Browsing Category
ରାଜ୍ୟ
ବସରେ ନିଆଁ ଲାଗିବା ଘଟଣାର ତଦନ୍ତ ହେବ: ପରିବହନ ମନ୍ତ୍ରୀ
ଭୁବନେଶ୍ୱର, ୯ା୨(ଓଡ଼ିଶା ଭାସ୍କର): ୧୧କେଭି ବିଦ୍ୟୁତ ତାର ଲାଗି ବସ ଜଳିଯାଇଥିବା ଘଟଣାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କେଉଁ ପରିସ୍ଥିତିରେ ଘଟଣାଟି ଘଟିଛି ଏହାର ତଦନ୍ତ…
ବସରେ ଭୟାବହ ଅଗ୍ନିକାଣ୍ଡ, ୧୧ମୃତ୍ୟୁ ଆଶଙ୍କା
ବ୍ରହ୍ମପୁର, ୯ା୨(ଓଡ଼ିଶା ଭାସ୍କର): ବ୍ରହ୍ମପୁର ସ୍ଥିତ ଗୋଳନ୍ଥରାର ମେଣ୍ଡରାଜପୁର ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ଏକ ବସରେ ଭୟାବହ ଅଗ୍ନିକାଣ୍ଡ ଘଟିଛିି । ୧୧କେଭି ବିଦ୍ୟୁତ ତାର…
ବରଯାତ୍ରୀ ବସରେ ଭୟାବହ ଅଗ୍ନିକାଣ୍ଡ
ବ୍ରହ୍ମପୁର, ୯ା୨(ଓଡ଼ିଶା ଭାସ୍କର): ବ୍ରହ୍ମପୁର ସ୍ଥିତ ଗୋଳନ୍ଥରାର ମେଣ୍ଡରାଜପୁର ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ଏକ ବସରେ ଭୟାବହ ଅଗ୍ନିକାଣ୍ଡ ଘଟିଛିି । ୧୧କେଭି ବିଦ୍ୟୁତ ତାର…
ଜାପାନରୁ ଆସିଲା ୨ ଓଡିଆଙ୍କ ମୃତଦେହ
ଭୁବନେଶ୍ୱର,୯ ।୨(ଓଡିଶା ଭାସ୍କର): ଜାପାନରେ ୨ ଓଡିଆ ରୋଷେୟାଙ୍କ ମୃତ୍ୟୁ ଘଟଣାରେ କୋଲକାତା ବିମାନ ବନ୍ଦରରେ ପହଞ୍ଚିଲା ଉଭୟଙ୍କ ମୃତଦେହ । ‘ଓଡିଶା-ମୋ ପରିବାର’ ପକ୍ଷରୁ ଉଭୟଙ୍କ ମୃତଦେହ ଗାଁକୁ ପଠାଯାଇଛି ।…
ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ରାୟଗଡ଼ା, ୯ା୨(ଓଡ଼ିଶା ଭାସ୍କର): ରାୟଗଡ଼ାରେ ରୋହିତ କଲୋନୀରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଏକ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ସୂଚନା ମିଳିଛି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ…
ପଥର ଖୋଲରୁ ଆଉ ବାହାରୁନି ତେଲ
ଦାରିଙ୍ଗବାଡି,୯ ।୨(ଓଡିଶା ଭାସ୍କର): ଦାରିଙ୍ଗବାଡିରେ ପଥର ଖୋଲରୁ ଡିଜେଲ୍ ବାହାରିବା ଘଟଣାରେ ଆଜି ଆସିଛି ଭିନ୍ନ ମୋଡ । ଆଜି ସକାଳୁ ପଥର ଖୋଲରୁ ଆଉ ବାହାରୁନି ତେଲ । ଏନେଇ ଭୁବନେଶ୍ୱର ବିପିସିଏଲର ଏକ ଟିମ୍ ଯାଞ୍ଚ୍…
ଟ୍ରକକୁ ପିଟିଲା ବୋଲେରୋ: ୨ ମୃତ, ୭ ଗୁରୁତର
ବଲାଙ୍ଗିର,୯ ।୨(ଓଡିଶା ଭାସ୍କର): ବଲାଙ୍ଗିର-ସୋନପୁର ରାସ୍ତାର ସାତମାଇଲ ନିକଟରେ ଏକ ଟ୍ରକକୁ ପିଟିଲା ବୋଲେରୋ । ଦୁର୍ଘଟଣାରେ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ…
ପ୍ରବଳ ପବନ ଯୋଗୁଁ ଚିଲିକାରେ ଅଟକିଲା ଭସାପୋଲ
ସାତପଡ଼ା, ୮ା୨(ଓଡ଼ିଶା ଭାସ୍କର): ଚିଲିକା ମଝିରେ ଏକ ଭସାପୋଲ ଅଟକି ଥିବା ସୂଚନା ମିଳିଛି । ସେହି ଭସାପୋଲରେ ପାଖାପାଖି ୧୦୦ଯାତ୍ରୀ ଫଶିଥିଲେ । ଅନ୍ୟ ଏକ ଭସାପୋଲ ମାଧ୍ୟମରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।…
ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଦୁର୍ଷ୍କମ କରିଥିବା ଅଭିଯୋଗରେ OSAP ଯବାନ ଗିରଫ
ଭୁବନେଶ୍ୱର, ୮ା୨(ଓଡ଼ିଶା ଭାସ୍କର): ପୁଣିଥରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି । ରାଜଧାନୀ ଭୁବନେଶ୍ୱରର ଏକ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ଓଏସଏପି…
ଆହୁରି ୨୪ ଘଣ୍ଟା ଛେଚିବ
ଭୁବନେଶ୍ୱର,୮ ।୨(ଓଡିଶା ଭାସ୍କର): ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୫ଟି ଜିଲ୍ଲାରେ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ମଧ୍ୟ ବହିପାରେ । ସେହି ୫ଟି ଜିଲ୍ଲା ହେଉଛି-…