Browsing Category

ରାଜ୍ୟ

ଡ୍ରିମ୍‌ସ କଲେଜ ହେବ ସ୍ୱତନ୍ତ୍ର କରୋନା ହସ୍ପିଟାଲ

କଟକ, ୨୭ା୩(ଓଡ଼ିଶା ଭାସ୍କର): କଟକ ଟାଙ୍ଗୀର ଡ୍ରିମ୍‌ସ କଲେଜ ସ୍ୱତନ୍ତ୍ର କରୋନା ହସ୍ପିଟାଲ ହେବ ବୋଲି ସୂଚନା ମିଳିଛି । ଏନେଇ ପୁରା କଲେଜ କ୍ୟାମ୍ପସକୁ ପ୍ରଶାସନ ନିଜ ଅଧୀନକୁ ନେଇଛି । ହସ୍ପିଟାଲରେ ୫ଶହ ଶଯ୍ୟା ସହ ୧୦୦…

ଓଡ଼ିଆ ସଂଗଠନକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର, ୨୭ା୩(ଓଡ଼ିଶା ଭାସ୍କର): କରୋନା ନେଇ ଦେଶ ଲକ୍ ଡ଼ାଉନ ରହିଛି । ଏନେଇ ରାଜ୍ୟ ବାହାରେ କାମ କରୁଥିବା ଓଡ଼ିଆମାନେ ଫସି ରହିଛନ୍ତିି । ସେ ନିଜ ରାଜ୍ୟକୁ ଓ ଆତ୍ମୀୟସ୍ୱଜନଙ୍କ ପାଖକୁ ଫେରି ଆସିବାକୁ ଚାତୁର ଭଳି…

ରାଜ୍ୟରେ ତୃତୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ୩ଟି ହସ୍ପିଟାଲ ବୁଲିବୁଲି ଯାଇଛନ୍ତି: ସୁବ୍ରତ ବାଗଚୀ

ଭୁବନେଶ୍ୱର, ୨୭ା୩(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କରୋନା ସମ୍ପର୍କିତ ଖବର ଦେଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପଢ଼ି…

୨୨ଶହ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭ା୩(ଓଡ଼ିଶା ଭାସ୍କର): କରୋନା ସମୟରେ ଗରିବଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ୟାକେଜ ଘୋଷଣା କରିଛନ୍ତି । ୨୨ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଦ୍ୟ…

ଭତ୍ତା ଟଙ୍କା ଲୁଟିଲେ ଦୁର୍ବୃତ୍ତ

ରାଜଗାଙ୍ଗପୁର, ୨୭ା୩(ଓଡ଼ିଶା ଭାସ୍କର): ଦେଶ ହେଉ କିମ୍ବା ରାଜ୍ୟରେ ଚୋରି, ଡକାୟତି ଦିନକୁ ଦିନ ବଢ଼ିବାରେ ଲାଗିଛି । ସେହିପରି ଆଜି ସୁନ୍ଦରଗଡ଼ ସ୍ଥିତ ରାଜଗାଙ୍ଗପୁର ପୌରାଞ୍ଚଳ ବଗିଚାପଡ଼ାରେ ଭତ୍ତା ଟଙ୍କା ଲୁଟ୍ ହୋଇଥିବା…

ଯବାନ-ମାଓବାଦୀ ଗୁଳି ବିନିମୟ, କମ୍ବିଂ ଅପରେସନ ଜାରି

କଳାହାଣ୍ଡି, ୨୭ା୩(ଓଡ଼ିଶା ଭାସ୍କର): କଳାହାଣ୍ଡି ସ୍ଥିତ ଭବାନୀପାଟଣାରେ ଏସଓଜି ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ସେଠାରେ ଥିବା ଯୁଗସାଇପାଟଣା ଜଙ୍ଗଲରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି । ଏନେଇ…

ଓଡିଶାରେ ୩ୟ କରୋନା ଚିହ୍ନଟ ପ୍ରସଙ୍ଗରେ କଣ କହିଲେ ବାଗଚୀ?

ଭୁବନେଶ୍ୱର,୨୭ ।୩(ଓଡିଶା ଭାସ୍କର): ଓଡିଶାରେ ୩ୟ କରୋନା ରୋଗୀ ଗତକାଲି ଚିହ୍ନଟ ହୋଇଛି । ଏନେଇ ଆଇଇସି ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଯେ, ମାର୍ଚ୍ଚ ୭ ତାରିଖରେ ଦିଲ୍ଲୀ ଓ ହରିୟାଣା ଯାଇଥିଲେ ସଂପୃକ୍ତ ବ୍ୟକ୍ତି…

ଲୋକସେବା ଭବନରେ ବସିବ ବିଧାନସଭା

ଭୁବନେଶ୍ୱର,୨୭ ।୩(ଓଡିଶା ଭାସ୍କର): ସାରା ରାଜ୍ୟ କରୋନା କାରଣରୁ ଲକ-ଡାଉନ ହୋଇଥିବା ବେଳେ କନଭେନସନ ହଲରେ ବିଧାନସଭାର ବଜେଟ୍ ଅଧିବେଶନ ବସିବ ବୋଲି ଜଣାପଡିଛି । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆୟୋଜିତ ଏକ…

କରୋନା କଟକଣା : ପୋଲିସ କହୁଛି ବାହାରକୁ ବାହାରନା, ହାତୀ କହୁଛି ଘରେ ରୁହନା

ମୟୁରଭଞ୍ଜ,୨୭ ।୩(ଓଡିଶା ଭାସ୍କର):କରୋନା ନେଇ ସାରା ଦେଶରେ ଲକ୍ ଡାଉନ୍ । ଏପ୍ରିଲ ୧୫ ଯାଏ ଘରୁ ବାହାରକୁ ବାହାରିବା ଉପରେ କଟକଣା । ଏକ ପ୍ରକାର କର୍ଫ୍ୟୁ ପରିସ୍ଥତି । ଜରୁରୀ ପରିସ୍ଥତି ନଥିଲେ ଘରୁ ବାହାରକୁ ବାହାରିବା…

ଓଡ଼ିଶାରେ ତୃତୀୟ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର, ୨୬ା୩(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟବିଭାଗ ଏନେଇ ଟ୍ୱିଟ କରି ସୂଚନା ଦେଇଛି । ତୃତୀୟ…