Browsing Category

ରାଜ୍ୟ

କରୋନା ନୁହେଁ କ୍ୟାନସରରେ ମୃତ୍ୟୁ ହୋଇଛି: ବାଗଚୀ

ଭୁବନେଶ୍ୱର, ୨୧ା୪(ଓଡ଼ିଶା ଭାସ୍କର): କରୋନା ନେଇ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ଆଜି ୪୪ନମ୍ବର ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେ କରୋନାରେ ନୁହେଁ କ୍ୟାନସରରେ ମୃତ୍ୟୁବରଣ କରିଛନ୍ତି ବୋଲି ସ୍ପଷ୍ଟ…

ରାଜ୍ୟର ୬୩ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର, ୨୧ା୪(ଓଡ଼ିଶା ଭାସ୍କର): ରାଜ୍ୟର ୬୩ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ସରକାର । ଆକ୍ରାନ୍ତ ଥିବା ୫୮ବର୍ଷିୟ ବ୍ୟକ୍ତି କୋଲକାତାରୁ ଭଦ୍ରକରୁ ଆସିଥିଲେ । ୯ଏପ୍ରିଲରେ ଟ୍ରକ୍ ଜରିଆରେ କୋଲକାତାରୁ…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୧ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏକ ଘରୋଇ ହସ୍ପିଟାଲରେ ରାଜ୍ୟର ୪୪ନମ୍ବର କରୋନାରେ ଆକ୍ରାନ୍ତ ଥିବା ରୋଗୀଙ୍କ ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗରୁ ଆସି ସେ…

ରାଜ୍ୟରେ ଆଉ ୫କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୧ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୫ଜଣ କରୋନା ରେ ଆକ୍ରାନ୍ତ ଥିବା ରୋଗୀ ସୁସ୍ଥ ହୋଇଛନ୍ତି । ପୂର୍ବରୁ ୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ଏହାସହ ରାଜ୍ୟରେ ବତ୍ତର୍ମାନ ୨୯ଜଣ ସୁସ୍ଥ ହୋଇଛନ୍ତିି…

ଆସନ୍ତାକାଲିଠାରୁ କାର୍ଯ୍ୟକ୍ଷମ ହେବ ପ୍ରବାସୀ ଓଡ଼ିଆଙ୍କ ପାଇଁ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର, ୨୧ା୪(ଓଡ଼ିଶା ଭାସ୍କର): କରୋନା ପାଇଁ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଲକ୍ ଡାଉନ ପାଇଁ ବହୁ ଓଡ଼ିଆ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି । ତେଣୁ ପ୍ରବାସୀ ଓଡ଼ିଆଙ୍କ ପାଇଁ ବିଧାନସଭାରେ ଅଭିଯୋଗ ପ୍ରକୋଷ୍ଠ…

ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା , କରୋନା ଚିକିତ୍ସା ସମୟରେ ମୃତ୍ୟୁ ହେଲେ ମିଳିବ ରାଷ୍ଟ୍ରୀୟ ମର୍ଯ୍ୟାଦା

ଭୁବନେଶ୍ୱର, ୨୧ା୪(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ ବାର୍ତ୍ତା । ସେ ସ୍ୱାସ୍ଥ୍ୟକର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । କରୋନା ମୁକାବିଲାରେ ନିୟୋଜିତ ହୋଇଥିବା…

କରୋନା ପ୍ରଭାବ: ଆମେରିକାରେ ପାଣିଠାରୁ ପେଟ୍ରୋଲ ଶସ୍ତା

ୱାଶିଂଟନ, ୨୧ା୪: ଆମେରିକାରେ ଅଶୋଧିତ ତେଲ ଦରରେ ଅହେତୁକ ହ୍ରାସ ପାଇଛି । ବ୍ୟାରେଲ ପିଛା ଦର ଗୋଟିଏ ଡଲାରରୁ କମ ମୂଲ୍ୟକୁ ଖସିଛି । କରୋନା ଯୋଗୁଁ ଚାହିଦା ଅତ୍ୟଧିକ କମିବାରୁ ପ୍ରଭାବ ପଡ଼ୁଛି । ତେଲ ବିକ୍ରି…

କ୍ୱାରେଣ୍ଟାଇନରେ ଡାକ୍ତର ଓ ନର୍ସ

ଯାଜପୁର, ୨୧ା୪(ଓଡ଼ିଶା ଭାସ୍କର): ଯାଜପୁରରେ ୩ଡାକ୍ତରଙ୍କ ସହ ୧୯ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଗତକାଲି ଯାଜପୁରରେ ଚିହ୍ନଟ ହୋଇଥିବା କିଛି ଆକ୍ରାନ୍ତ ଯାଜପୁର ଜିଲ୍ଳା ମୁଖ୍ୟ ଚିକତ୍ସାଳୟରେ ଚିକିତ୍ସିତ…

ପୁରୀ ଯାତ୍ରା ପଡ଼ିଲା ମହଙ୍ଗା, ନିଲମ୍ବିତ ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ

ବଡ଼ଚଣା, ୨୧ା୪(ଓଡ଼ିଶା ଭାସ୍କର): ବଡ଼ଚଣା ଥାନା ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ବଡ଼ଚଣା ଥାନାରେ ମାମଲା ରୁଜୁ ହୋଇଛି । ସେ ଆଇନ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ…

୧୦୪ ନମ୍ବର କୁ କଲ କରି କହୁଛନ୍ତି I LOVE U

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର): କରୋନା ମହାମାରୀ ସମୟରେ ଲୋକଙ୍କୁ ସ୍ୱାସ୍ଥ୍ୟଗତ ସୂଚନା ଦେବାକୁ ସରକାର ଜାରୀ କରିଛନ୍ତି ହେଲ୍ପ ଲାଇନ ନମ୍ବର । ତାଛଡା ବାହାରୁ ରାଜ୍ୟକୁ ଆସିଥିବା ଲୋକେ ବି ୧୦୪ ନମ୍ବରକୁ କଲ୍…