CHARIDHAM
Browsing Category

ରାଜ୍ୟ

ଭାପୁର ବଜାର ଉପକଣ୍ଠରେ ଘରେ ପଶି ମହିଳାଙ୍କ ବେକ କାଟିଦେଲେ ଦୁର୍ବୁତ୍ତ

ଭାପୁର: ଧାରୁଆ ଅସ୍ତ୍ରରେ ମହିଳାଙ୍କ ବେକ କାଟିଦେଲେ ଦୁର୍ବୁତ୍ତ। ଭାପୁର ବଜାର ଉପକଣ୍ଠରେ ଦୁର୍ବୁତ୍ତଙ୍କ ଆତଙ୍କରାଜ। ଦୁଇ ଶିଶୁଙ୍କୁ ଧରି ଘରେ ଶୋଇଥିବାବେଳେ କବାଟ ବାଡ଼େଇଥିଲେ ଦୁର୍ବୁତ୍ତ। ମହିଳା ଜଣଙ୍କ କବାଟ…

ବେକରେ ପଡିଛି ଜୁଆଳି, ଗାଁ ଦାଣ୍ଡରେ ହଳ କରୁଛନ୍ତି ସ୍ୱାମୀ-ସ୍ତ୍ରୀ, ପୁଣି ଦେଖିବାକୁ ମିଳିଲା ବଳଦ ଦଣ୍ଡ

କୋରାପୁଟ: ପୁଣି ଗାଁ ଦାଣ୍ଡରେ ବଳଦ ସାଜିଲେ ଯୁବକ ଯୁବତୀ।  ବିବାହ କରିବା ପଡ଼ିଲା ମହଙ୍ଗା। ଯୁବକ-ଯୁବତୀ ଭୋଗିଲେ ବଳଦ ଦଣ୍ଡ। ସମ୍ପର୍କୀୟ ଭାଇ-ଭଉଣୀ ବାହା ହେଲେ ବୋଲି ଶୁଦ୍ଧି ନାଁରେ ଗ୍ରାମବାସୀ ଦେଲେ ଶାସ୍ତି।…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବରରେ ହେବ ବିଶ୍ବ ସ୍ତରୀୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରିଡା ସହିତ ଜଡିତ ଏକ ବଡ଼ ଘୋଷଣା କରିଛନ୍ତି । ଭୁବନେଶ୍ବରରେ ବିଶ୍ବ ସ୍ତରୀୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ କରାଯିବା ନେଇ ସେ ସୂଚନା ଦେଇଛନ୍ତି ।…

ଚନ୍ଦ୍ରଭାଗାରେ ଅଘଟଣ, ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଯାଇ 3 ଯୁବକ ମୃତ

କୋଣାର୍କ: ପୁରୀ ଜିଲ୍ଲା ଚନ୍ଦ୍ରଭାଗା ବେଳାଭୂମି ନିକଟରେ ଆଜି ଅପରାହ୍‌ଣରେ ଏକ ଅଭାବନୀୟ ଘଟଣା ଘଟିଛି। ଚନ୍ଦ୍ରଭାଗା ଓ ଇକୋରିଟ୍ରିଟ୍‌ ମଝିରେ ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଯାଇ ୩ଜଣ ଯୁବକଙ୍କର ମୃତ୍ୟୁ ଘଟିଛି।…

ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ପ୍ରତିଯୋଗିତା; ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କଲା ଭାରତ

ଭୁବନେଶ୍ବର: ଭାରତରେ ପ୍ରଥମ ଥର ପାଇଁ ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ପ୍ରତିଯୋଗିତାର ଆୟୋଜନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ଠାରେ କରାଯାଇଥିଲା। ଏହି ଏକଦିବସୀୟ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ…

ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲା, ଆସନ୍ତାକାଲି ୧୨ ଘଣ୍ଟିଆ ରାଇଘର ବନ୍ଦ ଡାକରା ଦେଲା ବିଜେଡି

ଉମରକୋଟ: ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲାରେ ବିଜେଡିର ବନ୍ଦ ଡାକରା। ଆସନ୍ତାକାଲି ୧୨ ଘଣ୍ଟିଆ ରାଇଘର ବ୍ଲକ ବନ୍ଦ ଡାକରା ଦେଲା ବିଜେଡି। ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏଁ ବିଜେଡିର ବନ୍ଦ ପାଳନ ଡାକରା। ପୀଡ଼ିତାଙ୍କ…

12ରୁ 17 ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, 24 ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: 12 ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ରହିଛି ସମ୍ଭାବନା । ଏନେଇ 24 ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଏହା ସହିତ ଆସନ୍ତାକାଲି ପାଇଁ 26 ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି…

ଘରେ ଠାକୁର ପୂଜା ବେଳେ ଅଘଟଣ, ଦୀପ ନିଆଁରେ ଜଳିଗଲେ ମହିଳା

ଖୋର୍ଦ୍ଧା: ଜଟଣୀରୁ ସମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । ଦୀପ ନିଆଁରେ ଜଳି ମହିଳା ଜୀବନ୍ତ ଦଗ୍ଧ । ଏହି ଦୁଃଖଦ ଘଟଣା ଘଟିଛି ଜଟଣୀ ରଥିପୁର ଗାଁରେ । ଘରେ ଠାକୁର ପୂଜା କରୁଥିବା ବେଳେ ଦୀପରୁ ନିଆଁ ଲାଗି ଯାଇ…

ବାପା, ମା’ଙ୍କ ସାମ୍ନାରୁ ବଢ଼ିଲା ଝିଅକୁ ଟେକି ନେଲେ ମାସ୍କ ପିନ୍ଧା ଯୁବକ

ଉଦଳା: ଉଦଳାରେ ଘଟିଛି ଜଘନ୍ୟ ଅପରାଧ । ମୁହଁରେ ମାସ୍କ ଲଗାଇ ବାପା, ମା’ଙ୍କ ସାମ୍ନାରୁ ଝିଅକୁ ଟେକିନେଲେ ଦୁର୍ବୃତ୍ତ । ଉଦଳା ବଜାରରେ ଅପହରଣ କରିନେଲେ ମୁଖାପିନ୍ଧା ୪ରୁ ୫ ଦୁର୍ବୃତ୍ତ । ବାପା, ମା’ ବିରୋଧ…

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ, ପୁରୁଷ ବନ୍ଧୁକୁ ଗିରଫ କଲା ପୋଲିସ

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ କାଠିଆପଡ଼ାରେ ଛାତ୍ରୀ ମୃତ୍ୟୁ ଘଟଣାରେ ବଡ଼ ଆକ୍ସନ । ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ଗିରଫ କଲା ପୋଲିସ । ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା…