
Browsing Category
କୃଷି
ୟୁଟ୍ୟୁବ ଦେଲା ରୋଜଗାର, କୋଳି ଚାଷ ଶିଖି ଏବେ ମାଲାମାଲ ସ୍ୱାମୀ ସ୍ତ୍ରୀ
ଦେବଗଡ଼: ୟୁଟ୍ୟୁବରୁ ଚାଷ ଶିଖି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ରକମ ରକମର ଫଳ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି ।
କେବଳ ଏତିକି ନୁହେଁ ସ୍ଥାନୀୟ ଲୋକଙ୍କୁ ମଧ୍ୟ…
E-KYC ନକଲେ ହାତଛଡ଼ା ହେବ ରାସନ୍ କାର୍ଡ଼, ଏହି ତାରିଖ ଶେଷ ହେବ E-KYC ଅବଧି
ଭୁବନେଶ୍ୱର: ଆପଣ E-KYC କରିନଥିଲ ହୋଇଯାନ୍ତୁ ସାବଧାନ । ରାସନ କାର୍ଡ଼ ପାଇଁ ସରୁଛି E-KYC ଅବଧି ।
ଯଥା ଶୀଘ୍ର ଫେବୃଆରୀ ୧୫ ପର୍ଯ୍ୟନ୍ତ ନିଜର E-KYC ଅପଡେଟ୍ କରାଇନିଅନ୍ତୁ । ଏପରି ନହେଲେ ଅଯୋଗ୍ୟ…
ପୁଣି ଧାନର ସହାୟକ ମୂଲ୍ୟ ବଢ଼ାଇପାରନ୍ତି କେନ୍ଦ୍ର ସରକାର
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପୁଣି ଧାନର ସହାୟକ ମୂଲ୍ୟ ବଢ଼ାଇପାରନ୍ତି କେନ୍ଦ୍ର ସରକାର। ଡାଲି ଓ ତୈଳଜାତୀୟ ଦ୍ରବ୍ୟର ବି ବଢ଼ିପାରେ ସହାୟକ ମୂଲ୍ୟ।
କେନ୍ଦ୍ର ଆଗରେ ପ୍ରସ୍ତାବ ରଖିଲେ ପୂର୍ବ ଭାରତ ରାଜ୍ୟର…
Budget 2025: ଯୁବକମାନଙ୍କୁ ରୋଜଗାର ଯୋଗାଇବା ପାଇଁ ପ୍ରାଥମିକତା, ମଧ୍ୟମ ଶ୍ରେଣୀ ଲୋକଙ୍କ ବିକାଶକୁ ବେଶୀ ଗୁରୁତ୍ବ
ନୂଆଦିଲ୍ଲୀ: ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ। ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ। ଲଗାତାର ଅଷ୍ଟମ ଥର ପାଇଁ ଉପସ୍ଥାପନ କରୁଛନ୍ତି ସୀତାରମଣ।
ଅର୍ଥନୀତିରେ ସମୃଦ୍ଧି ସାରା ବିଶ୍ବକୁ…
ଧାନ କିଣାରେ ଅନିୟମିତତା, ଟୋକନ ଥାଇ ଧାନ ନେଉନାହାନ୍ତି, ଅଭିଯୋଗ କଲେ ଚାଷୀ
ଭଦ୍ରକ: ସରକାର ଧାନ କିଣାକୁ ନେଇ ଯେତେ ସ୍ୱଛତା ଆଣିଲେ ମଧ୍ୟ ଧାନ କିଣା ସୁରୁଖୁରୁରେ ହୋଇପାରୁନି ।
ଧାନ କିଣାରେ ଅନିୟମିତତାର ଅଭିଯୋଗ ଆଣିଛନ୍ତି ଭଦ୍ରକ ଜିଲ୍ଳା ଏରେଇଁ ସମବାୟ ସମିତି ।
ଧାନ କିଣା ପାଇଁ…
ଶସ୍ୟ ପରିବହନ ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଶସ୍ୟ ପରିବହନ ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର। କ୍ବିଣ୍ଟାଲ ପିଛା ସର୍ବାଧିକ ୭୫ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି କଲେ ସରକାର।
ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ ଶସ୍ୟ ପରିବହନ…
ପବିତ୍ର ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ମହାପ୍ରଭୁଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କଲେ
ଭୁବନେଶ୍ୱର: ଆଜି ମକର ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପବିତ୍ର ମକର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରି ଦେଉ ବୋଲି…
ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷୟକ୍ଷତି ଆକଳନ ଶେଷ, ଚାଷୀଙ୍କୁ ମିଳିଲା ୨୨ କୋଟି
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷୟକ୍ଷତି ଆକଳନ ଶେଷ ହୋଇଛି । ୨ ଲକ୍ଷ ୭୨୯ଟି ପ୍ଲଟରେ କ୍ଷତି ପାଇଁ ଚାଷୀ ଆବେଦନ କରିଥିଲେ ।
୧ ଲକ୍ଷ କ୍ଷତିଗ୍ରସ୍ତ ପ୍ଲଟ ବାବଦକୁ ୨୨ କୋଟି ଟଙ୍କା ଦେଇଛନ୍ତି ସରକାର ।…
କେବେ ମିଳିବ PM Kisan Yojnaର ୧୯ତମ କିସ୍ତି? ଖୁବଶୀଘ୍ର କୃଷକଙ୍କ ଆକାଉଣ୍ଟକୁ ଆସିବ ଟଙ୍କା: ଜାଣନ୍ତୁ ତାରିଖ
ନୂଆଦିଲ୍ଲୀ: କୃଷକମାନଙ୍କୁ ଆର୍ଥିକ କ୍ଷେତ୍ରରେ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପିଏମ କିସାନ ଯୋଜନା ଜାରି ରଖିଛନ୍ତି । ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ସବୁଠାରୁ ବଡ ଯୋଜନା ମଧ୍ୟରୁ PM Kisan Samman…
ଅଦିିନିଆ ବର୍ଷାରେ ପୁରୀରେ ସର୍ବାଧିକ କ୍ଷତି, 4ରୁ 5 ଦିନ ଭିତରେ ସମସ୍ତ ଚାଷୀ ପାଇବେ କ୍ଷତିପୂରଣ: ରାଜସ୍ବ ମନ୍ତ୍ରୀ
ଭୁବନେଶ୍ବର: ଅଦିନିଆ ବର୍ଷା ଚାଷୀଙ୍କର ମେରୁଦଣ୍ଡ ଭାଙ୍ଗିଦେଇଛି । ଧାନ ଫସଲ ସହିତ ପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ତେବେ ଚାଷୀଙ୍କୁ କେତେ ପରିମାଣରେ କ୍ଷତିପୂରଣ ମିଳିବ ସେନେଇ ଘୋଷଣା କରିଛନ୍ତି ରାଜସ୍ବ…