କ ମହଲରେ ତୀବ୍ର ନିନ୍ଦା

ପୁରୀ: ଶ୍ରୀମନ୍ଦିର ନାଳ ମରାମତି ପାଇଁ ମେଘନାଦ ପାଚେରୀ ମଗରମୁଖକୁ ଭାଙ୍ଗିଦିଆଯାଇଛି । ମଗରମୁଖକୁ ଭାଙ୍ଗିବା ସହ ତାକୁ ଫିଙ୍ଗିଦିଆଯାଇଛି । ଯାହାକୁ ନେଇ ଭକ୍ତଙ୍କ ଗହଣରେ ତୀବ୍ର ନିନ୍ଦା କରାଯାଇଛି । ମେଘନାଦ…

Breaking: ବିଜେଡି MP ସସ୍ମିତ ପାତ୍ର ୱକଫ୍ ବିଲକୁ କଲେ ସମର୍ଥନ, ଜାତୀୟ ଗଣମାଧ୍ୟମରେ ରଖିଲେ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଓଡ଼ିଶା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ୱକଫ ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି । ଏ ନେଇ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ସସ୍ମିତ ପାତ୍ର । ବିଜେଡି ପ୍ରଥମେ ବିଲ୍ ବିରୋଧରେ ଭୋଟ ଦେବ ବୋଲି…

ଶିକାର ଭାବି ସାଙ୍ଗକୁ ଗୁଳିଗଲା ସାଙ୍ଗ, ଶିକାରୀ ଗୁଳିରେ ଶିକାରୀ ମୃତ

ଭୁବନେଶ୍ବର: ଢ଼େଙ୍କାନାଳରେ ଅଭାବନୀୟ ଘଟଣା । ଶିକାର ଭାବି ସାଙ୍ଗକୁ ଗୁଳିଗଲା ସାଙ୍ଗ । ବାରହା ଶିକାର ପାଇଁ ଯାଇଥିବା ବେଳେ ଭୁଲବଶତଃ ସାଙ୍ଗକୁ ଗୁଳି । ମୃତକ ହେଲେ ବାବୁଲା ନାଏକ । ରାସୋଳ ଥାନା ମାନପୁର ଗାଁରେ…

Breaking: ପ୍ରସୂତୀକୁ ନେଇ ଗଲାବେଳେ ଫାଟିଗଲା ଅକ୍ସିଜେନ ସିଲିଣ୍ଡର, ୨ ଗୁରୁତର

ଟିଟିଲାଗଡ଼: ଆମ୍ବୁଲାନ୍ସରେ ପ୍ରସୂତୀଙ୍କୁ ନେଇ ଯିବାବେଳେ ଫାଟିଗଲା ଅକ୍ସିଜେନ ସିଲିଣ୍ଡର । ଏମସିଏଚ୍ ପରିସରରେ ଆମ୍ବୁଲାନ୍ସରେ ଅକ୍ସିଜେନ୍ ସିଲିଣ୍ଡର ଫାଟିଲା । ୨ ଯାଆଁଳା ଶିଶୁ ସହ ମା’ ସୁରକ୍ଷିତ ଥିବା ସୂଚନା ।…

ଘରୁ ଡାକିନେଇ ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

ଭୁବନେଶ୍ବର: ଖୋର୍ଦ୍ଧା ଜଟଣୀ ଆଦର୍ଶ ବିଦ୍ୟାଳୟ ସାମ୍ନାରେ ବିଭତ୍ସ ହତ୍ୟା । ଘରୁ ଡାକିନେଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ମୃତକ ମୃତକ ଜଟଣୀ ବିକାଶ ନଗରର ମାନସ ଡକାଇ ବୋଲି ଜଣାପଡିଛି । ଖବର ଅନୁସାରେ, ଗତକାଲି…