Browsing Category
Breaking News
ନବରଙ୍ଗପୁରରେ ଦୁଷ୍କର୍ମ ପରେ ଯୁବତୀଙ୍କୁ ବିଷ ପିଆଇ ହତ୍ୟା; ଘର ଠାରୁ ଅଳ୍ପ ଦୂରରେ ମିଳିଲା ମୃତଦେହ
ନବରଙ୍ଗପୁର: ନବରଙ୍ଗପୁରରେ ଲଜ୍ଜା! ଦୁଷ୍କର୍ମ ପରେ ବିଷ ଦେଇ ମାରିଦେଲେ ଯୁବତୀଙ୍କୁ। ଯାହାକୁ ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।
ନବରଙ୍ଗପୁରର କୋଷାଗୁମୁଡ଼ା ଥାନା ଅଞ୍ଚଳରେ ଯୁବତୀଙ୍କ ମୃତଦେହ ଉଦ୍ଧାର…
କେନ୍ଦୁଝରରେ ଖୁବ ଶୀଘ୍ର ହେବ ମେଗା ଷ୍ଟିଲ ପ୍ଲାଣ୍ଟ, କହିଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର: କେନ୍ଦୁଝରରେ ଖୁବ ଶୀଘ୍ର ହେବ ମେଗା ଷ୍ଟିଲ ପ୍ଲାଣ୍ଟ; କହିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଗସ୍ତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବାବେଳେ ସେ ଏହି କଥା କହିଛନ୍ତି।
ସେ ଆହୁରି ମଧ୍ୟ…
ଦୁଃଖଦ..ମନ୍ଦିରକୁ ପାଣି ଢାଳିବାକୁ ଯାଉଥିବା ବେଳେ କେନାଲକୁ ଖସିପଡ଼ିଲା ବୋଲେରୋ, ଗୋଟିଏ ପରିବାରର 9ଜଣଙ୍କ ସମେତ 11 ମୃତ
ନୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶର ଗୋଣ୍ଡାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ, ଇଟିଆଥୋକ୍ ଥାନା ଅଞ୍ଚଳର ବେଲୱା ବାହୁତା ମାଜରା ରେହରାଠାରେ ଏକ ବୋଲେରୋ କାର ନିୟନ୍ତ୍ରଣ ହରାଇ ଏକ କେନାଲରେ ଖସି ପଡ଼ିଥିଲା।…
(Video) ଲାତ, ମୁଥ ଏବଂ ଚାପୁଡ଼ା… ବିମାନବନ୍ଦରରେ ରାଗିଗଲେ ସେନା ଅଧିକାରୀ, ସ୍ପାଇସ୍ ଜେଟ୍ କର୍ମଚାରୀଙ୍କୁ ନିର୍ଦ୍ଧୁମ ପିଟିଲେ
ନୂଆଦିଲ୍ଲୀ: ଶ୍ରୀନଗରରୁ ଦିଲ୍ଲୀ ଯାଉଥିବା SG-386 ବିମାନର ବୋର୍ଡିଂ ଗେଟରେ ଜଣେ ଯାତ୍ରୀ ସ୍ପାଇସଜେଟର ଚାରି ଜଣ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ଶ୍ରୀନଗର ବିମାନବନ୍ଦରରେ ହୋଇଥିଲା। ସ୍ପାଇସଜେଟର ଜଣେ…
ପାକିସ୍ତାନ କ୍ରିକେଟ ବୋର୍ଡର ବଡ଼ ନିଷ୍ପତ୍ତି; ୱାଲ୍ଡ ଚାମ୍ପିଅନସିପ୍ ଲିଜେଣ୍ଟ ଆଉ କେବେ ଖେଳିବନି ପାକିସ୍ତାନ
ନୂଆଦିଲ୍ଲୀ: ଭାରତର କଡ଼ା ଆଭିମୁଖ୍ୟ ପରେ ଚାପରେ ପାକିସ୍ତାନ । ବଡ଼ ନିଷ୍ପତ୍ତି ନେଲା ପାକିସ୍ତାନ କ୍ରିକେଟ ବୋର୍ଡ । ୱାଲ୍ଡ ଚାମ୍ପିଅନସିପ୍ ଲିଜେଣ୍ଟ ଆଉ ଖେଳିବନି ପାକିସ୍ତାନ ।
