
Browsing Category
କୃଷି
ନଭେମ୍ବର 20ରୁ ଆରମ୍ଭ ହେବ ଧାନ ସଂଗ୍ରହ, 8ରେ ଚାଷୀ ସମାବେଶ
ଭୁବନେଶ୍ବର: ନଭେମ୍ବର 20 ତାରିଖରୁ ବରଗଡରୁ ଆରମ୍ଭ ହେବ ଧାନକିଣା ପ୍ରକ୍ରିୟା । ଏହାପରେ ଆସନ୍ତା 22 ତାକିଖରେ ସମ୍ବଲପୁରରେ ଧାନ ସଂଗ୍ରହ ହେବ । ବରଗଡ ସମ୍ବଲପୁର ପରେ ଅନ୍ୟ ସବୁ ଜିଲ୍ଲାରେ ଧାନ ସଂଗ୍ରହ କରାଯିବ । ତେବେ…
ଧନିଆ ଚାଷ ପାଇଁ ଉତ୍କୃଷ୍ଟ ସମୟ ନଭେମ୍ୱର; ଘର ପାଇଁ ହେଉ କି ବିକ୍ରି ପାଇଁ, ଆପଣାନ୍ତୁ ଏହି ପଦ୍ଧତି…
ଓଡ଼ିଶା ଭାସ୍କର: ଧନିଆ ଏକ ସବୁଦିନିଆ ଫସଲ । ବିଶେଷ କରି ଉଷ୍ଣ ମଣ୍ଡଳର ଆର୍ଦ୍ର ପରିବେଶରେ ଧନିଆ ଫୁଲ ଫୁଟେ ନାହିଁ । ମାତ୍ର ପତ୍ର ପାଇଁ ଚାଷ କରାଯାଇପାରେ । ଆମ ରାଜ୍ୟ ଓଡ଼ିଶାରେ ସାଧାରଣତଃ ଶୀତ ଋତୁରେ ଧନିଆ ଚାଷ…
ମାର୍କେଟ୍ରେ ରସୁଣ ରାଜ୍; ଖାଇବା ତ ଦୂରର କଥା, ହାତ ମାରିବାକୁ ବି ଲାଗୁଛି ଭୟ…
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଜିଠୁ ରସୁଣ କେହି ଖାଇବେନି । କାର୍ତ୍ତିକ ମାସ ପାଇଁ ନୁହେଁ ବରଂ ତାର ଉଚ ଦର ପାଇଁ । ଦେଖିବାରୁ ଗଲେ ସମସ୍ତଙ୍କୁ କନ୍ଦାଇଲାଣି ରସୁଣ । ଖାଉଟିଙ୍କୁ କଲବଲ କରୁଛି ରସୁଣ । ଆଉ ହାତ ମାରି…
ଦୈନନ୍ଦିନ ଜୀବନରେ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟର ରହିଛି ଗୁରୁତ୍ୱପୂର୍ଣ ଭୂମିକା: କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ
ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ଆସନ୍ତା ନଭେମ୍ବର ୧୦ ଓ ୧୧ ତାରିଖରେ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ଦୁଇଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ…
ନଭେମ୍ବର ମାସ ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା; ମନ୍ତ୍ରିସ୍ତରୀୟ ବୈଠକରେ ନିଷ୍ପତ୍ତି
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନଭେମ୍ବର ମାସ ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା । ଚଳିତ ଖରିଫ୍ ଋତୁ ପାଇଁ ୨୧ରୁ ଧାନ କିଣା ଆରମ୍ଭ । ଧାନ କିଣା ନେଇ ମନ୍ତ୍ରିସ୍ତରୀୟ ବୈଠକରେ ନିଷ୍ପତ୍ତି । ବରଗଡ଼ ଜିଲ୍ଲାରୁ ଧାନ…
ଫସଲ କ୍ଷୟକ୍ଷତିର ସମୀକ୍ଷା କଲେ କୃଷିମନ୍ତ୍ରୀ, ବାତ୍ୟା ପ୍ରଭାବିତ ଚାଷୀଙ୍କୁ ମିଳିବ ଏତିକି ଟଙ୍କା ସହାୟତା
ଭୁବନେଶ୍ବର: ବାତ୍ୟା ସିନା ଚାଲିଯାଉଛି ହେଲେ ଛାଡି ଯାଇଛି ଦୁର୍ଦ୍ଦଶା । ଅନେକ ଅଞ୍ଚଳରେ ଚାଷଜମିରେ ପାଣି ଜମିବା କାରଣରୁ ଫଲ ନଷ୍ଟ ହୋଇଯାଇଛି । ଏନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ସହାୟତା ନେଇ ବଡ ଘୋଷଣା…
ଆସିଲା ବାତ୍ୟା ଦାନାରେ କ୍ଷୟକ୍ଷତି ଆକଳନର ପ୍ରାଥମିକ ରିପୋର୍ଟ; ୧ ଲକ୍ଷ ୭୫ ହଜାର ଏକର ଚାଷ କ୍ଷତିଗ୍ରସ୍ତ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆସିଲା ବାତ୍ୟା ଦାନାରେ କ୍ଷୟକ୍ଷତି ଆକଳନର ପ୍ରାଥମିକ ରିପୋର୍ଟ । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଯୋଗେ ସୂଚନା ଦେଇଛନ୍ତି କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ । ‘୧…
ବାତ୍ୟା ପାଇଁ ପଶୁ ସମ୍ପଦ ବିଭାଗର ସମୀକ୍ଷା; ପ୍ରତି ଜିଲ୍ଲାରେ ଖୋଲାଗଲା କଣ୍ଟ୍ରୋଲ ରୁମ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବାତ୍ୟା ପାଇଁ ପଶୁ ସମ୍ପଦ ବିଭାଗ ତରଫରୁ ସମୀକ୍ଷା ହୋଇଛି । ୧୯ ହଜାର ୩୬୨ ଟି ବୋଟ ଫେରିଆସିଲେଣି । DFO ଓ ସିଡିଓଫୋଙ୍କୁ ଜିଲ୍ଲାରେ ଆଲର୍ଟ କରାଯାଇଛି । ଗୋ ସମ୍ପଦର ସୁରକ୍ଷା ପାଇଁ…
କାର୍ତ୍ତିକ ମାସ ଆରମ୍ଭରୁ କଲବଲ କଲାଣି କଞ୍ଚା ପରିବା; ଏବେଠୁ ଏତେ ଆଗକୁ କେତେ?
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ ମାସ । ଆମିଷ ବର୍ଜନ କରନ୍ତି ଅଧିକାଂଶ ଲୋକ । ହେଲେ କାର୍ତ୍ତିକ ମାସ ଆରମ୍ଭରୁ ଆକାଶ ଛୁଆଁ ହେବାରେ ଲାଗିଛି ପରିବା ଦର । ବଜାରରେ ପନିପରିବା ଦର…
ଦୀପାବଳି ପାଇଁ କୃଷକଙ୍କୁ ମୋଦୀ ସରକାରଙ୍କ ବଡ଼ ଉପହାର; ବଢିଲା ରବି ଫସଲର MSP
ନୂଆଦିଲ୍ଲୀ: ଦୀପାବଳିରେ କୃଷକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ମୋଦୀ ସରକାର । ସରକାର ୨୦୨୫-୨୬ ଋତୁ ପାଇଁ ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି କରିଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ,…