Browsing Category
ରାଜ୍ୟ
ନିଲମ୍ବିତ ହେଲେ ବଲାଙ୍ଗିର ଉପଜିଲ୍ଲାପାଳ
ବଲାଙ୍ଗିର,୪ ।୯(ଓଡିଶା ଭାସ୍କର): ମହଙ୍ଗା ପଡିଲା ମହିଳା କର୍ମଚାରୀଙ୍କ ଅସଦାଚରଣ ଅଭିଯୋଗ । ଅଭିଯୋଗ ଭିତ୍ତିରେ ନିଲମ୍ବିତ ହୋଇଛନ୍ତି ବଲାଙ୍ଗିର ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର । ନିଲମ୍ବନ ନେଇ ସୂଚନା ଦେଇଛନ୍ତି…
ଗିରଫ ହେଲେ ବାରିପଦା ବିଧାୟକ ପ୍ରକାଶ ସୋରେନ୍
ବାରିପଦା, ୪ ।୯(ଓଡିଶା ଭାସ୍କର): ମୟୂରଭଞ୍ଜର ବାରିପଦା ବିଧାୟକ ପ୍ରକାଶ ସୋରେନ୍ ଆଜି ଗିରଫ ହୋଇଛନ୍ତି । ମୟୂରଭଞ୍ଜ ଆଇଟିଡି ସହକାରୀ ଯନ୍ତ୍ରୀଙ୍କୁ ମାଡ ମାରିବା ଘଟଣାରେ ବିଧାୟକଙ୍କୁ ଗିରଫ କରାଯାଇଛି । ବିଧାୟକଙ୍କ ୨…
ସେପ୍ଟେମ୍ବର ୮ରୁ ଆରମ୍ଭ ହେବ +୩ ନାମଲେଖା ଆବେଦନ
ଭୁବନେଶ୍ୱର,୪ ।୯(ଓଡିଶା ଭାସ୍କର): ରାଜ୍ୟରେ +୩ ନାମଲେଖା ପାଇଁ ତାରିଖ ପ୍ରକାଶ ପାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ସେପ୍ଟେମ୍ବର ୮ରୁ ୨୨ ଯାଏ ନାମଲେଖା ପାଇଁ…
ରାଜ୍ୟରେ ଆଉ ଜଣେ ବିଧାୟକଙ୍କୁ କରୋନା
ଜଗତସିଂହପୁର,୪ ।୯(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମରୀ ମାଡି ମାଡି ଚାଲିଛି । ଏହାରି ମଧ୍ୟରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବିଧାୟକଙ୍କ ଡ୍ରାଇଭର ମଧ୍ୟ କରୋନା…
ପରୀକ୍ଷା ପାଇଁ କାଲି ଚାଲିବ ସ୍ୱତନ୍ତ୍ର ଟ୍ରେନ୍
ଭୁବନେଶ୍ୱର,୪ ।୯(ଓଡିଶା ଭାସ୍କର): ଏନଡିଏ ଓ ନାଭାଲ ଏକାଡେମୀ ପରୀକ୍ଷା ପାଇଁ କାଲି ଗଡିବ ସ୍ୱତନ୍ତ୍ର ଟ୍ରେନ୍ । କାଲି ସନ୍ଧ୍ୟା ୫ଟାରେ କଟକ, ସମ୍ବଲପୁର ଓ ବିଶାଖାପାଟଣାକୁ ଟ୍ରେନ୍ ଚାଲିବ । ୬ ତାରିଖରେ ପରୀକ୍ଷା…
ବଢିଲା +୨ ଆବେଦନର ଅବଧି
ଭୁବନେଶ୍ୱର,୪ ।୯(ଓଡିଶା ଭାସ୍କର): କରୋନା ସଙ୍କଟ ସମୟରେ ରାଜ୍ୟରେ +୨ ନାମଲେଖା ଆବେଦନ ଅବଧି ବଢିଛି । ସେପ୍ଟେମ୍ବର ୪ ପରିବର୍ତ୍ତେ ୧୧ ତାରିଖ ଯାଏ ଏଣିକି ଆବେଦନ କରିହେବ । www.samsoodisha.gov.in ୱେବସାଇଟ…
ଦୁଇ ବର୍ଷର ପୁତୁରାକୁ ଟାଙ୍ଗିଆରେ ହାଣିଦେଲା ଦାଦା
ମାଲକାନଗିରି, ୪ା୯(ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲା ସ୍ଥିତ ମାଥିଲି ବ୍ଲକ ଖପ୍ରା ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି । ସେଠାରେ ଦୁଇ ବର୍ଷର ପୁତୁରାକୁ ଟାଙ୍ଗିଆରେ ହାଣି ଦେଇଛନ୍ତି ତାଙ୍କ ଦାଦା । ପୂର୍ବ…
ଡର୍ବଲ ମର୍ଡର ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡ
କେନ୍ଦୁଝର,୪ ।୯(ଓଡିଶା ଭାସ୍କର): କେନ୍ଦୁଝରରେ ଗୁଣିଗାରେଡି ସନ୍ଦେହରେ ଡବଲ ମର୍ଡର ଘଟଣା ମିଳିଛି ନ୍ୟାୟ । ଦୋଷୀ ଦିବାଇ ନାଗଙ୍କୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଦେବାକୁ କୋର୍ଟ ରାୟ ଶୁଣାଇଛନ୍ତି ।…
ଆସନ୍ତା ୨୩ରୁ ଅନୁଗୁଳରେ ଚାଲିବ ବାୟୁସେନାର ନିଯୁକ୍ତି ରାଲି, ଜାଣନ୍ତୁ ଆଶାୟୀ କେମିତି ନେବେ ଭାଗ
ଅନୁଗୁଳ, ୪ା୯(ଓଡ଼ିଶା ଭାସ୍କର): ଅନୁଗୁଳର ପିଟିସି ପଡ଼ିଆରେ ଆସନ୍ତା ୨୩ ରୁ ଅକ୍ଟୋବର ୪ ତାରିଖ ଯାଏଁ ଭାରତୀୟ ବାୟୁସେନା ପକ୍ଷରୁ ଏକ ନିଯୁକ୍ତିି ରାଲି କରାଯିବ । ଏଥିରେ ରାଜ୍ୟର ୩୦ ଜିଲ୍ଲାର ଆଶାୟୀ ଭାଗ ନେଇପାରିବେ…
ଗିରଫ ହେଲେ ଫ୍ୟାକ୍ଟ୍ରି ଓ ବଏଲର୍ସ ଉପନିର୍ଦ୍ଦେଶକ
ଭୁବନେଶ୍ୱର,୪ ।୯(ଓଡିଶା ଭାସ୍କର): ଫ୍ୟାକ୍ଟ୍ରି ଓ ବଏଲର୍ସ ଉପନିର୍ଦ୍ଦେଶକଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଉପନିର୍ଦ୍ଦେଶକ ରମେଶ ଚନ୍ଦ୍ର ବେହେରା ଗିରଫ ହୋଇଛନ୍ତି । ଚଢାଉ ବେଳେ…