Browsing Category

ରାଜ୍ୟ

ରାଜ୍ୟରେ ଆଉ ଜଣେ ବିଧାୟକଙ୍କୁ କରୋନା

ପଟାଙ୍ଗୀ,୨୫ ।୮(ଓଡିଶା ଭାସ୍କର): କରୋନା ମହାମାରୀର ପ୍ରଭାବ ବଢି ବଢି ଚାଲିଛି । ଏହାରି ମଧ୍ୟରେ ରାଜ୍ୟର ଆଉ ଜଣେ ବିଧାୟକ ଏହାର କବଜାକୁ ଆସିଛନ୍ତି । କୋରାପୁଟ ପଟାଙ୍ଗୀ ବିଧାୟକ ପ୍ରୀତମ ପାଢୀ କରୋନାରେ ସଂକ୍ରମିତ…

ଦେଖୁ ଦେଖୁ ମାଟିରେ ମିଶିଗଲା ୫ ମହଲା କୋଠା, ୧୫ ମୃତ

ମହାରାଷ୍ଟ୍ରର ରାୟଗଡରେ ଏକ ପାଞ୍ଚ ମହଲା ବିଶିଷ୍ଟ କୋଠା ଭୁଶୁଡି ପଡିଛି, ଯେଉଁଥିରେ ୫୦ରୁ ଅଧିକ ଲୋକ ଫସିରହିଥିବା ଆଶଙ୍କା କରାଯାଉଛି । ଏହି ଘଟଣା ରୟାଗଡାର କାଜଲପୁରା ଅଞ୍ଚଳରୁ ଆସିଛି । ତେବେ କୋଠା ଭୁଶୁଡିବା ପରେ…

ଦିନକରେ ୮୪୮ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୫ ।୮:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୮ ହଜାର ୩୯୦କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୪୮ ଜଣ…

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବାହାରିବ +2 କଳା ରେଜଲ୍ଟ

ଭୁବନେଶ୍ୱର,୨୫/୮(ଓଡିଶା ଭାସ୍କର): ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବାହାରିବ +2 କଳା ପରୀକ୍ଷା ଫଳ। ତେବେ ଅଗଷ୍ଟ ଶେଷ ସପ୍ତାହରେ ପରୀକ୍ଷା ଫଳ ବାହାରିବାର ଥିଲା । CHSEର ୨ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ପରେ…

ରାଜ୍ୟରେ ୨୪ଘଣ୍ଟାରେ ୫୮ ହଜାର ୩୩୮ ନମୁନା ପରୀକ୍ଷା

ଭୁବନେଶ୍ୱର,୨୫/୮(ଓଡ଼ିଶା ଭାସ୍କର): ରାଜ୍ୟରେ ୨୪ଘଣ୍ଟାରେ ୫୮ ହଜାର ୩୩୮ ନମୁନା ପରୀକ୍ଷା କରାଯାଇଛି। ଆଣ୍ଟିଜେନ ୫୦,୪୪୯, ଆରଟିପିସିଆର ୭,୮୧୩, ଟ୍ରୁନେଟରେ ୭୬ପରୀକ୍ଷା ହୋଇଥିବା ସୂଚନା ମିଳିଛି।କେନ୍ଦ୍ରାପଡାରେ…

ରାଜ୍ୟର ୨୫ ଡିଏସ୍‌ପିଙ୍କୁ ବଦଳି କଲା ପୋଲିସ ମୁଖ୍ୟାଳୟ

ଭୁବନେଶ୍ୱର, ୨୪/୮(ଓଡ଼ିଶା ଭାସ୍କର): ରାଜ୍ୟର ୨୫ ଡିଏସ୍‌ପିଙ୍କୁ ବଦଳି କରିଛି ପୋଲିସ ମୁଖ୍ୟାଳୟ । ଭୁବନେଶ୍ବର କ୍ରାଇମ୍‌ ବ୍ରାଞ୍ଚ STFର DSP ଭାବେ ମନୋଜ ରାଉତଙ୍କ ବଦଳି ହୋଇଛି। ସେହିପରି  ଖୋର୍ଦ୍ଧାରୁ ବାଲେଶ୍ବରକୁ…

ଖୁସି ଖବର, ରାଜ୍ୟରେ ଆଜି ୨୫୧୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୪ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୫୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୫୬୯୨୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ଓଡ଼ିଶାରେ ଏକ ଲକ୍ଷ କୋଟି ଟଙ୍କା ନିବେଶ କରିବ ଜେଏସଡ଼ବ୍ଲୁ

ଭୁବନେଶ୍ୱର, ୨୪ା୮(ଓଡ଼ିଶା ଭାସ୍କର): ଖୁବଶୀଘ୍ର ଜଗତସିଂହପୁରରେ ଜେଏସଡ଼ବ୍ଲୁ ଇସ୍ପାତ ପ୍ରକଳ୍ପ କାମ ଆରମ୍ଭ ହେବ । ଜଗତସିଂହପୁରରେ ୧୨ ନିୟୁତ ଟନର ଇସ୍ପାତ ପ୍ରକଳ୍ପ ଜେଏସଡ଼ବ୍ଲୁ କରିବ । ପ୍ରକଳ୍ପ ଅଗ୍ରଗତି ନେଇ ଆଜି…

ଭୁବନେଶ୍ୱରରୁ ଆଜି ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୪ା୮(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ପ୍ରତିଦିନ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି…

୯୩ ଡ଼ିଟୋନେଟର,ଗୁଳିଗୋଳା ସମେତ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି, ୨୪ା୮(ଓଡ଼ିଶା ଭାସ୍କର): ମାଲକାନଗିରି ପୋଲିସକୁ ଏକ ବଡ଼ ସଫଳତା ମିଳିଛି । କାଲିମେଳା ଅଞ୍ଚଳର କୁରୁବ ଓ ସୁଧାକୋଣ୍ଡା ଆଦି ଜଙ୍ଗଲରେ ବିଏସଏଫ ଓ ଡିଭିଏଫ ଯବାନଙ୍କ ମିଳିତ ଉଦ୍ୟମରେ ସର୍ଚ୍ଚ ଅପରେସନ ଜାରି…