CHARIDHAM
Browsing Category

ରାଜ୍ୟ

ଖରାରୁ ମିଳିବ ତ୍ରାହି, ଆଜିଠୁ ପାଗରେ ପରିବର୍ତ୍ତନ, ରାଜ୍ୟରେ ହେବ ବର୍ଷା

ଭୁବନେଶ୍ୱର: ଡ଼ହ ଡ଼ହ ଖରାରେ ସିଝୁଥିଲା ପୁରା ଓଡ଼ିଶା। ଏମିତିକି ଗ୍ରୀଷ୍ମ ଦିନ ଆରମ୍ଭରୁ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଥିଲା ତାପମାତ୍ରା। ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଡିଗ୍ରୀ ପାର କରିଥିଲା ଭୁବନେଶ୍ୱର…

ଘର ମାଲିକାନା ଲୋଭ, ରାସ୍ତାରେ ସାନ ଭାଇକୁ ଗୋଡ଼େଇ ଗୋଡ଼େଇ ହାଣିଲା ବଡ଼ ଭାଇ

 ଭୁବନେଶ୍ୱର: ମୁଣ୍ଡରେ ଶବାର ହୋଇଥିଲା ଘର ମାଲିକାନାର ନିଶା। ଆଉ ଘର ମାଲିକାନାରେ ବଡ଼ ଭାଇ ରାସ୍ତାରେ କଣ୍ଟା ସାଜିଥିଲା ସାନ ଭାଇ। ଶେଷରେ ସାନ ଭାଇକୁ ରାସ୍ତାରୁ ହଟାଇ ଦେବା ପାଇଁ ଚିନ୍ତା କଲା ବଡ଼ ଭାଇ। ଆଉ କିଛି…

ଏକ ମାସର ଅପେକ୍ଷା ଆଜି ଅନ୍ତ, ଇଦ-ଉଲ-ଫିତର ପାଳନ କରୁଛନ୍ତି ମୁସଲମାନ ଧର୍ମାବଲମ୍ୱୀ

ଭୁବନେଶ୍ୱର: ଆଜି ପବିତ୍ର ଇଦ୍ ପର୍ବ। ଯାହାକି ମୁସଲମାନ ସଂପ୍ରଦାୟର ସବୁଠାରୁ ଶ୍ରେଷ୍ଠ ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଦୀର୍ଘ ଏକ ମାସ ହେବ ରୋଜା ପାଳନ କରୁଥିବା ମୁସଲମାନ ଭଆଇ ଭଉଣୀମେନ ଆଜି ଇଦ-ଉଲ-ଫିତର ପାଳନ…

ବ୍ରହ୍ମପୁରରେ ଅଘଟଣ: ଦଣ୍ଡନାଚ ଯାତ୍ରାରେ ଯୁବକଙ୍କୁ ହତ୍ୟା କରିଦେଲେ ବାପ-ପୁଅ

ଭୁବନେଶ୍ୱର: ଆଜି ସକାଳୁ ସକାଳୁ ବ୍ରହ୍ମପୁରରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ସେଠାରେ ଚାଲିଥିବା ଦଣ୍ଡନାଚ ଯାତ୍ରାରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ବଡ଼ ବଜାର ଥାନା ଜେନା ସାହିରେ…

କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ଘଟଣା, ଘୋଷଣା ହେଲା ସହାୟତା ରାଶି

ଭୁବନେଶ୍ବର: କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 7ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ଘଟଣା ପରେ ସହାୟତା ଘୋଷଣା କରାଯାଇଛି । ଜଣେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ…

ଓଏଏ ସଭାପତି ଦାୟିିତ୍ୱ ନେଲେ ସମୀର, କହିଲେ ମୋର ପ୍ରଥମ ଲକ୍ଷ୍ୟ…

ଭୁବନେଶ୍ୱର,୩୦ା୩: ଓଡ଼ିଶା ଅଲିମ୍ପିକ୍ସ ସଂଘ ସଭାପତି(ଓଏଏ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି । ଦାୟିତ୍ୱ ଗ୍ରହଣ ପରେ ସମୀର ତାଙ୍କର ପ୍ରତିକି୍ରୟାରେ କହିଛନ୍ତି, ଏହା ମୋ’ ଜୀବନର…

Breaking: ସାମ୍ବାଦିକ ଏବଂ ଗଣ ଯୋଗାଯୋଗ ପ୍ରଶ୍ନପତ୍ରରେ ତ୍ରୁଟି, ଶୀଘ୍ର ନିଷ୍ପତ୍ତି ନିଆଯିବ କହିଲା OPSC

ଭୁବନେଶ୍ବର: ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ପ୍ରସଙ୍ଗ । ଦୋଷ ମାନିଲା ଓପିଏସସି । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷାରେ ତ୍ରୁଟି ହୋଇଥିବା ନେଇ ସ୍ପଷ୍ଟ କରାଯାଇଛି । ଆଜି…

Breaking: ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ, ଚୁରମାର ହୋଇଗଲା ଗାଡ଼ି

ଭୁବନେଶ୍ବର: ଯାଜପୁରରେ ଅଭାବନୀୟ ଘଟଣା । କୋରେଇ ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଜଣାପଡିଛି । ତେବେ ଆକ୍ରମଣରେ ଗାଡ଼ି ପୁରା ଭାଙ୍ଗି ପଡିଥିବା ଜଣାପଡ଼ିଛି । ଖବର ଅନୁସାରେ, ଚୋରି ବାଇକ୍‌ ସିଜ୍‌…

ବିରଜା ମନ୍ଦିରରେ ଧସେଇ ପଶିଲେ ବିଦେଶୀ ପର୍ଯ୍ୟଟକ, ମନାକରିବାରୁ ଏମିତି କଲେ

ଯାଜପୁର: ବିରଜା ମନ୍ଦିରରେ ଧସେଇ ପଶିଗଲେ ବିଦେଶୀ ପର୍ଯ୍ୟଟକ। ସୂଚନାନୁଯାୟୀ, ୮ରୁ ୧୦ ଜଣ ମହିଳା ଏବଂ ପୁରୁଷ ଧସେଇ ପଶିଯାଇଛନ୍ତି ମନ୍ଦିରରେ। ବେଢା ପରିକ୍ରମା ସହ ମନ୍ଦିର ଛୁଇଁ ମୁଣ୍ଡିଆ ମାରିଛନ୍ତି। ଯେମିତି ଏହି…

ଗାଁରେ ଚାଞ୍ଚଲ୍ୟ; ଘର ଭିତରୁ ଉଦ୍ଧାର ହେଲା ଦମ୍ପତ୍ତିଙ୍କ ମୃତଦେହ

କଣ୍ଟାବାଞ୍ଜି: ଏକ ଆଶ୍ଚର୍ଯ୍ୟଜନକ ମାମଲା କଣ୍ଟାବାଞ୍ଜିରେ ଦେଖିବାକୁ ମିଳିଛି। ଘର ଭିତରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୁରିବାହାଲ ଥାନା ଗୁଡ଼ିଘାଟ ଗାଁରେ ଏ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ଦମ୍ପତ୍ତିଙ୍କ…