Browsing Category
ରାଜ୍ୟ
ସୋସିଆଲ ମିଡିଆରେ ଭ୍ୟୁଜ୍ କ୍ରେଜ୍: ଚଳନ୍ତା ଟ୍ରେନ୍ ତଳେ ଶୋଇ ରିଲ୍ସ କଲେ ନାବାଳକ, ଆଉ ତା’ପରେ…
ବୌଦ୍ଧ: ସୋସିଆଲ ମିଡିଆରେ ଲାଇକ୍ ଏବଂ ଭ୍ୟୁଜ୍ ନିଶାରେ ଏବେ ଯୁବପୀଢୀ । ଫେମସ ହେବାର ନିଶା ଯେ କେତେ ଭୟଙ୍କର ହୋଇପାରେ ତାର ଆଶ୍ଚର୍ଯ୍ୟଜନକ ଘଟଣା ବୌଦ୍ଧ ଜିଲ୍ଲାରୁ ସାମ୍ନାକୁ ଆସିଛି । ଏଠାରେ ତିନି ଜଣ ନାବାଳକ ଏକ…
ପୁଣି ଦେଖାଦେଲା ହଇଜା ଆତଙ୍କ, ଚାଲିଗଲା ଜଣଙ୍କ ଜୀବନ
ଦିଗପହଣ୍ଡି: ହଇଜା ଆତଙ୍କ! ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଉସ୍ତପଲ୍ଲୀ ଗାଁରେ ଦେଖାଦେଇଛି ହଇଜା ଆତଙ୍କ। ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 15 ଜଣ ଆକ୍ରାନ୍ତ ହୋଇଛନ୍ତି।
ମୃତକ ଜଣଙ୍କ ହେଲେ…
ରକ୍ତରେ ରହିଛି କି ଏହି ବିଷାକ୍ତ ପଦାର୍ଥ? କିଡନୀ-ଲିଭର ହୋଇଯିବ ଡ୍ୟାମେଜ
ଉତ୍ତରପ୍ରଦେଶ: ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ। 409 ଜଣଙ୍କ ରକ୍ତରେ ରହିଛି ଏହି ଦୁଇଟି ବିଷାକ୍ତ ପଦାର୍ଥ, ଯାହାଦ୍ୱାରା କିଡନୀ ଏବଂ ଲିଭର ଡ୍ୟାମେଜ ହୋଇଯିବାର ସମ୍ଭାବନା ରହିଛି।…
ଆଗାମୀ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ସମ୍ଭାବନା; ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ
ଭୁବନେଶ୍ବର: ଆଗାମୀ 12 ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ସମ୍ଭାବନା । ଗାଙ୍ଗୀୟ-ପଶ୍ଚିମବଙ୍ଗ ଉପତ୍ୟକାରେ ଘୂର୍ଣ୍ଣିବଳୟ ସକ୍ରିୟ । ପ୍ରଭାବରେ 12 ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି ।…
ଆଜି ଖୋଲିବ ହୀରାକୁଦର 12ଟି ଗେଟ୍, ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ
ସମ୍ବଲପୁର: ଆଉ କିଛି ସମୟରେ ଖୋଲିବ ହୀରାକୁଦ ଗେଟ୍ । ହୀରାକୁଦର 12ଟି ଗେଟ୍ ଆଜି ଖୋଲିବ । ଜଳଭଣ୍ଡାରରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟାଜଳ । ଏନେଇ ଆଜି ସକାଳ 10ଟାରେ ପୂଜାର୍ଚ୍ଚନା ପରେ ବାମ ପାର୍ଶ୍ବ ସ୍ପିଲ ଓ୍ବେର 7…
ମହିଳାଙ୍କୁ ନିଆଁ ଲଗାଇ ପୋଡ଼ି ମାରିଦେଲେ!
ବାଲେଶ୍ୱର: ମହିଳାଙ୍କୁ ଜାଳିଦେଲେ! ଘର ଭିତରୁ ଉଦ୍ଧାର କରାଗଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ଟାଉନ ଥାନା ବଙ୍କାଖଜୁରୀ ଗାଁରେ।
ମହିଳା ଜଣଙ୍କ…
ପ୍ରେମିକଙ୍କୁ ତାଲିବାନି ଦଣ୍ଡ, ଲଣ୍ଡା କରି ମୁହଁରେ ବୋଳିଲେ କଳା
ବିହାର: ପ୍ରେମ କରି ଫସିଗଲେ ଯୁବକ, ମିଳିଲା ତାଲିବାନି ଦଣ୍ଡ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ଦରଭଙ୍ଗାରେ। ଏଠାରେ ଜଣେ ଯୁବକଙ୍କ ପ୍ରତି ଅମାନବୀୟ ବ୍ୟବହାର ହୋଇଛି।
ପୁଅଟି ପାଖ ଗାଁର ଜଣେ ଝିଅକୁ ପ୍ରେମ…
ଆଜି ଦେବଶୟନୀ ଏକାଦଶୀ; ପାଠ କରନ୍ତୁ ଏହି ଶ୍ଳୋକ, ମିଳିବ ଭଗବାନ ବିଷ୍ଣୁଙ୍କ କୃପା
ଓଡ଼ିଶା ଭାସ୍କର: ଆଜି 6 ଜୁଲାଇ 2025, ଆଷାଢ଼ ମାସର ଶୁକ୍ଳ ପକ୍ଷର ଏକାଦଶୀ ପାଳନ କରାଯାଉଛି । ଏହାକୁ ଦେବଶୟନୀ କିମ୍ବା ହରିଶୟନୀ ଏକାଦଶୀ ମଧ୍ୟ କୁହାଯାଏ । କାରଣ ଏହି ତିଥି ପରେ, ଭଗବାନ ବିଷ୍ଣୁ 4 ମାସ ପାଇଁ ଗଭୀର…
ଲଗାଣ ବର୍ଷା ଯୋଗୁଁ ଘର ଭାଙ୍ଗି ପଶିଲା ପାଣି
ଝାରସୁଗୁଡ଼ା: ଲଗାଣ ବର୍ଷା ଯୋଗୁଁ ଝାରସୁଗୁଡ଼ା ଲଇକେରା ପଞ୍ଚାୟତରେ ବନ୍ୟା ସ୍ଥିତି। ଅଗ୍ରିଆପଡ଼ାରେ ପଶିଲା ହାତୀଆ ନଦୀର ବନ୍ୟାଜଳ। ଲଗାଣ ବର୍ଷା ଯୋଗୁଁ ଘରଦ୍ୱାର ଭାଙ୍ଗିବା ସହ ଘରେ ପଶିଲା ପାଣି। ଯାହାଫଳରେ ଲୋକେ…
ସିଂହଦ୍ବାରରେ ଲାଗିଲା ତିନିରଥ; ଆଜି ଶ୍ରୀଜିଉଙ୍କ ସୁନାବେଶ, ଲାଗି ହେବ 138 ପ୍ରକାର ସୁନା ଅଳଙ୍କାର
ପୁରୀ: ରଥ ଉପରେ ଆଜି ଶ୍ରୀଜିଉଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜ୍ଜିତ ହେବେ ମହାପ୍ରଭୁ । ଲାଗି ହେବ 138 ପ୍ରକାର ସୁନା ଅଳଙ୍କାର । ଅପରାହ୍ନ 5ଟାରୁ ଦାରୁବ୍ରହ୍ମଙ୍କର ସୁନାବେଶ ନୀତି ଆରମ୍ଭ ହେବ । ରାତି 11 ଟା…