Browsing Category

ରାଜ୍ୟ

ପାଳଛତୁ ଖାଇ ୫ ଆକ୍ରାନ୍ତ

ନବରଙ୍ଗପୁର: ପାଳଛତୁ ଖାଇ ଗୋଟିଏ ପରିବାରର ୫ ଜଣ ଅସୁସ୍ଥ। ଏହି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁରର ରାଇଘର ବ୍ଲକ ମାରଙ୍ଗପାଲି ଗାଁରେ। ଏହି ଗାଁର ଗୋଟିଏ ପରିବାରର ୫ ଜଣ ପାଳଛତୁ ଖାଇ ହଠାତ ଝାଡ଼ାବାନ୍ତିର ଶିକାର…

ଅଜବ କଥା, ଏକାଥରେ ୧୨ ଜଣଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ିଲା ସାପ

ନରସିଂହପୁର: ଯେହେତୁ ଏବେ ବର୍ଷା ଋତୁ ଚାଲିଛି ସାପ ବେଙ୍ଗ ତ ବାହାରେ ବୁଲିବା ସ୍ୱଭାବିକ କଥା। ଏପରିକି ସାପ କାମୁଡ଼ା ଘଟଣା ମଧ୍ୟରେ ଦେଖିବାକୁ ମିଳୁଛି। ହେଲେ ଗୋଟିଏ ଗାଁରେ ଏକାଥରେ ୧୨ ଜଣଙ୍କୁ ସାପ କାମୁଡ଼ିବା କଥାଟି…

1 କ୍ୱିଣ୍ଟାଲ 40 କେଜି ଗଞ୍ଜେଇ ଜବତ, କାରରେ ହେଉଥିଲା ଚାଲାଣ

କେନ୍ଦୁଝର: 1 କ୍ୱିଣ୍ଟାଲ 40 କେଜି ଗଞ୍ଜେଇ ଜବତ। କେନ୍ଦୁଝରର NH 49 ବେଲଦା ଘାଟି ନିକଟରୁ ଏହା ଜବତ ହୋଇଥିବାବେଳେ 2ଜଣଙ୍କୁ ଗିରଫ କରିଛି ପୋଲିସ। କାରରେ ବୌଦ୍ଧରୁ କୋଲକାତା ଚାଲାଣ ବେଳେ ପୋଲିସ ହାତରେ ଏହା ଧରା…

ପୁରୀରେ ପ୍ରତିଷ୍ଠା ହେବ ବିଶ୍ଵସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ

ପୁରୀ: ପୁରୀ ସହରରେ ଶୀଘ୍ର ପ୍ରତିଷ୍ଠା ହେବ ବିଶ୍ଵସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ। ଏକ ପ୍ରେସମିଟ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପ ଅଧୀନରେ ଗୋଟିଏ ପରିସରରେ ଜଗନ୍ନାଥ ମ୍ୟୁଜିୟମ ସହିତ…

ହଠାତ୍ ପରିବା ବଜାରରେ ଲାଗିଲା ନିଆଁ, ୮୦ ଟଙ୍କା ଉପରେ ସବୁ ପନିପରିବା

ଭୁବନେଶ୍ୱର: କଟକରୁ କ୍ୟାପିଟାଲ, ବାଲେଶ୍ୱରରୁ ରାଉରକେଲା। ସହରର ସବୁ ହାଟରେ ପରିବା ମିଳୁଛି ୮୦ ଟଙ୍କାରେ। ହଠାତ୍ ପରିବା ବଜାରରେ ଲାଗିଲା ନିଆଁ। ହୁ ହୁ ହୋଇ ବଢ଼ିଗଲା ପରିବା ଦର। ଯାହାକୁ ନେଇ ଚିନ୍ତାରେ ପଡିଲେଣି…

ଶାଶୂର ଜୀବନ ନେଲା ବୋହୂ, 24 ଦିନ ପରେ ମିଳିଲା କଙ୍କାଳ

ବିହାର: ନବବିବାହିତ ବୋହୂ ହାତରେ ଗଲା ଶାଶୂର ଜୀବନ, 24 ଦିନ ପରେ ମିଳିଲା କଙ୍କାଳ। ଏଭଳି ଏକ ଭୟଙ୍କର ଘଟଣା ଦେଖିବାକୁ ମିଳିଛି ବିହାରର ନୱାଡାରେ। ଶାଶୁ ଏମିତି କଣ ଭୁଲ କରିଥିଲେ ଯେ, ନବବିବାହିତା ବୋହୂ ତାଙ୍କୁ ହତ୍ୟା…

ମନ୍ତ୍ରୀଙ୍କୁ ହତ୍ୟା ଧମକ! ବିଳମ୍ବିତ ରାତିରେ ଫୋନ କରି କୁହାଯାଉଛି 24 ଘଣ୍ଟା ମଧ୍ୟରେ ଉଡ଼ାଇଦେବୁ

ଝାରଖଣ୍ଡ: ମନ୍ତ୍ରୀଙ୍କୁ ଫୋନରେ ମିଳୁଛି ହତ୍ୟା ଧମକ! ବିଳମ୍ବିତ ରାତିରେ ଫୋନ କରି କୁହାଯାଉଛି, 24 ଘଣ୍ଟା ମଧ୍ୟରେ ବିସ୍ଫୋରଣ କରି ଉଡ଼ାଇଦେବୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାରଖଣ୍ଡରେ। ଗୁରୁବାର ବିଳମ୍ବିତ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପୁରୀ ହେବ ମହାନଗର ନିଗମ, ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ

ପୁରୀ: ପୁରୀ ହେବ ମହାନଗର ନିଗମ। ମୋହନ ମାଝୀଙ୍କ ବଡ଼ ଘୋଷଣା। ପ୍ରେସମିଟ୍ କରି ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁରୀ ପୌରପାଳିକାକୁ ମହାନଗର ନିଗମ କରାଯିବ କହିଲେ ମୋହନ। ଏନେଇ ଆସନ୍ତାକାଲିଠାରୁ…

ଇଣ୍ଡିଆନ ବ୍ୟାଙ୍କ ଲୁଟ, 4 ଗିରଫ

ନୟାଗଡ଼: ବ୍ୟାଙ୍କ ଲୁଟ! ନୟାଗଡ଼ର ମାନଧାତାପୁର ଇଣ୍ଡିଆନ ବ୍ୟାଙ୍କରୁ ଲୁଟ। ଏହି ଘଟଣାରେ ନୟାଗଡ଼ ପୋଲିସ 4 ଜଣଙ୍କୁ ଗିରଫ କରିଥିବାବେଳେ 20 ଲକ୍ଷରୁ ଅଧିକ ଟଙ୍କା ଏବଂ ଦେଶୀ ବନ୍ଧୁକ ଜବତ କରିଛି। 2 ତାରିଖରେ 6 ଜଣ…

୮ ତାରିଖରେ ମିଳିବ ରାଜ୍ୟ ବିଜେପିକୁ ନୂଆ ମୁଖିଆ, ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ବିଜେପିକୁ ମିଳିବ ନୂଆ ମଙ୍ଗୁଆଳ। ତେଣୁ ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ। ଆସନ୍ତା ୬ରେ ପ୍ରକାଶ ପାଇବ ବିଜ୍ଞପ୍ତି। ଆଉ ୭ ତାରିଖରେ ନାମାଙ୍କନ ଭରିବେ ସଭାପତି ଆଶାୟୀ…