Browsing Category

ରାଜ୍ୟ

ଓଡିଶାକୁ ମାଡିଆସୁଛନ୍ତି ପଙ୍ଗପାଳ ! ହଳଦିଆ ନୁହେଁ, ଗୋଲାପୀ ଅଧିକ କ୍ଷତିକାରକ

ଭୁବନେଶ୍ୱର,୩୧ ।୫(ଓଡିଶା ଭାସ୍କର): ପାକିସ୍ତାନୀ ପଟରୁ ମାଡିଆସିଥିବା ପଙ୍ଗପାଳ ଦିନକୁ ଦିନ ଚିନ୍ତା ବଢାଇବାରେ ଲାଗିଛି । ରାଜସ୍ଥାନ ପରେ ପରେ ଓଡିଶା ଓ ବିହାରକୁ ଆସିପାରନ୍ତି ପଙ୍ଗପାଳ, ଯାହାକି ଚାଷୀ ଓ ଚାଷ ପାଇଁ…

କାଲିଠାରୁ ଝାରସୁଗୁଡାକୁ ଉଡାଣ ଭରିବ ବିମାନ

ଝାରସୁଗୁଡା,୩୧ ।୫(ଓଡିଶା ଭାସ୍କର): ଆସନ୍ତାକାଲିଠାରୁ ଝାରସୁଗୁଡାକୁ ଉଡାଣ ଭରିବ ଏଲାଏନ୍ସ ଏୟାର ବିମାନ । କୋଲକାତାରୁ ବିମାନ ବାହାରି ସକାଳ ୭ଟା ୩୫ରେ ଝାରସୁଗୁଡାରେ ପହଞ୍ଚିବ । ଝାରସୁଗୁଡାରୁ ୮ଟା ୧୦ରେ ବାହାରି ୯ଟା…

କେନ୍ଦ୍ରାପଡା : ୬ ଜଣ ନର୍ସ, ଆଶା ଦିଦି ଓ ଅଙ୍ଗନବାଡି କର୍ମୀଙ୍କୁ କରୋନା

କେନ୍ଦ୍ରାପଡା,୩୧ ।୫(ଓଡିଶା ଭାସ୍କର): କରୋନା ଯୋଦ୍ଧାଙ୍କୁ ବି ଛାଡୁନି ମହାମାରୀ । ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୧୨୯ ଙ୍କ ମଧ୍ୟରୁ କେନ୍ଦ୍ରାପଡାରୁ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ…

ଓଡିଶାକୁ ପ୍ରଶଂସାରେ ପୋତି ପକାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ୬୫ତମ ‘ମନ କି ବାତ୍’ ରେଡିଓ କାର୍ଯ୍ୟକ୍ରମରେ ଆଜି ଦେଶକୁ ସମ୍ବୋଧିତ କରିଛନ୍ତି । ମନ କି ବାତରେ ଓଡିଶା ଗସ୍ତ କଥା ଉଠାଇଲେ ମୋଦୀ । ବାତ୍ୟା ଅମ୍ଫନ ମୁକାବିଲା ନେଇ ଓଡିଶାର ସାହସ…

ରାଜ୍ୟରେ ଆଉ ୧୨୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୩୧/୫(ଓଡ଼ିଶା ଭାସ୍କର) ରାଜ୍ୟରେ ଆଉ ୧୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଓଡ଼ିଶାରେ ଆକ୍ରାନ୍ତଙ୍କ  ସଂଖ୍ୟା ୧୯୪୮କୁ ବୃଦ୍ଧି ପାଇଛି।୧୯ ଜିଲ୍ଲାରୁ ୧୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…

ଆସନ୍ତାକାଲିଠୁ ଅନଲାଇନରେ ଆରମ୍ଭ ହେବ +୨ ଖାତାଦେଖା

ଭୁବନେଶ୍ୱର, ୩୧/୫(ଓଡିଶା ଭାସ୍କର): କରୋନା ଭାଇରସ ସତର୍କତା ନେଇ ଦେଶ ଓ ରାଜ୍ୟ ଲକ ଡାଉନ ରହିଛି। କିନ୍ତୁ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ଲକ ଡାଉନ ଫିଟିବ। ଏହାସହ ବନ୍ଦ ଥିବା +୨ ଖାତା ଦେଖା ଆରମ୍ଭ ହେବ। ଆସନ୍ତା…

‘ବନ୍ଦେ ଉତ୍କଳ ଜନନୀ’ରେ ଗୁଞ୍ଜରିତ ହେଲା ଓଡିଶା ଭାସ୍କର କାର୍ଯ୍ୟାଳୟ

ଭୁବନେଶ୍ୱର,୩୦ ।୫(ଓଡିଶା ଭାସ୍କର): ସାରା ଓଡିଶାରେ ଆଜି ସନ୍ଧ୍ୟା ୫ଟା ୩୦ରେ ଗୁଞ୍ଜରିତ ହୋଇଛି ‘ବନ୍ଦେ ଉତ୍କଳ ଜନନୀ’ । କରୋନା ଯୋଦ୍ଧାଙ୍କୁ ଉତ୍ସାହିତ ତଥା ସମ୍ମାନିତ କରିବା ପାଇଁ ସମସ୍ତ ଓଡିଶାବାସୀ ବନ୍ଦେ ଉତ୍କଳ…

କରୋନା ଯୋଦ୍ଧାଙ୍କୁ ସମ୍ମାନ: ନବୀନ ନିବାସରେ ବନ୍ଦେ ଉତ୍କଳ ଜନନୀ ଗାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦ା୫(ଓଡ଼ିଶା ଭାସ୍କର): ବନ୍ଦେ ଉତ୍କଳ ଜନନୀ ଗୀତରେ ଗୁଞ୍ଜରିତ ହୋଇ ଉଠିଲା ସାରା ରାଜ୍ୟ । ସବୁ ଓଡ଼ିଆ ଏକାଠି ହୋଇ ଗାଇଛନ୍ତି ବନ୍ଦେ ଉତ୍କଳ ଜନନୀ । କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ଏକାଠି…

୭୩କେଜି ଗଞ୍ଜେଇ ଜବତ, ୪ ଅଭିଯୁକ୍ତ ଗିରଫ

କନ୍ଧମାଳ, ୩୦ା୫(ଓଡ଼ିଶା ଭାସ୍କର): ଦେଶ ହେଉ କିମ୍ବା ରାଜ୍ୟ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ଗଞ୍ଜେଇ ଚୋରାଚାଲାଣ ଠାରୁ ଆରମ୍ଭ କରି ଡ୍ରଗ୍ସ, ମର୍ଡ଼ର, ଚୋରୀ ବଢ଼ିବାରେ ଲାଗିଛି ।ଏହାରି ମଧ୍ୟରେ କନ୍ଧମାଳରୁ ଆଜି…

ରାଜ୍ୟରେ ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୩୦ା୫(ଓଡ଼ିଶା ଭାସ୍କର): ରାଜ୍ୟରେଅ ଆଜି ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୦୫୦କୁ ବୃଦ୍ଧି…