Browsing Category
ରାଜ୍ୟ
ଦେଶରେ ଟପ ୧୦୦ରେ ଓଡ଼ିଶାର ୪ ୟୁନିଭର୍ସିଟି
ଭୁବନେଶ୍ୱର, ୧୧ା୬(ଓଡ଼ିଶା ଭାସ୍କର): ଭାରତର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନରେ ଓଡ଼ିଶାର ୪ଟି ୟୁନିଭର୍ସିଟି ରହିଛି । ୩୨ତମ ସ୍ଥାନରେ ଏନଆଇଟି ରାଉରକେଲା, ୩୮ତମ ସ୍ଥାନରେ ସୋଆ ରହିଛି । ସେହିପରି ୪୪ତମ ସ୍ଥାନରେ କିଟ୍,…
ବାତିଲ୍ ହେଲା ଡିଏଲ ଓ ଏଲଏଲ ସ୍ଲଟ ବୁକିଂ
ଭୁବନେଶ୍ୱର,୧୧ ।୬(ଓଡିଶା ଭାସ୍କର): ଡିଏଲ ଓ ଏଲଏଲ ସ୍ଲଟ ବୁକିଂ ନିର୍ଦ୍ଦେଶକୁ ବାତିଲ କଲେ ରାଜ୍ୟ ସରକାର । ଡିଏଲ ଓ ଏଲଏଲ ସ୍ଲଟ ବୁକିଂ ନେଇ ସରକାର ବିଜ୍ଞପ୍ତି ଜାରି କରିବେ । ମାର୍ଚ୍ଚ ୧୮ରୁ ସେପ୍ଟେମ୍ବର ୩୦ ମଧ୍ୟରେ…
ଶୁକ୍ରବାର ନାଇଟ କର୍ଫ୍ୟୁ କୋହଳ କଲେ ରାଜ୍ୟ ସରକାର
ଭୁବନେଶ୍ୱର, ୧୧ା୬(ଓଡ଼ିଶା ଭାସ୍କର): ଆଉ ଦୁଇ ଦିନ ପରେ ଓଡ଼ିଆଙ୍କ ରଜ ପର୍ବ । ରଜ ପର୍ବ ପାଇଁ କର୍ଫ୍ୟୁ କୋହଳ କରିଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ନାଇଟ କର୍ଫ୍ୟୁକୁ କୋହଳ କରାଯାଇଛି । ୧୨ ତାରିଖ ସନ୍ଧ୍ୟା ୭ଟା…
ଓଡ଼ିଶା ଛୁଇଁଲା ମୌସୁମୀ
ଭୁବନେଶ୍ୱର, ୧୧ା୬(ଓଡ଼ିଶା ଭାସ୍କର): ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଛୁଇଁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୌସୁମୀ ଓଡ଼ିଶା ଛୁଇଁବା ଫଳରେ ଆଜିଠାରୁ ରାଜ୍ୟରେ ସ୍ଥାନେ…
ହୋଇନାହିଁ ମାସ୍କ ଦୁର୍ନୀତି, କେନ୍ଦ୍ରର ନୋଟିଫିକେସନ ଅନୁସାରେ କିଣାଯାଇଛି ମାସ୍କ: ସସ୍ମିତ
ଭୁବନେଶ୍ୱର, ୧୧ା୬(ଓଡ଼ିଶା ଭାସ୍କର): ମାସ୍କ ଦୁର୍ନୀତି ପ୍ରସଙ୍ଗକୁ ନେଇ ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ କୋଭିଡ଼ ମୁକାବିଲା ଓ ହସ୍ପିଟାଲ ପ୍ରତିଷ୍ଠା…
କରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ, କାରଣ ଜାଣନ୍ତୁ
ଭୁବନେଶ୍ୱର, ୧୧ା୬(ଓଡ଼ିଶା ଭାସ୍କର): ସୋରିଆସିସ ରୋଗରେ ପୀଡ଼ିତ ଥିବା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ତାଙ୍କର ପୂର୍ବରୁ କୋଭିଡ଼ ପଜିଟିଭ୍ ଚିହ୍ନଟ ହୋଇଥିବା ଭୁବନେଶ୍ୱରର ୩୮ବର୍ଷିୟା ମହିଳାଙ୍କ ମୃତ୍ୟୁ ହୋଇଛି ।…
ଚିନ୍ତା ବଢ଼ାଉଛି କରୋନା, ରାଜ୍ୟରେ ଆଉ ୧୩୬ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, ୧୧ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୮୬କୁ ବୃଦ୍ଧି ପାଇଛି । ୧୩୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ଜଣ…
ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସାବିତ୍ରୀ ରଥୋ
କଟକ, ୧୧ା୬(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ବିଚାରପତି ଭାବରେ ଶପଥ ନେଇଛନ୍ତି ଜଷ୍ଟିସ ସାବିତ୍ରୀ ରଥୋ । ହାଇକୋର୍ଟ କନଫରେନ୍ସ ହଲରେ ତାଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟ ବିଚାରପତି । କରୋନା ପାଇଁ ନିରାଡ଼ମ୍ବର ଭାବେ…
କ୍ୱାରେଣ୍ଟିନ ସେଣ୍ଟରରେ ଜଣେ ବ୍ୟକ୍ତି ଓ ନାବାଳିକାଙ୍କ ମୃତ୍ୟୁ
ଭୁବନେଶ୍ୱର, ୧୧ା୬(ଓଡ଼ିଶା ଭାସ୍କର): କ୍ୱାରେଣ୍ଟିନ ସେଣ୍ଟରରେ ଅଘଟଣ ଘଟିଛି । ଗଞ୍ଜାମ ସ୍ଥିତ ବରଡ଼ାବାଲି ସଙ୍ଗରୋଧ କେନ୍ଦ୍ରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସେ ୧୦ଦିନ ତଳେ ସୁରତରୁ ଫେରି ସଙ୍ଗରୋଧ କେନ୍ଦ୍ରରେ…
ପ୍ରବଳ ଝଡତୋଫାନ, ଗଛ ଭାଙ୍ଗି ରାସ୍ତା ଅବରୋଧ
ମାଲକାନଗିରି ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥରେ ଆଜି ବର୍ଷା ପବନ ହେବା ଫଳରେ ରାସ୍ତା କଡରେ ଥିବା ଗଛ ପଡି ମୁଖ୍ୟ ରାସ୍ତା ଅବରୋଧ ହୋଇଯାଇଛି। ଯାହା ଫଳରେ ଏହି ରାସ୍ତା ଆନ୍ଧ୍ରକୁ ଯୋଗାଯୋଗ କରୁଥିବାରୁ ମାଲକାନଗିରି ରୁ…