Browsing Category
ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କଳାହାଣ୍ଡିରେ ୩ଟି ଶକ୍ତି ପ୍ରକଳ୍ପ ଲୋକାର୍ପିତ
କଳାହାଣ୍ଡି,୨ ।୧୦(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କଳାହାଣ୍ଡିରେ ୩ଟି ଶକ୍ତି ପ୍ରକଳ୍ପ ଲୋକାର୍ପିତ ହୋଇଛି । ଭିଡିଓ କନଫରେନ୍ସଂ ଜରିଆରେ ଏହାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।…
ବିଦ୍ୟୁତ ବିତରଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱ.୨ ।୧୦(ଓଡିଶା ଭାସ୍କର): ଇନ୍ଦ୍ରାବତୀ ବିଦ୍ୟୁତ ପ୍ରକଳ୍ପରୁ ବିଦ୍ୟୁତ ବିତରଣରୁ ଆଜି ଶୁଭାରମ୍ଭ ହୋଇଛି । ସିଧାସଳଖ ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟ ବିଦ୍ୟୁତ ବିତରଣର ଶୁଭାରମ୍ଭ ହୋଇଛି । ଭିଡିଓ କନଫରେନ୍ସଂ…
ରାଜ୍ୟରେ ୧୬ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୨ ।୧୦ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୩୬୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୬…
ବଡ ଖବର: ରାଜ୍ୟରୁ ଗୋଟିଏ ଦିନରେ ୩୬୦୦ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୨ ।୧୦(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୦୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୦୯ ଜଣ ଓ…
ଲଘୁଚାପ ପ୍ରଭାବରେ ୧୩ ଜିଲ୍ଲାରେ ପ୍ରବଳ ଛେଚିବ! ଜାଣନ୍ତୁ କେଉଁଠି
ଭୁବନେଶ୍ୱର,୨ ।୧୦(ଓଡିଶା ଭାସ୍କର): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ । ବିଶେଷ କରି…
ରାଜ୍ୟରେ ଅନଲକ-୫ ଗାଇଡଲାଇନ୍,ଜାଣନ୍ତୁ କେଉଁଥିରେ କୋହଳ ଓ କଟକଣା ?
ଭୁବନେଶ୍ୱର,୧।୧୦(ଓଡିଶା ଭାସ୍କର): କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ରାଜ୍ୟ ସରକାର ଜାରି କରିଛନ୍ତି ଅନ୍ଲକ୍-୫ ଗାଇଡଲାଇନ୍। ଗାଇଡଲାଇନ୍ ମୁତାବକ, କଣ୍ଟେନ୍ମେଣ୍ଟ ଜୋନ୍ରେ ଅକ୍ଟୋବର ୩୧ ଯାଏ ଲକଡାଉନ…
ଉପନିର୍ବାଚନ ପାଇଁ ଗାଇଡଲାଇନ୍: ପ୍ରଚାରରେ ୫, ନାମାଙ୍କନରେ ୨
ଭୁବନେଶ୍ୱର,୧।୧୦(ଓଡିଶା ଭାସ୍କର): ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ନେଇ ଆଜି ସରିଛି ସର୍ବଦଳୀୟ ବୈଠକ। ସବୁଦଳକୁ ଗାଇଡଲାଇନ୍ ନେଇ ଅବଗତ କରାଇଛନ୍ତି CEO। ଗାଇଡଲାଇନ୍ ମୁତାବକ, 'ଘରଘର ବୁଲି ପ୍ରଚାର କରିବା…
ଜେଏସପିଏଲକୁ ସମ୍ମାନଜନକ ଗ୍ରୀନ୍ ଟେକ୍ ସିଏସଆର ଇଣ୍ଡିଆ 2020 ପୁରସ୍କାର
ନୂଆଦିଲ୍ଲୀ / ଭୁବନେଶ୍ୱର, ଅକ୍ଟୋବର 1, 2020(ଓଡ଼ିଶା ଭାସ୍କର): : ସିଏସଆର କାର୍ଯ୍ୟକ୍ରମ ଅଧୀନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)କୁ…
ଖୁସି ଖବର: ରାଜ୍ୟରେ ଆଜି ୪୩୮୦ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର, ୧ ।୧୦(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୪୩୮୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
ପାରଳାଖେମୁଣ୍ଡି ସହରର ୬୫% ଲୋକଙ୍କ ମଧ୍ୟରେ ଆଣ୍ଟିବଡି
ଗଜପତି,୧ ।୧୦(ଓଡିଶା ଭାସ୍କର): କରୋନା ଯୋଗୁଁ ଗଜପତିରେ ହୋଇଥିବା ସିରୋ ସର୍ଭେର ରିପୋର୍ଟ ଆଜି ଆସିଛି । ପାରଳାଖେମୁଣ୍ଡି ସହରର ୬୫% ଲୋକଙ୍କ ମଧ୍ୟରେ ଆଣ୍ଟିବଡି ସୃଷ୍ଟି ହୋଇଛି । ଏନେଇ ଆରଏମଆରସିର ନିର୍ଦ୍ଦେଶିକା…