Browsing Category

ରାଜ୍ୟ

ବଡ ଖବର: ରାଜ୍ୟରେ ଆଜି ପୁଣି ୨୦୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୩୦ ।୬(ଓଡିଶା ଭାସ୍କର): କରୋନାକୁ ନେଇ ଓଡିଶାର ସ୍ଥିତି ବିଗିଡିବାରେ ଲାଗିଛି । ସଟ-ଡାଉନ ପରେ ବି କରୋନାକୁ ନେଇ ରାଜ୍ୟରେ ସୁଧାର ଆସିବା ପରିବର୍ତ୍ତେ ଅଧିକ ଲୋକ ଏହାର ଶିକାର ହେଉଛନ୍ତି । ଏହାରି…

ବୀରମିତ୍ରପୁର ଦୁଷ୍କର୍ମ ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ

କଟକ,୩୦/୬(ଓଡିଶା ଭାସ୍କର) : ସୁନ୍ଦରଗଡ଼ ସ୍ଥିତ ବିରମିତ୍ରପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭପାତ ମାମଲା କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତରିତ କରାଯାଇଛି। କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି…

କଟକର ଏକ ପୁରୁଣା ପ୍ରେସରେ ଲାଗିଲା ଭୟାନକ ଅଗ୍ନିକାଣ୍ଡ

କଟକ,୩୦/୬(ଓଡିଶା ଭାସ୍କର): କଟକରେ ଥିବା ଓଡିଆ ବଜାରରେ ଆଜି ଲାଗିଛି ଭୟାନକ ଅଗ୍ନିକାଣ୍ଡ । ଏକ ପୁରୁଣା ପ୍ରେସରେ ଅଚାନକ ଲାଗିଯାଇଛି ନିଆଁ । ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ଅନ୍ୟପଟେ…

IAS ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୯/୬(ଓଡିଶା ଭାସ୍କର): ରାଜ୍ୟ IAS ସ୍ତରରେ ଆଜି ଛୋଟ ଧରଣର ଅଦଳବଦଳ ହୋଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସତ୍ୟବ୍ରତ ସାହୁ ହୋଇଛନ୍ତି MSME ସଚିବ। ଅଭିପରି ଗୋପବନ୍ଧୁ ଶତପଥୀ ହୋଇଛନ୍ତି ରାଜ୍ୟ ସମବାୟ…

ଜୁଲାଇ ପାଇଁ ନବୀନଙ୍କ ୯ ପରାମର୍ଶ, ଜାଣନ୍ତୁ କ’ଣ

ଭୁବନେଶ୍ୱର,୨୯/୬(ଓଡିଶା ଭାସ୍କର): କରୋନା ସଙ୍କଟ ସମୟ ମଧ୍ୟରେ ସବୁ ଜିଲ୍ଲାପାଳ ଓ ଏସପିଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଜୁଲାଇରେ କରୋନା ମୁକାବିଲା ପାଇଁ ପ୍ରସ୍ତାବ ଆହ୍ୱାନ କରିଛନ୍ତି ନବୀନ।୩…

ଘରୋଇ ହସ୍ପିଟାଲକୁ ବିଏମସିର ନିର୍ଦ୍ଦେଶ, ଜାଣନ୍ତୁ କ’ଣ

ଭୁବନେଶ୍ୱର,୨୯ ।୬(ଓଡିଶା ଭାସ୍କର): କରୋନା ପାଇଁ ବିଏମସିର କଡା ପଦକ୍ଷେପ । ଭୁବନେଶ୍ୱରର ସବୁ ଘରୋଇ ହସ୍ପିଟାଲ ଓ ନର୍ସିଂହୋମକୁ ବିଏମସି କଡା ନିର୍ଦ୍ଦେଶ ଦେଇଛି । ବିଏମସିର ନିର୍ଦ୍ଦେଶାନୁସାରେ, ବସ୍ତି ଅଞ୍ଚଳରେ…

କାଲି ସୁଦ୍ଧା ୧୦ ଜିଲ୍ଲା ସାବଧାନ୍ । କାଳବୈଶାଖୀ ସହ ହୋଇପାରେ ଭୟଙ୍କର ବଜ୍ରପାତ

ଭୁବନେଶ୍ୱର,୨୯ ।୬(ଓଡିଶା ଭାସ୍କର): ଆସନ୍ତାକାଲି ସୁଦ୍ଧା ୧୦ ଜିଲ୍ଲାରେ ହୋଇପାରେ ପ୍ରବଳ ବର୍ଷା । ଏନେଇ ରାଜ୍ୟର ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟର ୧୦ଟି ଜିଲ୍ଲାରେ…

ଖୁସି ଖବର: ରାଜ୍ୟରେ ଆଉ ୨୦୩ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର,୨୯ ।୬(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ବଢି ବଢି ଚାଲିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟର ୧୭ଟି ଜିଲ୍ଲାରୁ ଆଉ ୨୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି…

ସାଧାରଣ ଲୋକଙ୍କୁ ସରକାରୀ କାର୍ଯ୍ୟାଳୟ ମନା

ଯାଜପୁର,୨୯ ।୬(ଓଡିଶା ଭାସ୍କର): ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କୁ ଯିବା ମନା । ଜୁଲାଇ ୮ ଯାଏଁ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଏହି କଟକଣା ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କର୍ମଚାରୀମାନେ ମାସ୍କ…