ବିଶ୍ୱ ଚାମ୍ପିଅନସିପ୍ ଅଫ୍…
IED ବିସ୍ଫୋରଣରେ ରେଲୱେ କର୍ମଚାରୀଙ୍କ ମୃତ୍ୟୁ ଘଟଣା, 10 ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ରାଉରକେଲା: IED ବିସ୍ଫୋରଣରେ ରେଲୱେ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ସହାୟତା ଘୋଷଣା । CMRFରୁ 10 ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କାର୍ଯ୍ଯରତ କି-ମ୍ୟାନ ଇଟୁଆ ଓରାମଙ୍କ ପରିବାର ପାଇଁ ସହାୟତା ଘୋଷଣା କଲେ…
୪୭୦ ଚୌକା-ଛକା: ଟିମ୍ ଇଣ୍ଡିଆ ବନେଇଲା ନୂଆ ବିଶ୍ବ ରେକର୍ଡ, ଅଷ୍ଟ୍ରେଲିଆକୁ ପଛରେ ପକାଇଲା
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆର ବ୍ୟାଟସମ୍ୟାନମାନେ ୪୨୨ ଚୌକା ଏବଂ ୪୮ ଛକା ମାରିଛନ୍ତି। ଟେଷ୍ଟ ସିରିଜରେ ସର୍ବାଧିକ ବାଉଣ୍ଡାରୀ ମାରିବା ମାମଲାରେ…
ଆବାସ ପ୍ରମାଣ ପତ୍ର ବନେଇବାକୁ ପହଞ୍ଚିଲେ ପ୍ରଭୁ ରାମ-ସୀତା, କାଉ; ଅଧିକାରୀ ହେଲେ ଆଶ୍ଚର୍ଯ୍ୟ
ପାଟଣା: ବିହାରରେ, ଗତ କିଛି ଦିନ ଧରି, RTPS ମାଧ୍ୟମରେ ଭିନ୍ନ ଭିନ୍ନ ନାମରେ ପ୍ରମାଣପତ୍ର ତିଆରି ହେବାର ଖବର ସାମ୍ନାକୁ ଆସୁଛି। ଅଜବ ନାମ ଏବଂ ଠିକଣା ସହିତ ପ୍ରମାଣପତ୍ର ତିଆରି ପାଇଁ ଆବେଦନ ମଧ୍ୟ ଭାଇରାଲ ହେଉଛି।…
Asia Cup 2025: ଭାରତ-ପାକ୍ ମ୍ୟାଚ୍ ପାଇଁ ଷ୍ଟାଡିୟମ ଘୋଷଣା, ଏହି ମଇଦାନରେ ହେବ ଭାରତ-ପାକିସ୍ତନର ମହାମୁକାବିଲା
ନୂଆଦିଲ୍ଲୀ: ଏସିଆ କପ୍ 2025କୁ ନେଇ ଭାରତରେ ବିବାଦ ଜାରି ରହିଛି। ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ସହିତ ଟିମ୍ ଇଣ୍ଡିଆକୁ ସମାନ ଗ୍ରୁପ୍ରେ ରଖାଯାଇଥିବାକୁ ନେଇ ହଙ୍ଗାମା ଚାଲିଛି। ଭାରତ ସରକାର ଏବଂ ବିସିସିଆଇ…
Pahalgam Attack: ପାକିସ୍ତାନର ପର୍ଦ୍ଦାଫାସ…ଅପରେସନ ମହାଦେବରେ ନିହତ ଆତଙ୍କବାଦୀର ଅନ୍ତିମ ସଂସ୍କାର ଖୋଲିଲା ରାଜ୍
ନୂଆଦିଲ୍ଲୀ: ଏବେ କେଉଁଠି ମୁହଁ ଲୁଚାଇବ ପାକିସ୍ତାନ । ପହଲଗାମ ଆକ୍ରମଣର ହେଲା ବଡ଼ ଖୁଲାସା । ଅପରେସନ ମହାଦେବରେ ନିହତ ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କାର ଖୋଲିଲା ଗୁମର । ପହଲଗାମ ଆକ୍ରମଣରେ ପାକିସ୍ତାନର ହାତ ଥିଲା…